ଆୟୁବ ପୁସ୍ତକ 30:4 · ଓଡ଼ିଆ ବାଇବେଲ
ସମାନେେ ମରୁଭୂମିରେ ଥିବା ଲୁଣିଆ ବୁଦାକୁ ଟାଣି ଆଣନ୍ତି ଓ ରତମେ ବୃକ୍ଷର ଚରେ ଖାଇ ବଞ୍ଚନ୍ତି।
Cross references
ଦିତୀୟ ରାଜାବଳୀ 4:38
ଅନନ୍ତର ଇଲୀଶାୟ ପୁନର୍ବାର ଗିଲ୍ଗଲ୍କୁ ଫରେିଗଲେ। ସହେି ସମୟରେ ସଠାେରେ ସହେି ଭୂମିରେ ଦୁର୍ଭିକ୍ଷ ପଡିଥିଲା। ଯେତବେେଳେ ଭବିଷ୍ଯଦ୍ବକ୍ତାଗଣଙ୍କର ପୁତ୍ରମାନେ ତାଙ୍କ ସମ୍ମୁଖ ରେ ବସୁଥିବା ବେଳେ ଇଲୀଶାୟ ନିଜର ଦାସକୁ କହିଲେ, ହଣ୍ତା ଚୁଲି ରେ ବସାଅ ଓ ଭବିଷ୍ଯଦ୍ବକ୍ତାଙ୍କର ସନ୍ତାନଗଣଙ୍କ ପାଇଁ ବ୍ଯଞ୍ଜନ ପାକ କର।
ଆମୋଷ 7:14
ତା'ପ ରେ ଆମାଷେ ଅମତ୍ସିଯଙ୍କୁ ଉତ୍ତର ଦେଲେ, ମୁଁ ଜଣେ ପଷୋଦାର ଭବିଷ୍ଯତବକ୍ତା ନୁହେଁ। ଆଉ ମଧ୍ଯ ମୁଁ ଭବିଷ୍ଯତବକ୍ତାର ପରିବାରରୁ ଆସିନାହିଁ। ମୁଁ କବଳେ ମଷେପାଳନ କରେ ଓ ଡିମିରି ବୃକ୍ଷର ଯତ୍ନ ନିଏ।
ଲୂକଲିଖିତ ସୁସମାଚାର 15:16
ତାହାକୁ ଏତେ ଭୋକ ଲାଗୁଥିଲା ଯେ ସେ ଘୁଷୁରିମାନେ ଖାଉଥିବା ଖାଦ୍ୟରୁ କିଛି ଖାଇବାକୁ ଇଚ୍ଛା କଲା କିନ୍ତୁ ତାହା ମଧ୍ଯ କହେି ତାହାକୁ ଦେଲନୋହିଁ।