Home Bibles ☰ Books ଆୟୁବ ପୁସ୍ତକ 28:15 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 28:15 · ଓଡ଼ିଆ ବାଇବେଲ

ତୁମ୍ଭେ ଜ୍ଞାନକୁ ଶୁଦ୍ଧ ସୁବର୍ଣ୍ଣର ବିନିମଯ ରେ କିଣି ପାରିବ ନାହିଁ। ପୃଥିବୀ ରେ ଏତେ ରୂପା ମହଜୁଦ ନାହିଁ ଜ୍ଞାନକୁ କିଣିବା ପାଇଁ।

Cross references

ଆୟୁବ ପୁସ୍ତକ 28:18

ଜ୍ଞାନ ଅଧିକ ମୂଲ୍ଯବାନ ମୁକ୍ତାଠାରୁ ଓ ନୀଳମଣି ପଥରଠାରୁ, ଜ୍ଞାନ ମଧ୍ଯ ମାେତିଠାରୁ ମୂଲ୍ଯବାନ।

ହିତୋପଦେଶ 3:13

ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ଯ।

ହିତୋପଦେଶ 8:10

ମାରେ ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ଯବାନ୍। ଏହା ମଧ୍ଯ ଗିନି ସୁନାଠାରୁ ମୂଲ୍ଯବାନ୍।

ହିତୋପଦେଶ 8:17

ଯେଉଁମାନେ ମାେତେ ପ୍ ରମେ ପରନ୍ତି, ମୁଁ ସମାନଙ୍କେୁ ପ୍ ରମେ କରେ। ଯେଉଁମାନେ ଚେଷ୍ଟା କରନ୍ତି, ମାରେ ଅନ୍ବଷେଣ କରନ୍ତି, ସମାନେେ ମାେତେ ପାଆନ୍ତି।

ହିତୋପଦେଶ 8:19

ମାରେ ଫଳ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ଅଟେ। ମାରେ ଆଯୁ ରୂପା ଅପେକ୍ଷା ଉତ୍ତମ ଅଟେ।

ହିତୋପଦେଶ 16:16

ସୁନା ଅପେକ୍ଷା ଜ୍ଞାନଲାଭ କରିବା ଉତ୍ତମ। ସୁବିବଚେନା ପାଇବା ରୂପାଠାରୁ ଅଧିକ ମୂଲ୍ଯବାନ।

Interlinear

Choose Theme