Home Bibles ମାଥିଉଲିଖିତ ସୁସମାଚାର 16:21 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 16:21 · ଓଡ଼ିଆ ବାଇବେଲ

ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ୟିରୂଶାଲମକୁ ଯିବେ। ସଠାେରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ବାରା ସେ ଅନକେ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ଯୁରୁ ତୃତୀୟ ଦିନ ପୁନର୍ଜୀବିତ ହବେେ।

Cross references

ପ୍ରଥମ ବଂଶାବଳୀ 24:1

ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା : ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିଯାସର ଓ ଈଥାମର।

ନିହିମିୟା 12:7

ସଲ୍ଲୁ, ଆମାେକ, ହିଲ୍କିଯ, ୟିଦଯିଯ। ଏମାନେ ଯଶୂେଯ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭାତୃଗଣ ମଧିଅରେ ପ୍ରଧାନ ଥିଲେ।

ମାଥିଉଲିଖିତ ସୁସମାଚାର 16:28

ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ କେତକେ ଲୋକ ଠିଆ ହାଇେଛନ୍ତି, ଯେଉଁମାନେ ସମାନଙ୍କେ ମୃତ୍ଯୁ ପୂର୍ବରୁ ମନୁଷ୍ଯ ପୁତ୍ରଙ୍କୁ ତାହାଙ୍କ ରାଜ୍ଯ ସହିତ ଆସୁଥିବାର ଦେଖିବେ।

ମାଥିଉଲିଖିତ ସୁସମାଚାର 17:12

କିନ୍ତୁ ମୁଁ ତୁମ୍ଭକୁ କହି ଦେଉଛି ଯେ ଏଲିୟ ଆସି ସାରିଛନ୍ତି। ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ଲୋକମାନେ ଯାହା ଇଚ୍ଛା କଲେ, ତାହାଙ୍କୁ ସହେି ପ୍ରକାର ବ୍ଯବହାର କଲେ। ସହେିଭଳି ମନୁଷ୍ଯପୁତ୍ର ମଧ୍ଯ ସମାନଙ୍କେଠାରୁ ସହେି ପ୍ରକାର ଯାତନା ଭୋଗ କରିବେ।

ମାଥିଉଲିଖିତ ସୁସମାଚାର 17:22

ତା'ପରେ ଗାଲୀଲୀ ରେ ଶିଷ୍ଯମାନେ ଏକାଠି ହବୋପରେ ଯୀଶୁ ସମାନଙ୍କେୁ କହିଲେ, ମନୁଷ୍ଯପୁତ୍ରଙ୍କୁ ମନୁଷ୍ଯମାନେ ହିଁ ଧରିନବେେ।

ମାଥିଉଲିଖିତ ସୁସମାଚାର 20:17

ଯୀଶୁ ୟିରୁଶାଲମକୁ ଯାଉଥିଲେ। ତାହାଙ୍କର ବାରଜଣ ଶିଷ୍ଯ ତାହାଙ୍କ ସହିତ ଥିଲେ। ସମାନେେ ଚ଼ାଲିକରି ଯାଉଥିବା ସମୟରେ ଯୀଶୁ ସହେି ବାରଜଣ ଶିଷ୍ଯଙ୍କୁ ଗୋଟିଏ ପାଖକୁ ଡ଼ାକିନଇେ କହିଲେ,

ମାଥିଉଲିଖିତ ସୁସମାଚାର 20:28

ମନୁଷ୍ଯପୁତ୍ରଙ୍କ କ୍ଷେତ୍ର ରେ ତାହା ଏକାଭଳି। ମନୁଷ୍ଯପୁତ୍ର ଅନ୍ୟମାନଙ୍କଠାରୁ ସବୋ ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସବୋ କରିବା ପାଇଁ ଆସି ଅଛନ୍ତି। ମନୁଷ୍ଯପୁତ୍ର ଅନକେ ଲୋକଙ୍କ ମୁକ୍ତିର ମୂଲ୍ଯଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।

ମାଥିଉଲିଖିତ ସୁସମାଚାର 26:2

ଦୁଇଦିନ ପରେ ନିସ୍ତାରପର୍ବ ହବୋ କଥା ତୁମ୍ଭେ ଜାଣ। ସହେି ଦିନ କୃଶ ରେ ଚ଼ଢ଼ାଇ ମନୁଷ୍ଯପୁତ୍ରଙ୍କୁ ମାରି ଦବୋ ପାଇଁ ତାହାଙ୍କ ଶତୃମାନଙ୍କ ହାତ ରେ ଦଇେ ଦିଆୟିବ।

ମାଥିଉଲିଖିତ ସୁସମାଚାର 26:47

ଯୀଶୁ ଏହି କଥା କହୁଥିବା ସମୟରେ ୟିହୂଦା ସଠାେକୁ ଆସିଲା। ସେ ଯୀଶୁଙ୍କର ବାରଜଣ ଶିଷ୍ଯଙ୍କ ମଧ୍ଯରୁ ଜଣେ ଥିଲା। ୟିହୂଦା ଙ୍କ ସହିତ ମଧ୍ଯ ଅନକେ ଲୋକ ଥିଲେ। ୟିହୂଦା ଓ ସହେି ଲୋକମାନେ ଖଣ୍ଡା ଓ ଠେଙ୍ଗା ଧରିଥିଲେ। ସମାନଙ୍କେୁ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ପଠାଇଥିଲେ।

ମାଥିଉଲିଖିତ ସୁସମାଚାର 27:12

କିନ୍ତୁ ଯେତବେେଳେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ତାହାଙ୍କୁ ଅଭିୟୁକ୍ତ କଲେ ସେ କିଛି ଉତ୍ତର ଦେଲନୋହିଁ।

ମାଥିଉଲିଖିତ ସୁସମାଚାର 27:63

ସମାନେେ କହିଲେ, ମହାଶୟ, ଆମ୍ଭର ମନେ ଅଛି ଯେ ସହେି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, 'ତୃତୀୟ ଦିନ ପରେ ମୁଁ ମୃତ୍ଯୁରୁ ପୁଣି ପୂର୍ନଉଥିତ ହବେି।'

ମାର୍କଲିଖିତ ସୁସମାଚାର 8:31

ତା'ପରେ ସେ ସମାନଙ୍କେୁ ଶିକ୍ଷା ଦବୋକୁ ଆରମ୍ଭ କଲେ, ମନଷ୍ଯପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହବେ। ପ୍ରାଚୀନ ଓ ୟିହୁଦୀ ନେତା, ପ୍ରଧାନ ଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ବୀକାର କରିବେ ନାହିଁ। ନିଶ୍ଚିତ ରୁପରେ ତାହାଙ୍କୁ ମାରି ଦିଆୟିବ ଓ ସେ ମୃତ୍ଯର ତୃତୀୟ ଦିନ ପୁଣି ମୃତ୍ଯରୁ ପୁନରୁତ୍ଥାନ ହବେେ।

ମାର୍କଲିଖିତ ସୁସମାଚାର 9:31

କାରଣ ସେ ନିଜ ଶିଷ୍ଯମାନଙ୍କୁ ଏକୁଟିଆ ଅଲଗା ଉପଦେଶ ଦବୋକୁ ଚାହୁଁଥିଲେ। ସେ ସମାନଙ୍କେୁ କହିଲେ, ମନୁଷ୍ଯପୁତ୍ରଙ୍କୁ ମନୁଷ୍ଯମାନଙ୍କ ହସ୍ତ ରେ ସମର୍ପଣ କରାୟିବ। ସମାନେେ ତାହାଙ୍କୁ ବଧ କରିବା। କିନ୍ତୁ ମୃତ୍ଯୁର ତିନି ଦିନ ପରେ ସେ ପୁଣି ମୃତ୍ଯୁରୁ ପୁନରୁତ୍ଥିତ ହବେେ।

ମାର୍କଲିଖିତ ସୁସମାଚାର 10:32

ଯୀଶୁ ଓ ତାହାଙ୍କ ସହିତ ଲୋକମାନେ ୟିରୁଶାଲମକୁ ଯାଉଥିଲେ। ଯୀଶୁ ସମାନଙ୍କେ ଆଗେ ଆଗେ ଯାଉଥିଲେ। ତାହାଙ୍କ ଶିଷ୍ଯମାନେ ଆଶ୍ଚର୍ୟ୍ଯାନ୍ବିତ ହାଇେ ଯାଉଥିଲେ। କିନ୍ତୁ ତାହାଙ୍କୁ ଅନୁସରଣ କରି ଆସୁଥିବା ଲୋକେ ସବୁ ଡରି ଯାଇଥିଲେ। ଯୀଶୁ ତାହାଙ୍କର ବାରଜଣ ପ୍ ରରେିତଙ୍କୁ ଅଲଗା ଡାକି ୟିରୁଶାଲମ ରେ ଯାହା ସବୁ ଘଟିବ, ସେ ବିଷୟ ରେ କହିବାକୁ ଲାଗିଲେ।

ଲୂକଲିଖିତ ସୁସମାଚାର 9:22

ଏ କଥା ସତ୍ଯ ଯେ ମନୁଷ୍ଯପୁତ୍ର ଅନକେ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ବୀକାର କରିବେ। ମନୁଷ୍ଯ ପୁତ୍ରଙ୍କୁ ମାରି ଦବେେ। କିନ୍ତୁ ତିନିଦିନ ପରେ ସେ ପୁଣି ମୃତ୍ଯୁରୁ ପୁନରୁଥିତ ହବେେ।

ଲୂକଲିଖିତ ସୁସମାଚାର 9:31

ସମାନଙ୍କେ ଚେ ହରୋ ମଧ୍ଯ ଝଲକୁ ଥିଲା। ସମାନେେ ଯୀଶୁଙ୍କ ସହିତ ୟିରୂଶାଲମ ରେ ଘଟିବାକୁ ଥିବା ତାହାଙ୍କ ମୃତ୍ଯୁ ବିଷୟ ରେ କଥାବାର୍ତ୍ତା ହେଉଥିଲେ।

ଲୂକଲିଖିତ ସୁସମାଚାର 9:44

ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଯାହା କହିବି, ତାହା ଭୁଲିବ ନାହିଁ। ମନୁଷ୍ଯପୁତ୍ରଙ୍କୁ କେତଜେଣ ମନୁଷ୍ଯମାନଙ୍କ ହାତ ରେ ଧ ରଇେ ଦବେେ।

ଲୂକଲିଖିତ ସୁସମାଚାର 17:25

କିନ୍ତୁ ମନୁଷ୍ଯପୁତ୍ର ପ୍ରଥମେ ଅନକେ ୟନ୍ତ୍ରଣା ଭୋଗ କରିବେ ଏବଂ ବର୍ତ୍ତମାନର ଲୋକମାନଙ୍କ ଦ୍ବାରା ହତ ହବେେ।

ଲୂକଲିଖିତ ସୁସମାଚାର 18:31

ତା'ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ଯଙ୍କୁ କହିଲେ, ଶୁଣ, ଆମ୍ଭମାନେେ ୟିରୂଶାଲମକୁ ଯାଉଛୁ। ପରମେଶ୍ବର ଭବିଷ୍ଯଦ୍ବକ୍ତାମାନଙ୍କୁ ମନୁଷ୍ଯପୁତ୍ରଙ୍କ ବିଷୟ ରେ ଯାହା ସବୁ ଲେଖି ବାକୁ କହିଥିଲେ, ସେ ସବୁ ଘଟିବ।

ଲୂକଲିଖିତ ସୁସମାଚାର 24:6

ଯୀଶୁ ଏଠା ରେ ନାହାଁନ୍ତି, ସେ ମୃତ୍ଯୁରୁ ଜୀବିତ ହାଇେ ଉଠିଛନ୍ତି। ସେ ଗାଲିଲୀ ରେ ଥିଲା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ କ'ଣ କହିଥିଲେ, ତାହା ତୁମ୍ଭମାନଙ୍କର ମନେ ପଡୁଛି କି?

ଲୂକଲିଖିତ ସୁସମାଚାର 24:26

ଭବିଷ୍ଯଦ୍ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମା ରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ।

ଲୂକଲିଖିତ ସୁସମାଚାର 24:46

ଯୀଶୁ ସମାନଙ୍କେୁ କହିଲେ, ଖ୍ରୀଷ୍ଟଙ୍କୁ ମାରି ଦିଆୟିବା ଓ ମୃତ୍ଯୁରୁ ତିନିଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲଖାେ ଅଛି।

ଯୋହନଲିଖିତ ସୁସମାଚାର 2:19

ଯୀଶୁ ଉତ୍ତର ଦେଲେ, ଏହି ମନ୍ଦିରକୁ ନଷ୍ଟ କରି ଦିଅ ଏବଂ ମୁଁ ଏହାକୁ ତିନି ଦିନ ମଧିଅରେ ପୁନର୍ବାର ନିର୍ମାଣ କରି ଦବେି।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:23

ତୁମ୍ଭମାନେେ ସମସ୍ତେ ଏସବୁ ଦିଖିଛ ଓ ଏସବୁ ଯେ ନିରାଟ ସତ୍ଯ ତାହା ଜାଣିଛ। ଏହି ଯୀଶୁଙ୍କୁ ଇଶ୍ବର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭମାନେେ ଦୁଷ୍ଟମାନଙ୍କ ସାହାୟ୍ଯ ରେ ତାହାଙ୍କୁ କୃଶ ରେ ଚ଼ଢ଼ଇେ କଣ୍ଟା ବାଡ଼ଇେ ହତ୍ଯା କରିଦଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:3

ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦଲେି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ।

Interlinear

Choose Theme