Home Bibles ☰ Books ଯୋହନଲିଖିତ ସୁସମାଚାର 3:4 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 3:4 · ଓଡ଼ିଆ ବାଇବେଲ

ନୀକଦୀମ ତାହାଙ୍କୁ କହିଲେ, କିନ୍ତୁ ଯଦି କୌଣସି ବ୍ଯକ୍ତି ବୃଦ୍ଧ ହାଇେ ସାରିଛି, ତବେେ ସେ କିପରି ପୁନର୍ବାର ଜନ୍ମ ନଇେ ପାରିବ? ଜଣେ ଲୋକ କଦାପି ତାର ମାତାର ଗର୍ଭ ରେ ଆଉ ଥରେ ପ୍ରବେଶ କରିପାରିବ ନାହିଁ। ତେଣୁ ଜଣେ ବ୍ଯକ୍ତି କଦାପି ଦ୍ବିତୀୟ ଥର ଜନ୍ମ ଗ୍ରହଣ କରି ପାରିବ ନାହିଁ।

Cross references

ଯୋହନଲିଖିତ ସୁସମାଚାର 3:3

ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ବ୍ଯକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହବୋ ଆବଶ୍ଯକ। ଯଦି କୌଣସି ଲକେ ପୁନର୍ବାର ଜନ୍ମ ନହୁଏ, ତବେେ ସେ ଲୋକ ପରମେଶ୍ବରଙ୍କର ରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।

ଯୋହନଲିଖିତ ସୁସମାଚାର 4:11

ସହେି ସ୍ତ୍ରୀ ଲୋକଟି କହିଲା, ମହାଶୟ, ଆପଣ କେଉଁଠାରୁ ସହେି ଜୀବନ୍ତ ଜଳ ପାଇବେ? କୂଅତ ଅତି ଗଭୀର ଓ ପାଣି କାଢିବା ପାଇଁ ଆପଣଙ୍କ ପାଖ ରେ କିଛି ନାହିଁ।

ଯୋହନଲିଖିତ ସୁସମାଚାର 6:53

ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭେ ନିଶ୍ଚୟ ମନଷ୍ଯପୁତ୍ରଙ୍କ ମାଂସ ଖାଇବ। ତୁମ୍ଭେ ନିଶ୍ଚୟ ତାହାଙ୍କ ରକ୍ତ ପିଇବ। ଯଦି ତୁମ୍ଭେ ଏହା ନକରିବ, ତବେେ ତୁମ୍ଭ ଭିତ ରେ ପ୍ରକୃତ ଜୀବନ ନାହିଁ।

ଯୋହନଲିଖିତ ସୁସମାଚାର 6:60

ଯୀଶୁଙ୍କର ଶିଷ୍ଯମାନେ ଏହି ସବୁ କଥା ଶୁଣିଲେ। ସମାନଙ୍କେ ଭିତରୁ ଅନକେ କହିଲେ, ଏ ଉପଦେଶ ଗ୍ରହଣ କରିବା କଷ୍ଟକର। ଏହି ଉପଦେଶ କିଏ ଗ୍ରହଣ କରିପାରିବ?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:18

ଯେଉଁମାନେ ନଷ୍ଟ ହାଇେ ଯାଇଛନ୍ତି, ସମାନଙ୍କେ ଲାଗି କୃଶର ବାର୍ତ୍ତା ସଂପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭପ୍ରତି ଏହା ପରମେଶ୍ବରଙ୍କ ଶକ୍ତି ସ୍ବରୂପ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:14

ଯେଉଁଲୋକ ଆଧ୍ଯାତ୍ମିକ ନୁହେଁ, ସେ ପରମେଶ୍ବରଙ୍କ ଆତ୍ମିକ ସତ୍ଯଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ଯଗୁଡ଼ିକୁ ବୁଝିପା ରେ ନାହିଁ, କାରଣ ସଗେୁଡ଼ିକୁ କବଳେ ଆଧ୍ଯାତ୍ମିକ ଭାବରେ ବିଚାର କରି ହବେ।

Interlinear

Choose Theme