Home Bibles ☰ Books ଆୟୁବ ପୁସ୍ତକ 38:33 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 38:33 · ଓଡ଼ିଆ ବାଇବେଲ

ତୁମ୍ଭେ ଆକାଶ ମଣ୍ଡଳର ନିଯମସବୁ ଜାଣ କି ? ତୁମ୍ଭେ ତାକୁ ପୃଥିବୀକୁ ଶାସନ କରିବାକୁ କହିପାରିବ କି ?

Cross references

ଆଦି ପୁସ୍ତକ 1:16

ତେଣୁ ପରମେଶ୍ବର ଦୁଇଟି ମହାଜାତିେ ସୃଷ୍ଟି କଲେ। ପରମେଶ୍ବର ଦିନ ରେ କତ୍ତୁର୍ତ୍ବ କରିବା ପାଇଁ ବଡ଼ ଜ୍ଯୋତି ଓ ରାତ୍ରି ରେ କତ୍ତୁର୍ତ୍ବ କରିବା ପାଇଁ ସାନ ଜାତିେ ନିର୍ମାଣ କଲେ। ପରମେଶ୍ବର ତାରାଗଣଙ୍କୁ ମଧ୍ଯ ସୃଷ୍ଟି କଲେ।

ଆଦି ପୁସ୍ତକ 8:22

ଯେ ପର୍ୟ୍ଯନ୍ତ ପୃଥିବୀ ରହିଛି, ସପେର୍ୟ୍ଯନ୍ତ ବୁଣିବାର ସମୟ ଓ ଅମଳ କରିବାର ସମୟ ଥଣ୍ଡା ଓ ଗରମ, ପୁଣି ଗ୍ରୀଷ୍ମ ଓ ଶୀତକାଳ, ଦିବସ ଓ ରାତ୍ରି ଏସବୁ ପୃଥିବୀ ରେ ଚ଼ାଲିଥିବ।

ଆୟୁବ ପୁସ୍ତକ 38:12

ଆୟୁବ, ତୁମ୍ଭେ କବେେ ତୁମ୍ଭର ଜୀବନକାଳ ମଧିଅରେ ସକାଳକୁ ଆଜ୍ଞା କରିଛ ଆରମ୍ଭ ହବୋ ପାଇଁ କି ଦିନ ଆରମ୍ଭ ହବୋ ପାଇଁ ?

ଗୀତସଂହିତା 119:90

ତୁମ୍ଭର ବିଶ୍ବସ୍ତତା ବଂଶାନୁକ୍ରମେ ଚାଲିବ। ତୁମ୍ଭେ ପୃଥିବୀକୁ ଉଚିତ୍ ଜାଗାରେ ରଖିଛ ଏବଂ ଏହା ଏଠାରେ ସବୁବେଳେ ରହିଅଛି।

ଗୀତସଂହିତା 148:6

ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ, ଏହିପରି ଗୋଟିଏ ବ୍ଯବସ୍ଥା ଦେଲେ ୟାହା କବେେ ହେଲେ ପରିବର୍ତ୍ତନ ହବେ ନାହିଁ।

ଯିରିମିୟ 31:35

ସଦାପ୍ରଭୁ କହନ୍ତି, ୟିଏ ଦିବସ ରେ ଆଲୋକ ଦବୋ ପାଇଁ ସୂର୍ୟ୍ଯ ଓ ରାତ୍ରି ରେ ଜ୍ଯୋତି ପ୍ରଦାନ କରିବା ପାଇଁ ଚନ୍ଦ୍ର ଓ ନକ୍ଷତ୍ରାଦି ସୃଷ୍ଟି କରନ୍ତି, ଆଉ ଯଦି, ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜନ କରାନ୍ତି, ସହେି ହେଉଛନ୍ତି ସୈନ୍ଯାଧିପତି ସଦାପ୍ରଭୁ।

ଯିରିମିୟ 33:25

ସଦାପ୍ରଭୁ କହନ୍ତି, ଯଦି ଦିବାରାତ୍ରି ସମ୍ବନ୍ଧୀଯ ଆମ୍ଭର ନିଯମ ସ୍ଥିର ନ ରହେ ଓ ଆମ୍ଭେ ଯବେେ ଆକାଶର ଓ ପୃଥିବୀର ବିଧି ସକଳ ନିରୂପଣ କରି ନ ଥାଉ, ତାହା ହେଲେ ତୁମ୍ଭେ ଆମ୍ଭକୁ ଅଗ୍ରାହ୍ଯ କରିବା।

Interlinear

Choose Theme