Home Bibles ଆୟୁବ ପୁସ୍ତକ 1:14 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 1:14 · ଓଡ଼ିଆ ବାଇବେଲ

ଏହି ସମୟରେ ଜଣେ ସମ୍ବାଦବାହକ ଆୟୁବକୁ ଖବର ଦଲୋ, ବଳଦମାନେ ଜମି ରେ ହଳ କରୁଥିବା ବେଳେ, ଗଧଗୁଡ଼ିକ ସମାନଙ୍କେ ନିକଟରେ ଚରୁଥିଲେ।

Cross references

ପ୍ରଥମ ଶାମୁୟେଲ 4:17

ତହକ୍ସ୍ଟଁ ସମାଗ୍ଭର ଆଣିଥିବା ଲୋକ ଉତ୍ତର ଦଇେ କହିଲା, ଇଶ୍ରାୟେଲ ପଲେଷ୍ଟୀୟମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଦୌଡି ପଳାଇଲେ। ଇଶ୍ରାୟେଲୀୟ ସୈନ୍ଯବାହିନି ତାଙ୍କର ବହକ୍ସ୍ଟତ ସୈନ୍ଯ ହରାଇଲେ। ତୁମ୍ଭର ଦକ୍ସ୍ଟଇ ପକ୍ସ୍ଟତ୍ର ହଫନି ଓ ପୀନହସ ମଲେ ଓ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ।

ଦିତୀୟ ଶାମୁୟେଲ 15:13

ଏହାପରେ ଜଣେ ଦୂତ ଦାଉଦଙ୍କ ନିକଟକକ୍ସ୍ଟ ଆସି କହିଲା, ଇଶ୍ରାୟେଲ ଲୋକମାନଙ୍କର ମନ ଅବଶା ଲୋମଙ୍କ ଉପରେ ଅଛି।

ଆୟୁବ ପୁସ୍ତକ 39:10

ଗୋଟିଏ ବଣୁଆ ଷଣ୍ଢକୁ ଦଉଡ଼ି ରେ ବାନ୍ଧି ଦବେ କି ? ୟଦ୍ଦ୍ବାରା ତୁମ୍ଭେ ଆପଣା ଭୂମି ଚାଷ କରିବ।

ଯିରିମିୟ 51:31

ସମଗ୍ର ବାବିଲ ନଗର ଅଧିକୃତ ହାଇେଅଛି। ଏହି ସମ୍ବାଦ ଜଣେ ବାର୍ତ୍ତାବହ ଅନ୍ୟ ଜଣେ ବାର୍ତ୍ତାବହକୁ ଓ ଜଣେ ଦୂତ ଅନ୍ୟ ଜଣେ ଦୂତକୁ ତାହା ଜଣାଇବାକୁ ଦୌଡ଼ିବ।

Interlinear

Choose Theme