Home Bibles ☰ Books ଆୟୁବ ପୁସ୍ତକ 30:3 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 30:3 · ଓଡ଼ିଆ ବାଇବେଲ

ସମାନେେ ମଲା ମଣିଷ ଭଳି। ସମାନେେ ଖାଦ୍ୟ ବିନା ଅନାହାର ରେ ସଢ଼ଛନ୍ତି। ବାଧ୍ଯ ହାଇେ ମରୁଭୂମିର ଶୁଖିଲା ଧୂଳି ରେ ପଟେ ପୁରାଉଛନ୍ତି।

Cross references

ଆୟୁବ ପୁସ୍ତକ 24:5

ଗରୀବ ଲୋକମାନେ ବଣୁଆ ଗଧଭଳି ମରୁଭୂମିରେ ଖାଦ୍ୟ ଅନ୍ବଷେଣ ରେ ଉଚ୍ଚସ୍ଥଳ ଘୁରି ବୁଲନ୍ତି। ସମାନେେ ପ୍ରାତଃକାଳରୁ ଉଠି ଖାଦ୍ୟ ଅନ୍ବଷେଣ ରେ ବୁଲନ୍ତି। ସମାନେେ ନିଜ ପିଲାମାନଙ୍କ ଖାଦ୍ୟ ପାଇଁ ବିଳମ୍ବିତ ସନ୍ଧ୍ଯା ପର୍ୟ୍ଯନ୍ତ ପରିଶ୍ରମ କରନ୍ତି।

ଆୟୁବ ପୁସ୍ତକ 24:13

କେତକେ ଲୋକ ଆଲୁଅ ବିରୁଦ୍ଧ ରେ ବିଦ୍ରୋହ ଘାଷେଣା କରନ୍ତି। ସମାନେେ ଜାଣିପାରନ୍ତି ନାହିଁ ପରମେଶ୍ବର କ'ଣ ଚାହାଁନ୍ତି ? ପରମେଶ୍ବର ଚାହୁଁଥିବା ରାସ୍ତା ରେ ସମାନେେ ଚାଲନ୍ତି ନାହିଁ।

ଏବ୍ରୀ 11:38

ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପୟୁକ୍ତ ନ ଥିଲା। ସମାନେେ ମରୁଭୂମିରେ ଓ ପାହାଡ଼ ରେ ବୁଲିଲେ ଓ ଗୁମ୍ଫା ଏବଂ ଭୂମିରେ ଥିବା ଗାତମାନଙ୍କ ରେ ନିଜକୁ ଲୁଚାଇ ରଖିଲେ।

Interlinear

Choose Theme