ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପୟୁକ୍ତ ନ ଥିଲା। ସମାନେେ ମରୁଭୂମିରେ ଓ ପାହାଡ଼ ରେ ବୁଲିଲେ ଓ ଗୁମ୍ଫା ଏବଂ ଭୂମିରେ ଥିବା ଗାତମାନଙ୍କ ରେ ନିଜକୁ ଲୁଚାଇ ରଖିଲେ।
Cross references
ଦାଉଦ ଗାଥ ପରିତ୍ଯାଗ କଲେ। ସେ ସଠାେରକ୍ସ୍ଟ ଅଦକ୍ସ୍ଟଲ୍ଲମ ଗକ୍ସ୍ଟମ୍ଫାକକ୍ସ୍ଟ ପଳାଇଲେ। ଦାଉଦର ଭାଇମାନେ ଓ ସଐର୍କୀଯମାନେ ମଧ୍ଯ ଜାଣିଲେ ଯେ ସେ ଅଦକ୍ସ୍ଟଲ୍ଲମ ରେ ଅଛନ୍ତି। ସମାନେେ ସଠାେକକ୍ସ୍ଟ ଦାଉଦକକ୍ସ୍ଟ ଦଖାେ କରିବାକୁ ଗଲେ।
ଏହାପରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କୁ ମାରିବା ପାଇଁ ବାହାରି ଆସିଛନ୍ତି। ସହେି ସମୟରେ ଦାଉଦ ସୀଫ ମରକ୍ସ୍ଟଭୂମିସ୍ଥ ହୋ ରେଶ ରେ ଥିଲେ।
ଏହାପରେ ସୀଫୀଯ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ପାଖକକ୍ସ୍ଟ ଆସି କହିଲେ, ଦାଉଦ ଆମ୍ଭମାନଙ୍କ ଅଞ୍ଚଳ ରେ ଦକ୍ଷିଣ ଦିଗ ରେ ହଖୀଲା ପର୍ବତର ହୋ ରେଶର ସକ୍ସ୍ଟରକ୍ଷା ସ୍ଥାନ କିଲ୍ଲା ରେ ଲକ୍ସ୍ଟଚି ରହିଅଛି।
ଦାଉଦ ଯେଉଁ ଯେଉଁ ସ୍ଥାନ ରେ ଲକ୍ସ୍ଟଚେ ସହେି ସହେି ସ୍ଥାନ ଖାଜେ ଏବଂ ମାେ ପାଖ ରେ ଆସି ସମସ୍ତ ବିଷଯ ରେ ଜଣାଅ। ତା'ପରେ ମୁ ତକ୍ସ୍ଟମ୍ଭ ସହିତ ୟିବି। ଯଦି ଦାଉଦ ଏହି ଅଞ୍ଚଳ ରେ ଥାଏ, ମୁ ତାଙ୍କୁ ଖାଜେି ବାହାର କରିବି। ଏପରିକି ମୁ ତାକକ୍ସ୍ଟ ୟିହକ୍ସ୍ଟଦାର ପ୍ରେତ୍ୟକକ ପରିବାରର ଜରିଆ ରେ ଖାଜେିବି।
ଏହାପରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚାତ୍ଗମନରକ୍ସ୍ଟ ଫରେିଲାପରେ ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ ଯେ, ଦାଉଦ ଐନଗଦୀସ୍ଥ ମରକ୍ସ୍ଟଭୂମିରେ ଅଛି।
ସୀଫୀଯରକ୍ସ୍ଟ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ଦାଉଦ ଯେଶିମନର ହଖୀଲା ପର୍ବତ ରେ ଆପଣାକକ୍ସ୍ଟ ଲକ୍ସ୍ଟଗ୍ଭଇ ଅଛି।
ତା'ପରେ ଭବିଷ୍ଯଦ୍ବକ୍ତା ଅହିଯ ୟାରବିଯାମର ପତ୍ନୀକୁ କହିଲେ, ତୁମ୍ଭେ ଗୃହକୁ ଫରେିୟାଅ, ତୁମ୍ଭେ ତୁମ୍ଭ ନଗର ରେ ପହଞ୍ଚିବା ମାତ୍ ରେ ତୁମ୍ଭର ପୁତ୍ର ମୃତ୍ଯୁବରଣ କରିବ।
ତୁମ୍ଭେ ଏ ସ୍ଥାନ ଛାଡି ପୂର୍ବ ଦିଗକୁ ୟାଅ ଓ ୟର୍ଦ୍ଦନ ପୂର୍ବ ପାରିସ୍ଥ କରୀତ୍ ନଦୀ ନିକଟରେ ନିଜକୁ ଲୁଗ୍ଭଅ।
ପୁଣି ଯେଉଁ ସମୟରେ ଈଷବଲେ ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତାମାନଙ୍କୁ ସଂହାର କରୁଥିଲେ ସେ ସମୟରେ ଓବଦିଯ ଏକଶତ ଭବିଷ୍ଯତ୍ବକ୍ତାଙ୍କୁ ନଇେ ପଗ୍ଭଶ ଜଣ କରି ଗୋଟିଏ ଗହ୍ବର ମଧିଅରେ ଲୁଗ୍ଭଇ ରଖି ସମାନଙ୍କେୁ ଅନ୍ନ ଜଳ ଦଇେ ପ୍ରତିପାଳନ କରିଥିଲେ।
ମୁଁ ଯାହା କରିଛି ତୁମ୍ଭେ ସେ ସବୁ ଜାଣିଛ। ଈଷବଲେ ଯେତବେେଳେ ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତାମାନଙ୍କୁ ମାରିପକାଉ ଥିଲା। ମୁଁ ସମାନଙ୍କେ ମଧ୍ଯରୁ ଏକଶତ ଭବିଷ୍ଯଦ୍ବକ୍ତାଙ୍କୁ ନଇେ ପଗ୍ଭଶ ଜଣ କରି ଦୁଇଟି ଗହ୍ବର ରେ ଲୁଗ୍ଭଇ ରଖିଥିଲି ଓ ସମାନଙ୍କେୁ ଅନ୍ନ ଜଳ ଦଇେ ଭରଣ ପୋଷଣ କରିଥିଲି।
ସଠାେରେ ଏଲିଯ ଏକ ଗହ୍ବର ରେ ରାତ୍ରି ୟାପନ କଲେ।
ଯୋଶିୟଯ ଯେପରି ସର୍ବାନ୍ତଃକରଣ ରେ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ବାରା ସଦାପ୍ରଭୁଙ୍କ ପ୍ରତି ଅନୁରକ୍ତ ହେଲେ। ଯୋଶିୟଯଙ୍କ ପରି ମାଶାଙ୍କେ ବ୍ଯବସ୍ଥା ପାଳନ କରିବାର କୌଣସି ରାଜା ନଥିଲେ। ଏପରି କୌଣସି ରାଜା ତାଙ୍କ ପୂର୍ବରୁ ନଥିଲେ ଓ ତାଙ୍କ ପରେ କହେି ସପରେି ହେଲେ ନାହିଁ।
ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଡ଼ାକିବି। ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷଯ ରେ କହେି ମନୋୟୋଗ କରୁ ନାହାଁନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ଯ କହେି ବିବଚେନା କରୁ ନାହାଁନ୍ତି।