ଯୀଶୁ ପୁଣି ବହୁତ ବ୍ଯତିବ୍ଯସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁ ରେ ଗୋଟିଏ ବଡ ପଥର ଘୋଡଇେ ଦିଆଯାଇଥିଲା।
Cross references
ଏହାପରେ ଅବ୍ରହାମ ମକ୍ପଲୋ କ୍ଷେତ୍ରସ୍ଥିତ ଗୁହା ରେ ମମ୍ରିର ପାଶର୍ବ ରେ ହେବ୍ରୋଣ ମଧିଅରେ କିଣାନ ଦେଶ ରେ ନିଜର ସ୍ତ୍ରୀ ସାରାକୁ କବର ଦେଲେ। ସହେିସ୍ଥାନ କିଣାନ ଦେଶସ୍ଥ ଥିଲା।
ଏହାପରେ ଇଶ୍ରାୟେଲ ତାଙ୍କୁ ନିର୍ଦ୍ଦେଶ ଦଇେ କହିଲେ, ମୁଁ ଯେତବେେଳେ ମରିବି, ମାରେପୂର୍ବପୁରୁଷମାନଙ୍କ ସହିତ ମାେତେ ଇଫ୍ରୋଣର ହତେୀଯ କ୍ଷତେ ରେ କବର ଦିଅ।
ତୁମ୍ଭେ ଏଠା ରେ କ'ଣ କରୁଛ ? ତୁମ୍ଭେ ତୁମ୍ଭର କାହା ପାଇଁ ଏଠା ରେ ଏକ କବର ଖୋଳୁଛ ?
ତା'ପ ରେ ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ୟିରୁଶାଲମ ନଗର ମଧ୍ଯ ଦଇେ ୟାଅ ଓ ସହର ରେ ଘଟିଥିବା ଘୃଣ୍ଯ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥା ରେ ଦାଗ ଦିଅ।
ପରମେଶ୍ବର ପୁଣି କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଦୀର୍ଘ ନିଶ୍ବାସ ଛାଡ଼। ପୁଣି ଆପଣା କଟୀ ଭାଙ୍ଗି ମନସ୍ତାପ ପୂର୍ବକ ସମାନଙ୍କେ ସମ୍ମୁଖ ରେ ଦୀର୍ଘନିଃଶ୍ବାସ ଛାଡ଼ିବ।
ଯୋଷଫେ ଯୀଶୁଙ୍କ ଶରୀରକୁ ତାହାଙ୍କୁ ନୂଆ କବର ମଧିଅରେ ରଖିଲେ। ସହେି କବରକୁ ୟୋ ସଫେ ପଥରର କାନ୍ଥ କାଟି ତିଆରି କରିଥିଲେ। ତାପରେ ସେ ଗୋଟିଏ ବହୁତ ବଡ ପଥର ଗଡ଼ଇେ ଆଣି ପ୍ରବେଶଦ୍ବାରକୁ ବନ୍ଦ କରି ଦେଲେ। ଏସବୁ କଲପରେେ ୟୋ ସଫେ ଚାଲିଗଲେ।
ତା'ପରେ ସମାନେେ କବର ପାଖକୁ ଗଲେ ଓ ପ୍ରବେଶଦ୍ବାର ରେ ମାହେର ଲଗଇେଲେ। ସଠାେରେ ସୈନ୍ଯମାନଙ୍କୁ ପହରା ଦବୋପାଇଁ ଆଦେଶ ଦଇେ ଚୋରମାନଙ୍କ କବଳରୁ କପରକୁ ନିରାପଦ ରଖିବାର ବ୍ଯବସ୍ଥା କଲେ।
ଯୀଶୁ ଦୀର୍ଘନିଶ୍ବାସ ନଇେ ଦୁଃଖ ପ୍ରକାଶ କରି କହିଲେ, ତୁମ୍ଭମାନେ କାହିଁକି ପ୍ରମାଣ ସ୍ବରୂପ ଆଶ୍ଚର୍ୟ୍ଯକର୍ମ ଦେଖିବାକୁ ଚାହୁଁଛ? ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭମାନଙ୍କୁ ସଭେଳି କୌଣସି ପ୍ରମାଣ ଦିଆୟିବ ନାହିଁ।
ୟୋ ସଫେ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କୃଶ ଉପରୁ ତଳକୁ ଓହ୍ଲଇେ ଆଣିଲେ। ସେ ଶବକୁ ବସ୍ତ୍ର ରେ ସପୂର୍ଣ୍ଣ ଗୁଡଇେ ଦେଲେ ଓ ପଥର କଟା ହାଇେ ତିଆରି ହାଇେଥିବା ଗୋଟିଏ କବର ରେ ତାହାଙ୍କୁ ରଖି ଦେଲେ। ଖଣ୍ଡିଏ ବଡ ପଥର ଗଡଇେ ଆଣି କବରର ମୁହଁକୁ ବନ୍ଦ କରି ଦେଲେ।
ସମାଧି ବନ୍ଦ କରିବା ପାଇଁ ତାର ପ୍ରବେଶ ଦ୍ବାର ରେ ଗୋଟିଏ ପଡ ପଥର ଦିଆ ଯାଇଥିଲା। ସ୍ତ୍ରୀ ଲୋକମାନେ ଦେଖିଲେ ଯେ ପଥରଟି ଗଡି ଯାଇଛି।
ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସମାନେେ ମଧ୍ଯ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତର ରେ ଅତ୍ଯଧିକ ବ୍ଯଥା ଅନୁଭବ କଲେ।
ରବିବାର ଦିନ ପାହାନ୍ତିଆ ରେ ମଗ୍ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତବେେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ ପଥରଟି କବର ଦ୍ବାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି।