Home Bibles କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:8 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:8 · ଓଡ଼ିଆ ବାଇବେଲ

ସେ ଶଷେ ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ ଦୃଢ଼ କରି ରଖିବେ, ଏବଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦିନ ତୁମ୍ଭମାନେେ ନିର୍ଦ୍ ଦୋଷ ଦଖାୟିବେ।

Cross references

ଗୀତସଂହିତା 37:17

କାରଣ ଦୁଷ୍ଟ ଲୋକମାନେ ଧ୍ବଂସ ପାଇବେ। କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ଯକ୍ତିମାନଙ୍କୁ ରକ୍ଷା କରିବେ।

ଗୀତସଂହିତା 37:28

ସଦାପ୍ରଭୁ ନ୍ଯାଯକୁ ଭଲ ପାଆନ୍ତି ଓ ତାଙ୍କର ବିଶ୍ବସ୍ତ ଅନୁସରଣକାରୀମାନଙ୍କୁ ପରିତ୍ଯାଗ କରନ୍ତି ନାହିଁ, ତଣେୁ ସମାନେେ ଚିରଦିନ ସୁରକ୍ଷିତ। କିନ୍ତୁ ଦୁଷ୍ଟ ଲୋକମାନେ ଧ୍ବଂସ ହବେେ।

ଲୂକଲିଖିତ ସୁସମାଚାର 17:24

ମନୁଷ୍ଯପୁତ୍ରଙ୍କର ଫରେି ଆସିବା ସମୟ ତୁମ୍ଭମାନେେ ଜାଣି ପାରିବ। ଯେଉଁ ଦିନ ସେ ଫରେି ଆସିବେ, ସେ ଆକାଶ ରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ୟ୍ଯନ୍ତ ଉଜ୍ଜ୍ବଳ ବିଜୁଳି ଝଲକିଲା ଭଳି ଦଖାେଯିବେ।

ରୋମୀୟଙ୍କ ପ୍ରତି ପତ୍ର 14:4

ତୁମ୍ଭେ ଅନ୍ୟ ଲୋକର ଚ୍ଭାକରକୁ ବିଗ୍ଭର କର ନାହିଁ। ତାହାର ମାଲିକ କବଳେ ଜାଣି ପା ରେ ଯେ ଚ୍ଭାକରଟି ଭଲ କି ମନ୍ଦ। ଏବଂ ପରମେଶ୍ବରଙ୍କ ସବେକ ମାନେ ଯୋଗ୍ଯ, କାରଣ ପରମେଶ୍ବର ସମାନଙ୍କେୁ ଯୋଗ୍ଯ ବିବଚେିତ କରିଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 16:25

ପରମେଶ୍ବର ହିଁ ତୁମ୍ଭକୁ ଦୃଢ କରି ପାରନ୍ତି। ମୁଁ ତୁମ୍ଭମାନଙ୍କୁ ଦୃଢ ଦବୋ ପାଇଁ ଯେଉଁ ସମାଗ୍ଭର ପ୍ରଗ୍ଭର କରୁଛି ସହେି ସତ୍ଯ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:5

ମୁଁ ଆତ୍ମିକ ଭାବରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଥିବି ଓ ତୁମ୍ଭମାନେେ ପ୍ରଭୁଯୀଶୁଙ୍କ ଶକ୍ତି ରେ ଏହି ଲୋକକୁ ଶୟତାନ ହସ୍ତ ରେ ସମର୍ପଣ କରିଦିଅ, ୟଦ୍ଦ୍ବାରା ତାର ପାପର ଶରୀର ନଷ୍ଟ ହାଇଯେିବ। ତା' ହେଲେ ତା'ର ଆତ୍ମା ପ୍ରଭୁଙ୍କ ଦିନ ରେ ରକ୍ଷା ପାଇ ପାରିବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:14

ଯେପରିକି ତୁମ୍ଭମାନେେ ଆମ୍ଭ ବିଷୟ ରେ କିଛି କଥା ଆଗରୁ ବୁଝି ସାରିଛ, ସେଥିପାଇଁ ଆମ୍ଭେ ଆଶା କରୁ ଯେ, ତୁମ୍ଭମାନେେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବୁଝି ପାରିବ। ତୁମ୍ଭମାନେେ ଏ କଥା ବୁଝି ପାରିବ ଯେ, ଯେପରି ବର୍ତ୍ତମାନ ତୁମ୍ଭେ ଆମ୍ଭ ପାଇଁ ଗର୍ବ କରୁଛ, ସପରେି ଆମ୍ଭ ପ୍ରଭୁ ଯୀଶୁ ଆସିବା ଦିନ, ଆମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଗର୍ବ କରି ପାରିବୁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:21

କବଳେ ପରମେଶ୍ବର ତୁମ୍ଭମାନଙ୍କୁ ଓ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠା ରେ ଦୃଢ଼ କରି ପାରନ୍ତି। ପରମେଶ୍ବର ତାହାଙ୍କର ବିଶଷେ ଆଶୀର୍ବାଦ ଆମକୁ ପ୍ରଦାନ କରନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 5:27

ଯେପରି ସମ୍ପୂର୍ଣ୍ଣ ମହିମା(ସୌନ୍ଦର୍ୟ୍ଯ)ର ସହିତ ମଣ୍ଡଳୀକୁ ନିଜଠା ରେ ତାହାଙ୍କ କନ୍ଯା ରୂପେ ଉପସ୍ଥାପିତ କରାଇପାରନ୍ତି, ଏଥିନିମନ୍ତେ ଖ୍ରୀଷ୍ଟ ମୃତ୍ଯୁ ଭୋଗ କଲେ। ମଣ୍ଡଳୀ ମଧିଅରେ ଯେପରି କୌଣସି ମନ୍ଦ କର୍ମ, ପାପ କି ଭୁଲ କାର୍ୟ୍ଯ ଦଖାେ ନ ଯାଏ, ମାତ୍ର ତହା ପବିତ୍ର, ନିଖୁଣ ଓ ନିନ୍ଦାଶୂନ୍ଯ ହାଇପୋ ରେ, ଏଥିପାଇଁ ସେ ଆପଣାର ପ୍ରାଣ ଦେଲେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:6

ପରମେଶ୍ବର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ଯ ତାହା କରୁଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ୟ୍ଯନ୍ତ ସେ ସହେି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥି ରେ ନିଶ୍ଚିତ ଅଟେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:10

ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ଯ ଦେଖିପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ଯ ହବେ ;

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:15

ତବେେ ଯାଇ ତୁମ୍ଭେ ନିର୍ଦ୍ ଦୋଷ ହବେ ଓ ତୁମ୍ଭ ଭିତ ରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ବରଙ୍କ ନିର୍ଦ୍ ଦୋଷ ପୁତ୍ର ହବେ। କିନ୍ତୁ ତୁମ୍ଭମାନେେ ନଷ୍ଟ ହାଇେ ଯାଉଥିବା ମନ୍ଦ ଲୋକଙ୍କ ମଧିଅରେ ରହୁଛ। କିନ୍ତୁ ସମାନଙ୍କେ ଭିତ ରେ ତୁମ୍ଭେ ହି ଅନ୍ଧକାରପୂର୍ଣ୍ଣ ଜଗତ ରେ ଜ୍ଯୋତିଃଭଳି ପ୍ରକାଶିତ ହେଉଛ।

କଲସୀୟଙ୍କ ପ୍ରତି ପତ୍ର 1:22

କିନ୍ତୁ ଖ୍ରୀଷ୍ଟ ପୁଣି ଥରେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ମିତ୍ର କରି ଦଇେଛନ୍ତି। ତାଙ୍କ ମାଂସମୟ ଶରୀର ରେ, ନିଜ ମୃତ୍ଯୁ ଦ୍ବାରା ସେ ଏହା କରିଛନ୍ତି। ନିଷ୍କଳଙ୍କ ଓ ନିର୍ଦ୍ ଦୋଷ ଭାବରେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ଆଗକୁ ଆଣିବା ପାଇଁ ସେ ଏହା କଲେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 3:13

ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତବେେ ଯେତବେେଳେ ଆମ୍ଭ ପ୍ରଭୁଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣ ରେ ଆସିବେ, ତୁମ୍ଭମାନେେ ପରମପିତା ପରମେଶ୍ବରଙ୍କ ଆଗ ରେ ପବିତ୍ର ଭାବରେ ଓ ଦୋଷରହିତ ହାଇେ ଠିଆ ହାଇପୋରିବ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:23

ପରମେଶ୍ବରଙ୍କଠା ରେ ଆମ୍ଭେ ପ୍ରାର୍ଥନା କରୁ ଯେ, ସହେି ଶାନ୍ତିର ପରମେଶ୍ବର ତୁମ୍ଭମାନଙ୍କୁ ପବିତ୍ର କରନ୍ତୁ ଓ ପୂର୍ଣ୍ଣଭାବରେ ତାହାଙ୍କ ନିଜର କରିନିଅନ୍ତୁ। ଆମ୍ଭେ ପ୍ରାର୍ଥନା କରୁ ଯେ, ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିଲା ବେଳେ ତୁମ୍ଭମାନଙ୍କର ସମ୍ପୂର୍ଣ୍ଣ ଅସ୍ତିତ୍ବ - ଅର୍ଥାତ୍ ଆତ୍ମା, ପ୍ରାଣ ଓ ଶରୀର - ମନ୍ଦରହିତ ହାଇେ ସୁରକ୍ଷିତ ରହୁ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:3

ପରମେଶ୍ବର ହେଉଛନ୍ତି ବିଶ୍ବସନୀୟ। ସେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ ଓ ସହେି ଦୁଷ୍ଟାତ୍ମାଠାରୁ ରକ୍ଷା କରିବେ।

ପିତରଙ୍କ ପ୍ରଥମ ପତ୍ 5:10

ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା'ପରେ ପରମେଶ୍ବର ସବୁ ଠିକ୍ କରି ଦବେେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସଇେ ପରମେଶ୍ବର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ତାହାଙ୍କ ମହିମା ରେ ଅଂଶୀଦାର ହବୋ ଲାଗି ସେ ତୁମ୍ଭକୁ ଡ଼ାକି ଅଛନ୍ତି। ସହେି ମହିମା ଅନନ୍ତ କାଳ ଧରି ରହିବ।

ପିତରଙ୍କ ଦିତୀୟ ପତ୍ର 3:10

କିନ୍ତୁ ଚୋର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରେତ୍ୟକକଙ୍କୁ ଆଶ୍ଚର୍ୟ୍ଯ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ଯ ହାଇୟିବେ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନି ରେ ଧ୍ବଂସ ହାଇଯେିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳି ୟିବ।

ପିତରଙ୍କ ଦିତୀୟ ପତ୍ର 3:14

ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷା ରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠାେର ପରିଶ୍ରମ କର। ପରମେଶ୍ବରଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର।

ଯିହୂଦାଙ୍କ ପତ୍ର 1:24

ପରମେଶ୍ବର ଶକ୍ତିଶାଳୀ ଓ ସେ ତୁମ୍ଭକୁ ପତନରୁ ରକ୍ଷା କରିବେ। ସେ ତୁମ୍ଭକୁ ମନ୍ଦରୁ ରକ୍ଷା କରି ନିଜର ଗୌରବ ସମ୍ମୁଖରୁ ଆଣି ପାରିବେ ଓ ତୁମ୍ଭକୁ ମହାନନ୍ଦ ଦଇେ ପାରିବେ।

Interlinear

Choose Theme