ଯୋହନଲିଖିତ ସୁସମାଚାର 16:29 · ଓଡ଼ିଆ ବାଇବେଲ
ଯୀଶୁଙ୍କର ଶିଷ୍ଯମାନେ କହିଲେ, ତୁମ୍ଭେ ବର୍ତ୍ତମାନ ଆମ୍ଭକୁ ସ୍ପଷ୍ଟ ଭାବରେ କହୁଛ। ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁନାହଁ।
Cross references
ଯୋହନଲିଖିତ ସୁସମାଚାର 16:25
ମୁଁ ତୁମ୍ଭକୁ ସାଙ୍କତେିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତବେେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟ ରେ ସରଳ ଭାଷା ରେ କହିବି।