ତେଣୁ ସମାନେେ ଗିବିଯା ରେ ରାତ୍ରି କାଟିବା ପାଇଁ ବାଟ ଛାଡିଗଲେ। ସମାନେେ ନଗର ରେ ପ୍ରବେଶ କଲେ ଏବଂ ନଗର ଛକରେ ବସିଲେ। କିନ୍ତୁ ରାତ୍ରୀ ୟାପନ କରିବା ପାଇଁ କହେି ସମାନଙ୍କେୁ ନିମନ୍ତ୍ରଣ କଲା ନାହିଁ।
Cross references
ଅବ୍ରହାମ ଦେଖିଲେ ତିନିଜଣ ଲୋକ ତାଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ। ଅବ୍ରହାମ ଏହା ଦେଖିବାପରେ ସମାନଙ୍କେ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।
ଲୋଟ ସମାନଙ୍କେୁ କହିଲେ, ହେ ମହାଶୟଗଣ ମାରେ ଗୃହକୁ ଆସିବା ହେଉ ଏବଂ ମୁଁ ତୁମ୍ଭମାନଙ୍କର ସବୋ କରିବି। ଆପଣମାନେ ପାଦ ଧୋଇ ମାରେ ଗୃହକୁ ଆସନ୍ତୁ ଏବଂ ଏହିଠା ରେ ରାତ୍ରିୟାପନ କରନ୍ତୁ। ଏହାପରେ ଆସନ୍ତାକାଲି ତୁମ୍ଭମାନେେ ଶିଘ୍ର ଉଠିବ ଏବଂ ତୁମ୍ଭ ୟାତ୍ରା ଚାଲୁ ରଖିବ।
ସମାନେେ ଉତ୍ତର ଦେଲେ, ଆମ୍ଭମାନେେ ୟିହକ୍ସ୍ଟଦାର ବୈଥଲହମରେକ୍ସ୍ଟ ଆସକ୍ସ୍ଟଅଛକ୍ସ୍ଟ ଏବଂ ପର୍ବତମଯ ଦେଶ ଇଫ୍ରଯିମର ଅଗମ୍ଯ ଅଞ୍ଚଳକକ୍ସ୍ଟ ଯାଉଅଛକ୍ସ୍ଟ। ଆମ୍ଭେ ସହେି ସ୍ଥାନର ଲୋକ, ଆମ୍ଭମାନେେ ବୈଥଲହମେକକ୍ସ୍ଟ ୟାଇଥିଲକ୍ସ୍ଟ। ଏବେ ମୁ ମାରେ ଗୃହକକ୍ସ୍ଟ ଯାଉଅଛି। ମାତ୍ର ବର୍ତ୍ତମାନ ମାେତେ ଆପଣା ଗୃହକକ୍ସ୍ଟ ନବୋକକ୍ସ୍ଟ କହେି ନାହିଁ।
ଲବେୀୟ ଲୋକ, ୟିଏକି ହତ୍ଯା କରାୟାଇଥିବା ସ୍ତ୍ରୀ ଲୋକର ପ୍ରଭକ୍ସ୍ଟ, ସମାନଙ୍କେୁ କହିଲା, ଯାହା ସମାନଙ୍କେ ପାଇଁ ଘଟିୟାଇଥିଲା। ସେ କହିଲା, ମାରେ ଉପପତ୍ନୀ ଏବଂ ମୁ ସହେି ବିନ୍ଯାମୀନୀଯ ଦେଶକକ୍ସ୍ଟ ୟାଇଥିଲକ୍ସ୍ଟ। ଆମ୍ଭମାନେେ ସଠାେରେ ରାତ୍ରି ୟାପନ କଲକ୍ସ୍ଟ।
ତୁମ୍ଭେ ଏହି ରାଜ୍ଯ ଲାଭ କରିବ କାରଣ ମୁଁ ଯେତବେେଳେ ଭୋକିଲା ଥିଲି, ସେତବେେଳେ ତୁମେ ମାେତେ ଖାଇବାକୁ ଦଇେଥିଲ। ମାେତେ ଶୋଷ ଲାଗୁଥିବା ସମୟରେ ମାେତେ କିଛି ପିଇବାକୁ ଦଇେଛ। ମୁଁ ଘରଠାରୁ ଦୂର ରେ ଏକୁଟିଆ ଥିଲି। ତୁମ୍ଭେ ମାେତେ ତୁମ୍ଭ ଘରକୁ ଡ଼ାକିଥିଲ।
ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମାେତେ କିଛି ପିଇବାକୁ ଦଇେ ନଥିଲ। ମୁଁ ଏକୁଟିଆ ଘରଠାରୁ ଦୂର ରେ ଥିଲି, କିନ୍ତୁ ତୁମ୍ଭେ ମାେତେ ଘର ଭିତରକୁ ଡ଼ାକିଲ ନାହିଁ, ମାରେ ଲୁଗାପଟା ନଥିଲା, ମାେତେ ତୁମ୍ଭେ ପିନ୍ଧିବାକୁ କିଛି ଦଇେ ନଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାର ରେ ଥିଲି ଓ ତୁମ୍ଭେ ମାେ ପାଇଁ ଚିନ୍ତା କରି ନଥିଲ।'
ନିଜ ଘ ରେ ସ୍ବାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାୟ୍ଯ କରିବା କଥା ମନେ ରଖ। କେତବେେଳେ ଏହିପରି କରି ଅଜାଣତ ରେ ସ୍ବର୍ଗଦୂତମାନଙ୍କୁ ସାହାୟ୍ଯ କରିଛନ୍ତି।