ଯୀଶୁ ଦୀର୍ଘନିଶ୍ବାସ ନଇେ ଦୁଃଖ ପ୍ରକାଶ କରି କହିଲେ, ତୁମ୍ଭମାନେ କାହିଁକି ପ୍ରମାଣ ସ୍ବରୂପ ଆଶ୍ଚର୍ୟ୍ଯକର୍ମ ଦେଖିବାକୁ ଚାହୁଁଛ? ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭମାନଙ୍କୁ ସଭେଳି କୌଣସି ପ୍ରମାଣ ଦିଆୟିବ ନାହିଁ।
Cross references
ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ଯାଗ କଲେ। ସେ ଦୁଃଖ ଓ ଶାେକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଚାଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭମାନେେ ତାଙ୍କୁ ସମ୍ମାନ ଦଲେୁ ନାହିଁ।
ଯୀଶୁ କହିଲେ, ମନ୍ଦ ଓ ପାପୀ ଲୋକମାନେ ପ୍ରମାଣ ପାଇଁ ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖିବାକୁ ଚ଼ାହାଁନ୍ତି। କିନ୍ତୁ ତାହାଙ୍କୁ କୌଣସି ପ୍ରମାଣ ଦଖାଇେ ଦିଆୟିବନାହିଁ। କବଳେ ଭବିଷ୍ଯଦ୍ବକ୍ତା ୟୂନସଙ୍କ କ୍ଷେତ୍ର ରେ ଘଟିଥିବା ଆଶ୍ଚର୍ୟ୍ଯକାର୍ୟ୍ଯ ହିଁ ସମାନଙ୍କେ ପାଇଁ ଏକମାତ୍ର ଚ଼ିହ୍ନ ହବେ।
ମନ୍ଦ ଓ ପାପୀ ଲୋକ ହିଁ ପ୍ରମାଣ ଚିହ୍ନ ସ୍ବରୂପ ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖିବାକୁ ଚାହାଁନ୍ତୁ। ଏଭଳି ଲୋକଙ୍କୁ ୟୂନୁସଙ୍କ ଚ଼ିହ୍ନ ବ୍ଯତୀତ ଅନ୍ୟ କୌଣସି ଚ଼ିହ୍ନ ଦିଆୟିବ ନାହିଁ। ତାପରେ ଯୀଶୁ ସମାନଙ୍କେୁ ସଠାେରେ ଛାଡ଼ି ଚ଼ାଲିଗଲେ।
ତା'ପରେ ଯୀଶୁ ଲୋକମାନଙ୍କ ଆଡକୁ ରାଗ ରେ ଚାହିଁଲେ; କିନ୍ତୁ ସମାନଙ୍କେ ହୃଦୟର କଠିନତା ଲକ୍ଷ୍ଯ କରି ବହୁତ ଦୁଃଖୀ ହେଲେ। ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କ ଆଡକୁ ହାତଟି ବଢାଇ ଦଲୋ ଓ
ଏ ଲୋକମାନଙ୍କର କୌଣସି ବିଶ୍ବାସ ନଥିବାରୁ ଯୀଶୁ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ। ତା'ପରେ ଯୀଶୁ ସେ ଅଞ୍ଚଳର ଅନ୍ୟ ସବୁ ଗାଁକୁ ଯାଇ ସଠାେରେ ଶିକ୍ଷା ଦବୋକୁ ଲାଗିଲେ।
ଯୀଶୁ ପୁଣି ସ୍ବର୍ଗ ଆଡକୁ ଚାହିଁ ଦୀର୍ଘ ନିଶ୍ବାସ ପକାଇଲେ। ସେ ଲୋକଟିକୁ କହିଲେ,
ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ କାହିଁକି ବିଶ୍ବାସ କରୁନାହଁ? କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ଥିବି? କେତେ କାଳ ମୁଁ ତୁମ୍ଭମାନଙ୍କର ସବୁ ସହୁଥିବି? ସହେି ପିଲାକୁ ମାେ ପାଖକୁ ନଇେଆସ।
ଧୀ ରେ ଧୀ ରେ ଭିଡ ବଢିବାକୁ ଲାଗିଲା। ଯୀଶୁ କହିଲେ, ବର୍ତ୍ତମାନ ୟୁଗର ଲୋକେ ବଡ ମନ୍ଦ। ସମାନେେ ପରମେଶ୍ବରଙ୍କଠାରୁ ପ୍ରମାଣ ସ୍ବରୁପ ଏକ ଆଶ୍ଚର୍ୟ୍ଯକର୍ମ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ବରୂପ କୌଣସି ଆଶ୍ଚର୍ୟ୍ଯକର୍ମ ଦଖାଇେ ଦିଆୟିବ ନାହିଁ। ୟୂନସଙ୍କ ସମ୍ବନ୍ଧ ରେ ଘଟିଥିବା ଆଶ୍ଚର୍ୟ୍ଯକର୍ମ ହେଉଛି ଏକମାତ୍ର ଚିହ୍ନ।
କିନ୍ତୁ ଅବ୍ରହାମ କହିଲେ, ' ସମାନଙ୍କେ ପାଖ ରେ ମାଶାଙ୍କେ ନିୟମ ଓ ଭବିଷ୍ଯଦ୍ବକ୍ତାମାନଙ୍କ ଲଖାେ ସବୁ ପଢିବା ପାଇଁ ରହିଛି। ସମାନେେ ସେଥିରୁ ଶିକ୍ଷା ଲାଭ କରନ୍ତୁ।'
ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।
ସମାନେେ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତବେେ ତାହା ଆମ୍ଭକୁ କୁହ।
ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସମାନେେ ମଧ୍ଯ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତର ରେ ଅତ୍ଯଧିକ ବ୍ଯଥା ଅନୁଭବ କଲେ।
ଯୀଶୁ ବହୁତ ଗୁଡିଏ ଆଶ୍ଚର୍ୟ୍ଯ କାର୍ୟ୍ଯ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ବେ ତାହାଙ୍କୁ ବିଶ୍ବାସ କଲେ ନାହିଁ।