ମୁଁ ପ୍ରତିଜ୍ଞା କରି କହିପା ରେ ଆପଣ ତା'ର ସର୍ବସ୍ବ ନଷ୍ଟ କରି ଦିଅନ୍ତୁ, ଆପଣ ଦେଖିବେ ସେ କିପରି ଆପଣଙ୍କୁ ଆପଣଙ୍କ ସମ୍ମୁଖ ରେ ଅଭିଶାପ ଦବେ।
Cross references
ତେଣୁ ଅବିମଲକେ ସମସ୍ତ ଲୋକଙ୍କୁ ଚତାବେନି ଦଇେ କହିଲେ, ସେ କହିଲେ, କୌଣସି ଲୋକ ସହେି ଲୋକ ଓ ତାଙ୍କର ସ୍ତ୍ରୀଙ୍କୁ ଛୁଇଁବ ନାହିଁ। ଯଦି କୌଣସି ଲୋକ ଏପରି କରେ ତବେେ ତାକୁ ମୃତ୍ଯୁ ଦଣ୍ଡ ଦିଆୟବ।
ଆୟୁବ ଉତ୍ସବ ପରଦିନ ପ୍ରାତଃକାଳରୁ ଶୟ୍ଯା ତ୍ଯାଗ କରି ତା'ର ପ୍ରେତ୍ୟକକ ପୁଅର ମଙ୍ଗଳ ପାଇଁ ପରମେଶ୍ବରଙ୍କ ନିକଟରେ ହାମବେଳି ଅର୍ପଣ କରୁଥିଲା। ସେ ଭାବୁଥିଲା, ମାେ ପିଲାମାନେ ହୁଏତ ହୃଦଯ ରେ ପାପକରି ପରମେଶ୍ବରଙ୍କୁ ଶାପ ଦଇେଥାଇ ପାରନ୍ତି। ଆୟୁବ ପ୍ରେତ୍ୟକକ ଥର ଏପରି କଲେ।
ତା'ପରେ ସଦାପ୍ରଭୁ ଶଯତାନକୁ କହିଲେ, ଠିକ୍ ଅଛି, ତା'ର ଯାହାସବୁ ଅଛି, ସଗେୁଡ଼ିକ ସହିତ ତୁମ୍ଭେ ଯେପରି ଚାହଁ କର, କିନ୍ତୁ ସହେି ବ୍ଯକ୍ତିକୁ ସ୍ପର୍ଶ କର ନାହିଁ। ତା'ପରେ ଶଯତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଚାଲିଗଲା।
ସେ ପ୍ରାର୍ଥନା କରି କହିଲା,
ତା'ପରେ ସଦାପ୍ରଭୁ ଶଯତାନକୁ ପଚାରିଲେ, ତୁମ୍ଭେ ଆମ୍ଭ ସବେକ ଆୟୁବକୁ ଦେଖିଛ କି ? ଆୟୁବ ଭଳି ଜଣେ ବ୍ଯକ୍ତି ଏ ପୃଥିବୀ ରେ କହେି ନାହାଁନ୍ତି। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ଯକ୍ତି। ସେ ପରମେଶ୍ବରଙ୍କୁ କବଳେ ଉପାସନା କରେ ଓ ମନ୍ଦକାର୍ୟ୍ଯ କରିବାକୁ ବାରଣ କରେ। ସେ ଏବେ ମଧ୍ଯ ନିର୍ଦ୍ ଦୋଷ ଯଦିଓ ତୁମ୍ଭେ ତା'ର ବିନା କାରଣ ରେ ସମସ୍ତ ବସ୍ତୁକୁ ନଷ୍ଟ କରିବା ପାଇଁ ମାେତେ ପ୍ରବର୍ତ୍ତାଇଥିଲ।
ଯଦି ଆପଣ ତା'ର ଶରୀରକୁ କିଛି କରନ୍ତି, ସେ ନିଶ୍ଚଯ ଆପଣଙ୍କୁ ଆପଣଙ୍କ ସମ୍ମୁଖ ରେ ଅଭିଶାପ ଦବେ।
ଏହାପରେ ସଦାପ୍ରଭୁ ଶଯତାନକୁ କହିଲେ, ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତ ରେ, ଯେ ତୁମ୍ଭେ ତା'ର ଜୀବନକୁ ଛାଡ଼ିଦବେ।
ତା'ପରେ ଶଯତାନ ସଦାପ୍ରଭୁଙ୍କଠାରୁ ବିଦାଯ ନଇେ ଚାଲିଗଲା। ସେ ଆୟୁବକୁ ୟନ୍ତ୍ରଣାଦାୟକ କ୍ଷତ ଦଲୋ। ଏହି କ୍ଷତଗୁଡ଼ିକ ସମଗ୍ର ଶରୀର ରେ ମୁଣ୍ଡଠାରୁ ପାଦ ପର୍ୟ୍ଯନ୍ତ ଥିଲା।
ଏହି ସମୟରେ ଆୟୁବର ସ୍ତ୍ରୀ ଆୟୁବ ନିକଟକୁ ଆସି ତା'ର ଦୂରାବସ୍ଥା ଦେଖି କହିଲା, ଏବେ କି ତୁମ୍ଭେ ପରମେଶ୍ବରଙ୍କ ବିଶ୍ବସ୍ତ ବୋଲି ଭାବୁଛ। ତୁମ୍ଭେ କାହିଁକି ପରମେଶ୍ବରଙ୍କୁ ଅଭିଶାପ ଦଇେ ମୃତ୍ଯୁବରଣ କରୁ ନାହଁ।
କିନ୍ତୁ ବର୍ତ୍ତମାନ ତୁମ୍ଭ ନିକଟକୁ ବିପଦ ଆସିଛି ଓ ତୁମ୍ଭେ ହତାଶ ହାଇେଛ, ବିପଦ ତୁମ୍ଭକୁ ଆଘାତ କରିଛି ଓ ତୁମ୍ଭେ ବିବ୍ରତ ହେଉଛ।
ମାେତେ ଦୟା କରନ୍ତୁ। ମାରେ ଶତ୍ରୁଗଣ ମାେତେ ଦୟାକର। କାହିଁକି ? କାରଣ ପରମେଶ୍ବର ମାେ ବିରୁଦ୍ଧ ରେ।
ପରମେଶ୍ବର କହିଲେ, ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ। ଏବଂ ଆମ୍ଭର ଭବିଷ୍ଯଦ୍ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।
ସତଣୁ ସଦାପ୍ରଭୁସସମାନଙ୍କ ଉପସର ଅତ୍ଯନ୍ତ କ୍ରୋଧାନ୍ବିତସହାଇଛନ୍ତି।ସସ ତାଙ୍କର ହସ୍ତ ଉତ୍ତୋଳନ କରିସସମାନଙ୍କୁ ଦଣ୍ଡସଦଲବ। ଏପରିକି ପର୍ବତଗଣ ଭୟଭୀତସହଲବ ଓ ମୃତଶରୀର ଗୁଡ଼ିକ ଅଳିଆ ପରି ରାସ୍ତାକଡ଼ସର ପଡ଼ିରହିବ। ଏପରିକି ପରଲମଶ୍ବରଙ୍କସକାର୍ଧ ହ୍ରାସ ପାଇବ ନାହିଁ ଓ ତାଙ୍କ ହସ୍ତସସମାନଙ୍କୁ ଦଣ୍ଡସଦଲବ।
ତୁମ୍ଭମାନେେ ଯଦି ସହେି ଭୁଲ ଆଦେଶ ପାଳନ କରିବ ତବେେ ଦେଶ ରେ କଷ୍ଟ ଓ ଅନାହାର ଦଖାଦେବେ। ସେତବେେଳେ ସମାନେେ ବିରକ୍ତ ହବେେ ଏବଂ ସମାନଙ୍କେର ଶାସକ ଓ ପରମେଶ୍ବରଙ୍କ ବିରୁଦ୍ଧ ରେ କହିବେ। ତା'ପ ରେ ସମାନେେ ପରମେଶ୍ବରଙ୍କଠାରୁ ସାହାୟ୍ଯ ପାଇଁ ଉର୍ଦ୍ଧ୍ବକୁ ଚାହିଁବେ।
ସେ ଆମ୍ଭକୁ ସହେି ଦେଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫରୋଇ ଆଣିବା ପାଇଁ ପଠାଇଲେ, ଯେଉଁମାନେ ତୁମ୍ଭକୁ ଲୁଟିଥିଲେ। ତୁମ୍ଭମାନେେ ତାଙ୍କର ଗୌରବ।
ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ କଟୁବାକ୍ଯ ପ୍ରଯୋଗ କରୁଛ।
ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସମାନେେ ପରମେଶ୍ବରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କବଳେ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସମାନେେ ସମାନଙ୍କେର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ବରଙ୍କ ମହିମା ଗାନ ଦେଲେ ନାହିଁ।
ସମାନେେ ତାହାଙ୍କ ୟନ୍ତ୍ରଣା ଓ ଘା ସକାେଶ ସ୍ବର୍ଗ ରେ ଥିବା ପରମେଶ୍ବରଙ୍କର ନିନ୍ଦା କଲେ। କିନ୍ତୁ ସମାନେେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ଓ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ।
ଆକାଶରୁ ଲୋକମାନଙ୍କ ଉପରେ ପ୍ରକାଣ୍ଡ କୁଆପଥରମାନ ପଡ଼ିଲା। ପ୍ରେତ୍ୟକକ କୁଆପଥରର ଓଜନ ପ୍ରାୟ 50 କିଲୋଗ୍ରାମ ଥିଲା। ଲୋକମାନେ ସହେି କୁଆପଥର ମହାମାରୀ ପାଇଁ ପରମେଶ୍ବରଙ୍କୁ ନିନ୍ଦା କଲେ। ଏହି କ୍ଲେଶ ଅତି ଭୟାନକ ଥିଲା।