Home Bibles ଆୟୁବ ପୁସ୍ତକ 36:20 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 36:20 · ଓଡ଼ିଆ ବାଇବେଲ

ରାତି ଆସୁ ବୋଲି ଇଚ୍ଛା କର ନାହିଁ। ଲୋକେ ରାତି ରେ ମିଳାଇ ୟିବାକୁ ଚେଷ୍ଟା କରନ୍ତି। ସମାନେେ ଭାବନ୍ତି ସମାନେେ ପରମେଶ୍ବରଙ୍କଠାରୁ ଲୁଚିକି ରହିପାରିବେ।

Cross references

ଯାତ୍ରା ପୁସ୍ତକ 12:29

ମଧ୍ଯରାତ୍ର ରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ।

ଦିତୀୟ ରାଜାବଳୀ 19:35

ଅନନ୍ତର ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ଅଶୂରୀଯମାନଙ୍କର ଛାଉଣୀ ରେ 1,85,000 ଲୋକ ସଂହାର କଲେ। ଅବଶିଷ୍ଟ ସୈନ୍ଯମାନେ ପ୍ରଭାତ ରେ ମୃତ ଶରୀର ଦେଖିଲେ।

ଆୟୁବ ପୁସ୍ତକ 3:20

କାହିଁକି ଜଣେ ପୀଡ଼ିତ ବ୍ଯକ୍ତି ବଞ୍ଚିରହିବା ଉଚିତ ? କାହିଁକି ଜଣେ ବ୍ଯକ୍ତିକୁ ଜୀବନ ଦବୋ ଯାହାର ଆତ୍ମା ତିକ୍ତ।

ଆୟୁବ ପୁସ୍ତକ 6:9

ମୁଁ ଇଚ୍ଛା କରେ ପରମେଶ୍ବର ମାେତେ ଦଳି ଦିଅନ୍ତୁ, ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।

ଆୟୁବ ପୁସ୍ତକ 7:15

ତେଣୁ ମୁଁ ବଞ୍ଚିବାଠାରୁ ଶ୍ବାସ ରୋଧ ହାଇେ ମରିବାକୁ ଅଧିକ ପସନ୍ଦ କରେ।

ଆୟୁବ ପୁସ୍ତକ 14:13

ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ପାତାଳ ରେ ଲୁଚାଇ ରଖନ୍ତ। ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ଲୁଚାଇ ରଖନ୍ତ, ଯେ ପର୍ୟ୍ଯନ୍ତ ତୁମ୍ଭର ରାଗ ଶାନ୍ତ ନ ହାଇେଛି। ତା'ପରେ ତୁମ୍ଭେ ମାେତେ ମନକରେିବା ପାଇଁ ଗୋଟେ ସମୟ ଠିକ୍ କରିବ।

ଆୟୁବ ପୁସ୍ତକ 17:13

ମୁଁ ହୁଏତ କବରକୁ ମାରେ ନୂଆ ଘର ବୋଲି ଆଶା କରିବି। ମୁଁ ଆଶା କରୁଛି, ମାରେ ବିଛଣା ଅନ୍ଧକାର ବିବରଣ କରିବି।

ଆୟୁବ ପୁସ୍ତକ 34:20

ଲୋକେ ହଠାତ୍ ମଧ୍ଯ ରାତ୍ରି ରେ ହୁଏତ ମରି ୟାଇପାରନ୍ତି। ଲୋକେ ହୁଏତ ବମାରେ ହାଇେ ମୃତ୍ଯୁମୁଖ ରେ ପଡ଼ିପାରନ୍ତି। ଏପରିକି କ୍ଷମତାଶାଳୀ ଲୋକ ବି କୌଣସି ସ୍ପଷ୍ଟ କାରଣ ନ ଥାଇ ମରିପାରନ୍ତି।

ଆୟୁବ ପୁସ୍ତକ 34:25

ତେଣୁ ପରମେଶ୍ବର ଜାଣନ୍ତି ଲୋକେ କ'ଣ କରନ୍ତି। ସେଥିପାଇଁ ପରମେଶ୍ବର ଦୁଷ୍ଟ ଲୋକମାନଙ୍କୁ ରାତିକ ଭିତ ରେ ପରାଜିତ କରିବେ ଓ ସମାନେେ ଧ୍ବଂସ ହବେେ।

ହିତୋପଦେଶ 14:32

ଦୁଷ୍ଟଲୋକ ଆପଣା ମନ୍ଦ କର୍ମ ରେ ତଡ଼ି ଦିଆୟାଏ। ମାତ୍ର ମରଣକାଳ ରେ ଧାର୍ମିକର ଆଶ୍ରଯ ଥାଏ।

ଉପଦେଶକ 11:3

କେତଗେୁଡ଼ିଏ କଥା ଅଛି ଯାହାକି ତୁମ୍ଭେ ନିଶ୍ଚିତ ହବେ। ଯଦି ମେଘମାଳା ବର୍ଷାବିନ୍ଦୁ ରେ ପୂର୍ଣ୍ଣ ହାଇେଥାନ୍ତି, ତବେେ ସଗେୁଡ଼ିକ ପୃଥିବୀ ରେ ପାଣି ଢ଼ାଳି ଦବେେ। ଏବଂ ବୃକ୍ଷ ଯଦି ଦକ୍ଷିଣ କିଅବା ଉତ୍ତର ଦିଗ ରେ ପଡ଼େ ତବେେ ଯେଉଁ ସ୍ଥାନ ରେ ପଡ଼େ ସହେି ସ୍ଥାନ ରେ ରହିବ।

ଦାନିଏଲ 5:30

ସହେି ରାତ୍ରି ରେ କଲଦୀଯମାନଙ୍କର ରାଜା ବଲେଶତ୍ସରଙ୍କୁ ବଧ କରାଗଲା।

ଲୂକଲିଖିତ ସୁସମାଚାର 12:20

କିନ୍ତୁ ପରମେଶ୍ବର ତାହାକୁ କହିଲେ, 'ଆ ରେ ନିର୍ବୋଧ ମନୁଷ୍ଯ! ଆଜି ରାତି ରେ ତୁ ମରିୟିବୁ। ତୁ ଯେଉଁ ପଦାର୍ଥତକ ତୋ ପାଇଁ ସାଇତି କରି ରଖିଛୁ, ତାହା କ'ଣ ହବେ? ସେ ସବୁ କିଏ ଭୋଗ କରିବ?'

ରେରିତମାନଙ୍କ କାର୍ଯ୍ୟର ବିବରଣ 1:25

ସହେି ପଦ ରେ ପ୍ ରରେିତ ହବୋ ନିମନ୍ତେ ତୁମ୍ଭେ ଏହି ଦୁଇ ଜଣଙ୍କ ମଧ୍ଯରୁ କାହାକୁ ପସନ୍ଦ କରିଛ, ତାହା ଆମ୍ଭମାନଙ୍କୁ ଦଖାଇଦେିଅ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:2

କାରଣ ଏହା ତୁମ୍ଭେ ଭଲ ଭାବେ ଜାଣ ଯେ, ଜଣେ ଚୋର ରାତି ରେ ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ୟ୍ଯଜନକ ହବେ।

Interlinear

Choose Theme