ଆୟୁବ ପୁସ୍ତକ 38:32 · ଓଡ଼ିଆ ବାଇବେଲ
ତୁମ୍ଭେ କ'ଣ ନକ୍ଷତ୍ର ମଣ୍ଡଳକୁ ଠିକ୍ ସମୟରେ ବାହାରକୁ ଆଣିପାରିବ ? କି ତୁମ୍ଭେ କ'ଣ ଭାଲୁକୁ ତା'ର ଛୁଆମାନଙ୍କ ସହିତ କଢ଼ଇେ ନବେ।
Cross references
ଦିତୀୟ ରାଜାବଳୀ 23:5
ରାଜା ସମସ୍ତ ସାଧାରଣ ଲୋକ ଯାଜକ ଭାବରେ ଯିହୁଦାର ରାଜାଙ୍କ ଦ୍ବାର ନିୟୁକ୍ତି ହାଇେଥିଲେ, ଯାଜକ ରୂପେ ସବୋ କରିବାକୁ ବରଖାସ୍ତ କଲେ। ଏହି ଭଣ୍ତ ଯାଜକଗଣ ଯିହୁଦାର ପ୍ରେତ୍ୟକକ ନଗରର ଉଚ୍ଚସ୍ଥାନ ରେ ସବୁବେଳେ ଧୂପ ଜାଳନ୍ତି ଓ ୟିରୁଶାଲମସ୍ଥିତ ଚତୁର୍ଦ୍ଦିଗସ୍ଥିତ ସମସ୍ତ ନଗର ରେ ବାଲ୍ଙ୍କ ସମ୍ମାନାର୍ଥେ ସୂର୍ୟ୍ଯ,ଚନ୍ଦ୍ର ଗ୍ରହ ଏବଂ ଆକାଶର ସମସ୍ତ ଶକ୍ତିଗୁଡିକରେ।
ଆୟୁବ ପୁସ୍ତକ 9:9
ପରମେଶ୍ବର ନକ୍ଷତ୍ରପୁଞ୍ଜ, ତାରାଗଣ ଓ ସପ୍ତର୍ଷିମଣ୍ଡଳ ନିର୍ମାଣ କରିଛନ୍ତି। ସେ ଗ୍ରହ ନିର୍ମାଣ କରିଛନ୍ତି। ଯାହା ଦକ୍ଷିଣ ଆକାଶକୁ ପାରକରେ।
ଆୟୁବ ପୁସ୍ତକ 38:31
ଆୟୁବ, ତୁମ୍ଭେ ସପ୍ତର୍ଷି ନକ୍ଷତ୍ରକୁ ବାନ୍ଧି ପାରିବ କି ? ତୁମ୍ଭେ ମୃଗଶିରା ନକ୍ଷତ୍ରର ବନ୍ଧନ ଫିଟାଇ ପାରିବ କି ?