ଦୁଷ୍ଟଲୋକ ସଂହ ଭଳି ଗର୍ଜନ କରି ଶୀଘ୍ର ବଢ଼ିୟାନ୍ତି। କିନ୍ତୁ ପରମେଶ୍ବର ସମାନଙ୍କେୁ ନିରବ କରାଇ ଦିଅନ୍ତି ଓ ସମାନଙ୍କେର ଦାନ୍ତକୁ ଭାଙ୍ଗି ଦିଅନ୍ତି।
Cross references
ପରମେଶ୍ବର ଗରିବ ଲୋକମାନଙ୍କୁ ସହେି ଚତୁର ଲୋକଙ୍କର କଟୁବାକ୍ଯର ରକ୍ଷା କରନ୍ତି। ସେ ଗରିବ ଲୋକଙ୍କୁ ପରାକ୍ରମୀ ଲୋକ କବଳରୁ ଉଦ୍ଧାର କରନ୍ତି।
ଦୁଷ୍ଟ ଲୋକର କ୍ଷମତାର ଅପବ୍ଯବହାରରୁ ନିରୀହ ଲୋକଙ୍କୁ ଉଦ୍ଧାର କରୁଥିଲି।
ହେ ସଦାପ୍ରଭୁ, ତୁମ୍ଭେ ଉଠ! ହେ ପରମେଶ୍ବର ତୁମ୍ଭେ ଆସ ଓ ମାେତେ ରକ୍ଷା କର। ତୁମ୍ଭେ ଅତି ବଳଶାଳୀ ଅଟ। ୟଦି ତୁମ୍ଭେ ମାରେ ଶତ୍ରୁମାନଙ୍କ ଗାଲରେ ମାରିଥାନ୍ତ, ତୁମ୍ଭେ ସହେି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦଇେଥାନ୍ତ।
ମାରେ ଜୀବନ ସଙ୍କଟପୂର୍ଣ୍ଣ। ମାରେ ଶତ୍ରୁମାନେ ମାରେ ଚତୁଃପାଶର୍ବରେ ଘରେି ରହିଛନ୍ତି। ସମାନେେ ମଣିଷ ଖିଆ ସିଂହ ପରି। ସମାନଙ୍କେର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ଯ। ସମାନଙ୍କେର ଜିହ୍ବା ତୀକ୍ଷ୍ମ ଖଡ୍ଗ ତୁଲ୍ଯ।
ହେ ପରମେଶ୍ବର, ସହେି ଲୋକମାନେ ସିଂହ ପରି। ତଣେୁ ହେ ପରମେଶ୍ବର, ସମାନଙ୍କେର ଦାନ୍ତସବୁ ଭାଙ୍ଗି ଦିଅ।
ସମାନେେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହାଇେ ୟାଆନ୍ତୁ। ରାସ୍ତାର ଘାସ ତୁଲ୍ଯ ସମାନେେ ପଦଦଳିତ ହୁଅନ୍ତୁ।
କେତକେ ଲୋକ ଅଛନ୍ତି, ସମାନଙ୍କେର ବାକ୍ଯ ଖଣ୍ଡାଧାରଠାରୁ ତୀକ୍ଷ୍ଣ। ସମାନଙ୍କେର ଦାନ୍ତ ଛୁରୀପରି ଅଟେ। ସମାନେେ ଏହାକୁ ଦରିଦ୍ର ଲୋକମାନଙ୍କୁ ଗ୍ରାସ କରିବାକୁ ବ୍ଯବହାର କରନ୍ତି।