ଶତୃ ଆଙ୍କୁଡି ଓ ଜାଲ ସାହାୟ୍ଯ ରେ ସମାନଙ୍କେୁ ଧ ରେ। ସମାନେେ ସମାନଙ୍କେୁ ଜାଲ ରେ ଧରି ଖୁସି ହୁଅନ୍ତି।
Cross references
ସହେି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ୟାଆନ୍ତି ସମାନେେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି। ସହେି ନିରୀହ ଲୋକମାନେ ସହଜରେ ସହେି ଦୁଷ୍ଟମାନଙ୍କ ଦ୍ବାରା ବସାୟାଇଥିବା ୟନ୍ତାରେ ପଡ଼ି ୟାଆନ୍ତି।
ଯେଉଁ କବୈର୍ତ୍ତମାନେ ବନଶୀ ସାହାୟ୍ଯ ରେ ନୀଳନଦୀରୁ ମାଛ ଧରୁଥିଲେ, ସମାନେେ ଦୁଃଖିତ ହବେେ ଓ କାନ୍ଦିବା ଆରମ୍ଭ କରିବେ। ଯେଉଁମାନେ ବନିଶୀ ପକାଇ ନୀଳନଦୀରୁ ମାଛ ଧରୁଥିଲେ, ବିଳାପ କରିବେ। ଯେଉଁମାନେ ପାଣି ରେ ଜାଲ ପକାଉଥିଲେ ହତାଶ ହବେ। ସମାନଙ୍କେର ଜୀବିକା ପାଇଁ ନୀଳନଦୀ ଉପ ରେ ନିର୍ଭର କରୁଥିଲେ। କିନ୍ତୁ ସେ ଶୁଖିୟିବ।
ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ଅନକେ କେଉଁଟା ଅଣାଇବା, ସମାନେେ ମତ୍ସ୍ଯପରି ସମାନଙ୍କେୁ ଧରିବେ। ତା'ପ ରେ ଆମ୍ଭେ ଅନକେ ବ୍ଯାଧ ଅଣାଇବା। ସମାନେେ ପ୍ରେତ୍ୟକକ ପର୍ବତରୁ, ପ୍ରେତ୍ୟକକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସମାନଙ୍କେୁ ଶିକାର କରି ଆଣିବେ।
ହେ ବାବିଲ, ତୁମ୍ଭେ ମାରେ ସମ୍ପତ୍ତିର ଲୁଣ୍ଠନ କରିଛ। ତୁମ୍ଭମାନେେ ଆନନ୍ତ ଓ ଉଲ୍ଲାସ କରୁଅଛ। ତୁମ୍ଭମାନେେ ଶସ୍ଯ ମର୍ଦ୍ଦନକାରୀ ବଳଦ ସଦୃଶ କୁଦା ମାରୁଛ ଓ ବଳବାନ୍ ଅଶ୍ବପରି ହେସ୍ରାରବ କରୁଅଛ।
ପଥିକମାନେ ତୁମ୍ଭର ଦୁରାବସ୍ଥା ରେ ହାତତାଳି ଦିଅନ୍ତି। ସମାନେେ ଗ୍ରୀସ୍ ଶବ୍ଦ କରି ୟିରୁଶାଲମର କନ୍ଯା ପ୍ରତି ମସ୍ତକ ହଲାଇ କହନ୍ତି, ଏ କ'ଣ ସହେି ନଗରୀ ଯାହାକୁ ଲୋକମାନେ 'ସୌନ୍ଦର୍ୟ୍ଯମଯୀ ନଗରୀ' ଓ 'ସମଗ୍ର ପୃଥିବୀର ଆନନ୍ଦ ସ୍ବରୂପ' ବୋଲି କହୁଥିଲେ ?
କାରଣ ସଦାପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭେ ଇଶ୍ରାୟେଲ ଦେଶର ଦୁର୍ଭାଗ୍ଯ ସମୟରେ କରତାଳି ଦଇେଅଛ, ପଦାଘାତ କରିଅଛ ଏବଂ ଇଶ୍ରାୟେଲକୁ ଘୃଣାକରି ଆନନ୍ଦ ଅନୁଭବ କରିଅଛ।
ହେ ମନୁଷ୍ଯ ପୁତ୍ର, କାରଣ ସୋର ୟିରୁଶାଲମର ଦୁର୍ଭାଗ୍ଯ ସମୟରେ ଏହା କହି ପରିହାସ କରିଛି, କହିଛି : 'ଜଯଧ୍ବନି ରେ ଦେଶର ଫାଟକ ଭାଙ୍ଗି ଗଲା ଏବଂ ମାେ ପାଇଁ ଖାଲିେ ଗଲା। ବର୍ତ୍ତମାନ ମୁଁ ଉନ୍ନତି କରିବି।
'ମାତ୍ର ମୁଁ ତୁମ୍ଭ ମାଢ଼ି ରେ ଅଙ୍କୁଶ ଦବେି ଓ ତୁମ୍ଭ ସୋର୍ତ ସମୂହର ମତ୍ସ୍ଯ ସକଳକୁ ତୁମ୍ଭ ଦହରେ କାତି ରେ ଲଗାଇବି। ଆଉ ସହେି ସୋର୍ତ ସମୂହ ମଧ୍ଯରୁ ତୁମ୍ଭକୁ ଓ ତୁମ୍ଭ କାତି ରେ ଲାଗିଥିବା ସମସ୍ତ ମତ୍ସ୍ଯଙ୍କୁ ବାହାର କରି ଉପରକୁ ଆଣିବା।
ଇଶ୍ରାୟେଲ ପରିବାର ଧ୍ବଂସ ସମୟରେ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ମୁଁ ତୁମ୍ଭକୁ ସହେି ଭାବରେ ସବୋ କରିବି। ସଯେୀର ପର୍ବତ ଓ ପ୍ରକୃତ ରେ ସମଗ୍ର ଇଦୋମ, ଧ୍ବଂସ ହବେ। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
ମାରେପ୍ରଭୁ ସଦାପ୍ରଭୁ, ତାଙ୍କର ପବିତ୍ରତା ଦ୍ବାରା ଶପଥ ନେଲେ ଏବଂ କହିଲେ, ଭବିଷ୍ଯତ ରେ ଲୋକମାନେ ତେଣ୍ଟା ବ୍ଯବାହାର କରିବେ ଏବଂ ତୁମ୍ଭମାନଙ୍କୁ ବନ୍ଦୀ ପରି ନଇେଯିବେ। ସମାନେେ ବନଶି କଣ୍ଟା ବ୍ଯବହାର କରି ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକକୁ ନଇେଯିବେ।
ପରମେଶ୍ବର କହିଲେ, ଧନ ଗୋଟିଏ ବଳବାନ୍ ବ୍ଯକ୍ତିକୁ ପ୍ରତାରଣା କରିପାରିବ। ସେ କବେେ ସଫଳ ହାଇପୋରିବ ନାହିଁ। କବର ପରି ସେ ସର୍ବଦା ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରିବ। କିନ୍ତୁ ମୃତ୍ଯୁ ପରି ସେ କବେେ ସନ୍ତୁଷ୍ଟ ହବେନାହିଁ। ସେ ଅନ୍ୟସବୁ ଦେଶକୁ ପରାସ୍ତ କରି ଗ୍ଭଲିବ। ସେ ସହେି ଲୋକମାନଙ୍କୁ ବନ୍ଦୀ କରି ଗ୍ଭଲିବ।
କିନ୍ତୁ ଏହି କର ଆଦାୟକାରୀଙ୍କୁ ଆମ୍ଭେ କୋର୍ଧିତ କରିବନାହିଁ। ତେଣୁ କର ଏହିଭଳି ଭାବରେ ଦଇଦେିଅ: ହ୍ରଦକୁ ଯାଅ। ତୁମ୍ଭର ମାଛ ଧର। ତୁମ୍ଭେ ଧରିଥିବା ପ୍ରଥମ ମାଛଟି ଆଣ। ତାର ପାଟି ଖୋଲ। ତା ପାଟିରୁ ତୁମ୍ଭେ ଚ଼ାରିଟି ରେ ୗପ୍ୟ ମୁଦ୍ରା ପାଇବ। ସେ ମୁଦ୍ରାଗୁଡ଼ିକୁ ଆଣି ମାେପାଇଁ ଓ ତୁମ୍ଭ ପାଇଁ ଟିକସ ଆଦାୟକାରୀଙ୍କୁ ଦଇଦେିଅ।
ଶମାନେ କହିଲେ, ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭମାନେେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।
ଯୀଶୁ କହିଲେ, ତୁମ୍ଭର ଜାଲ ନେ ୗକାର ଡାହାଣ ପଟ ପାଣି ରେ ପକାଅ। ତୁମ୍ଭେ ସଠାେରେ ମାଛ ପାଇବ। ଶିଷ୍ଯମାନେ ସହେିପରି କଲେ। ସମାନେେ ଏତେ ମାଛ ଧରିଲେ ଯେ, ସମାନେେ ଜାଲକୁ ନେ ୗକା ପର୍ୟ୍ଯନ୍ତ ଟାଣି ପାରିଲେ ନାହିଁ।
ସମାନଙ୍କେର ମୃତ୍ଯୁ ରେ ପୃଥିବୀର ଲୋକେ ଖୁସି ହବେେ। ସମାନେେ ଭୋଜି କରିବେ ଓ ପରସ୍ପର ଭିତ ରେ ଉପହାର ଦିଆନିଆ କରିବେ। ସମାନେେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ୟନ୍ତ୍ରଣା ଦଇେଥିଲେ।