ମାରେ ପ୍ରଭୁ ସହେି ସିୟୋନ କନ୍ଯାମାନଙ୍କର ମସ୍ତକରେ ଘାଆ କରିବେ। ସଦାପ୍ରଭୁ ସହେି ସ୍ତ୍ରୀଲୋକମାନଙ୍କର ମସ୍ତକର କେଶ ରାଶିକୁ ଉତ୍ପାଟନ କରିବେ।
Cross references
ଆଉ ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢି ରେ ଘା' ହେଲ ଯାଜକ ସହେି ଘା' ଦେଖିବା
ଯାଜକ ତାହା ତେଖିବ, ଯଦି ଶରୀରର ଚର୍ମସ୍ଥିତ କୁଷ୍ଠପରି ତାହା ଚନ୍ଦାମୁଣ୍ଡ କି ଚନ୍ଦା କପାଳର ରକ୍ତ ଶ୍ବତବେର୍ଣ୍ଣ ଘା'ର ଫୁଲା ଦକୋୟାଏ,
ସଦାପ୍ରଭୁ ତୁମ୍ଭମାନଙ୍କୁ ମିସ୍ରୀଯ ବଥ, ଅର୍ଶ, ଜାଦକ୍ସ୍ଟ ଓ କକ୍ସ୍ଟଣ୍ତିଆଣି ଦ୍ବାରା ଆଘାତ କରିବେ, ଯେପରି ମିଶରୀଯମାନଙ୍କୁ କରିଥିଲେ। ଏଥିରକ୍ସ୍ଟ ତୁମ୍ଭମାନେେ ଆରୋଗ୍ୟ ହାଇପୋରିବ ନାହିଁ।
ଅଶୂର ରାଜା ମିଶର ଓ କୂଶରୁ ପରାସ୍ତ କରିବ। ମିଶରୀଯମାନେ ଲଜ୍ଜିତ ହବେ। କାରଣ ମିଶରୀଯ ଆବାଳବୃଦ୍ଧ ବନ୍ଦୀଙ୍କୁ ଓ କୂଶୀଯ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର ଓ ଶୂନ୍ଯପାଦ କରି ସମାନେେ ତାଙ୍କ ଦେଶରୁ ନଇେଯିବେ।
ପଷେଣା ପଥର ରେ ଶସ୍ଯ ପଷେ, ତୁମ୍ଭର ଓଢ଼ଣି କାଢ଼, ତୁମ୍ଭର ଜାମା କାଢ଼ି ପକାଅ, ପାଦ ଅନାବୃତ କର। ନଦୀ ଓ େଛାଟ ନଦୀ ରେ ଚାଲିକରି ୟାଅ।
ତୁମ୍ଭର ଉଲଙ୍ଗତା ପ୍ରକାଶିତ ହବେ ଓ ତୁମ୍ଭର ଲଜ୍ଜାର ବିଷଯ ଦୃଶ୍ଯ ହବେ ; ଆମ୍ଭେ ପ୍ରତିଶୋଧ ନଲୋ ବେଳେ କହେି ତୁମ୍ଭର ସୁରକ୍ଷା ନିମନ୍ତେ ଆସିବେ ନାହିଁ।
ଯଦି ତୁମ୍ଭେ ନିଜକୁ ପଚାରିବ, ଏହି ଦଶା ମାେ ପ୍ରତି କାହିଁକି ଘଟିଲା, ତବେେ ଉତ୍ତର ରେ କୁହାୟିବ ତୁମ୍ଭର ପାପ ଅଧିକ ହବୋ ଯୋଗୁଁ ଏହା ହେଲା। ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାୟାଇଅଛି ଓ ତୁମ୍ଭର ପାଦକୁ କଷ୍ଟ ଦିଆୟାଇଅଛି।
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ତୁମ୍ଭର ପ୍ ରମେିକଗଣ ସଙ୍ଗେ ବ୍ଯଭିଚାର ହତେୁ ତୁମ୍ଭର ଉଲଗ୍ନତା ଅନାବୃତ ହାଇେଅଛି। ତୁମ୍ଭେ ତୁମ୍ଭର ଘୃଣ୍ଯ ମୂର୍ତ୍ତିମାନଙ୍କୁ ଆପଣା ସନ୍ତାନଗଣର ରକ୍ତ ଦଇେଅଛି।
ଏବଂ ମୁଁ ତୁମ୍ଭ ବିରୁଦ୍ଧ ରେ ମାରେ ହିଂସାର ଶକ୍ତି ପ୍ରକାଶ କରିବି। ତେଣୁ ସମାନେ କୋପ ରେ ତୁମ୍ଭକୁ ଆଘାତ କରିବେ। ସମାନେେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ଖଡ୍ଗ ରେ ତୁମ୍ଭକୁ ହତ୍ଯା କରିବେ। ତୁମ୍ଭର ଅବଶିଷ୍ଟ ଲୋକ ମଧ୍ଯ ଖଡ୍ଗ ରେ ପତିତ ହବେେ। ସମାନେେ ତୁମ୍ଭର ପୁତ୍ରକନ୍ଯାଗଣକୁ ନଇେଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକ ଅଗ୍ନି ରେ ଗ୍ରାସିତ ହବେେ।
ହେ ଶାଫୀର ନିବାସୀଗଣ, ଉଲଗ୍ନ ଓ ଲଜ୍ଜିତ ହାଇେ ତୁମ୍ଭମାନଙ୍କର ରାସ୍ତା ଅତିକ୍ରମ କର। ହେ ସାନନ ନିବାସୀଗଣ, ତୁମ୍ଭମାନେେ ବାହାରକୁ ବାହାରିବ ନାହିଁ। ହେ ବୈଥେତ୍ସଲର ନିବାସୀଗଣ, ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ସୁରକ୍ଷା କାଢି ନିଆ ହବୋ ପରି ତୁମ୍ଭମାନେେ ଶାେକ କରିବ।
ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ବର କୁହନ୍ତି, ହେ ନୀନିବୀ, ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ଅଛୁ। ଆମ୍ଭେ ମୁଖମଣ୍ତଳରୁ ତୁମ୍ଭର ପୋଷାକ ଉେଠଇ ନବୋ। ସମସ୍ତ ଦେଶ ତୁମ୍ଭର ଉଲଗ୍ନ ଶରୀର ଦେଖିବେ। ସହେି ରାଜ୍ଯଗୁଡିକ ତୁମ୍ଭର ଲଜ୍ଜିତରୂପ ଦେଖିବେ।
ତହୁଁ ପ୍ରଥମ ଦୂତ ମନ୍ଦିରରୁ ବାହାରି ପୃଥିବୀ ଉପରେ ତାହାଙ୍କ ପାତ୍ରକୁ ଢ଼ାଳି ଦେଲେ। ତା'ପରେ ଯେଉଁମାନେ ସହେି ପଶୁର ଚିହ୍ନ ଧାରଣ କରିଥିଲେ ଓ ତା'ର ପ୍ରତିମାକୁ ପୂଜା କରୁଥିଲେ, ସମାନଙ୍କେର ଶରୀର ରେ ଅତି କଷ୍ଟଦାୟକ ଓ ସାଂଘାତିକ ଧରଣର ଘା ବାହାରି ପଡ଼ିଲା।