Home Bibles ଆୟୁବ ପୁସ୍ତକ 39:21 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 39:21 · ଓଡ଼ିଆ ବାଇବେଲ

ଘୋଡ଼ାଟି ଶକ୍ତିଶାଳୀ ଥିବାରୁ ଖୁସିଥାଏ। ସେ ଭୂମିରେ ତା'ର ଖୁରା ଦ୍ବାରା ରାମ୍ପୁଡ଼ି ପକାଏ। ସେ ୟୁଦ୍ଧ କ୍ଷେତ୍ର ରେ ଖୁବ ୟୋର ରେ ଦୌଡ଼ିପା ରେ।

Cross references

ବିଚାରକର୍ତାମାନଙ୍କ ବିବରଣ 5:22

ଅଶ୍ବମାନଙ୍କର ଖକ୍ସ୍ଟରା ଭୂମିକକ୍ସ୍ଟ ମନ୍ଥି ପକାଇଲା। ସବରୋ ଘୋଡା କକ୍ସ୍ଟଦାମାରୀ ପଳାଇଲା।

ପ୍ରଥମ ଶାମୁୟେଲ 17:4

ଗାଥ ନିବାସୀ ଗଲିଯାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣୀରକ୍ସ୍ଟ ବାହାର ହେଲା, ସେ ସାଢେ ଛଅ ହାତ ଉଚ୍ଚ।

ପ୍ରଥମ ଶାମୁୟେଲ 17:42

ପଲେଷ୍ଟୀୟମାନେ ଅନାଇ ଦାଉଦଙ୍କକ୍ସ୍ଟ ଦେଖିଲେ ଓ ତାକକ୍ସ୍ଟ ତକ୍ସ୍ଟଚ୍ଛ ଜ୍ଞାନ କଲେ କାରଣ ଦାଉଦ ୟକ୍ସ୍ଟବା ଓ ଇସତ୍ ରକ୍ତବର୍ଣ ଓ ସକ୍ସ୍ଟନ୍ଦର ବଦନ ଥିଲେ।

ଗୀତସଂହିତା 19:5

ସୂର୍ୟ୍ଯ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ। ସୂର୍ୟ୍ଯ ଆକାଶରେ ଚାଲିବାକୁ ଆରମ୍ଭ କରେ। ଠିକ୍ ୟମେିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।

ହିତୋପଦେଶ 21:31

ୟୁଦ୍ଧ ଦିନ ପାଇଁ ଅଶ୍ବ ସୁସଜ୍ଜିତ ହୁଏ। ମାତ୍ର ଜଯ ସଦାପ୍ରଭୁଙ୍କଠାରୁ ସର୍ବଦାଆ ସେ।

ଯିରିମିୟ 8:6

ଆମ୍ଭେ ସମାନଙ୍କେ କଥା ମନୋୟୋଗ ସହକା ରେ ଶୁଣିଲେ ମଧ୍ଯ ସମାନେେ ନ୍ଯାଯକଥା କହିଲେ ନାହିଁ। ସମାନେେ ସମାନଙ୍କେର ପାପଲାଗି ଅନୁତପ୍ତ ନୁହଁନ୍ତି। ଯେପରି ଉର୍ଦ୍ଧ୍ବଶ୍ବାସ ରେ ଅଶ୍ବ ପୃଷ୍ଠ ରେ ଧାବମାନ ହୁଏ ସମାନେେ ସହେିପରି ଆପଣା ଆପଣା ପଥରେ ଦୌଡ଼ନ୍ତି।

ଯିରିମିୟ 9:23

ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।

Interlinear

Choose Theme