Home Bibles ଆୟୁବ ପୁସ୍ତକ 19:3 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 19:3 · ଓଡ଼ିଆ ବାଇବେଲ

ତୁମ୍ଭେ ବର୍ତ୍ତମାନ ସୁଦ୍ଧା ମାେତେ ଦଶଥର ଅପମାନିତ କଲଣି। ତୁମ୍ଭକୁ ଟିକେ ଲଜ୍ଜା ଲାଗୁନି ଯେତବେେଳେ ମାେତେ ଆକ୍ରମଣ କରୁଛ।

Cross references

ଆଦି ପୁସ୍ତକ 31:7

ତୁମ୍ଭର ପିତା ମାେତେ ପ୍ରତାରଣା କଲେ। ତୁମ୍ଭର ପିତା ମାରେ ବତନେ ଦଶଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କଲେ। ସେ ଲାବନକୁ ମାରେ କ୍ଷତି କରିବାକୁ ଦେଲେ ନାହିଁ।

ଆଦି ପୁସ୍ତକ 42:7

ଯୋଷଫେ ସମାନଙ୍କେର ଭାଇମାନଙ୍କୁ ଦେଖିଲେ। ଯୋଷଫେ ସମାନଙ୍କେୁ ଚିହ୍ନି ପାରିଲେ ନାହିଁ। କିନ୍ତୁ ସମାନଙ୍କେୁ ନ ଚିହ୍ନିଲାପରି ଅଭିନଯ କଲେ। ଯୋଷଫେ ସମାନଙ୍କେୁ ମଧ୍ଯ ରୁକ୍ଷ ବ୍ଯବହାର କଲେ। ଯୋଷଫେ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ କେଉଁଠାରୁ ଆସିଛ?

ଲେବୀୟ ପୁସ୍ତକ 26:26

ଯେତବେେଳେ ମୁଁ ତୁମ୍ଭମାନଙ୍କର ରୋଟୀ ପଠାଇବା ବନ୍ଦ କରେ, ଦଶ ଜଣ ସ୍ତ୍ରୀ ଗୋଟିଏ ଚୂହ୍ଲୀ ରେ ତୁମ୍ଭମାନଙ୍କର ରୋଟୀ ପାକ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୋଟୀ ଦବେେ, ଆଉ ତୁମ୍ଭମାନେେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହବେ ନାହିଁ।

ଗଣନା ପୁସ୍ତକ 14:22

ଏମାନଙ୍କ ମଧ୍ଯରୁ ଏହି ଲୋକ ମାରେମହିମା ଦେଖିଲେ, ପୁଣି ଯେଉଁମାନେ ମିଶର ରେ ଓ ମରୁଭୂମିରେ ଚିହ୍ନସ୍ବରୂପ ମାରେ କୃତ କର୍ମ ଦଖାଇେଛନ୍ତି ଏବଂ ଯେଉଁମାନେ ମାେତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମାେ ବାକ୍ଯ ରବ ରେ ଅମନୋୟୋଗୀ ହାଇେଅଛନ୍ତି,

ନିହିମିୟା 4:12

ଆଉ ସମାନଙ୍କେ ନିକଟରେ ବାସ କରୁଥିବା ୟିହୁଦୀମାନେ ଆସି ଆମ୍ଭମାନଙ୍କୁ ଦଶଥର କହିଲେ, 'ଗ୍ଭରିଆଡେ ସମାନେେ ଆମ୍ଭର ବିରୋଧି ହବେେ।'

ଆୟୁବ ପୁସ୍ତକ 4:6

ତୁମ୍ଭେ ପରମେଶ୍ବରଙ୍କୁ ଉପାସନା କର। ତୁମ୍ଭେ ତାଙ୍କୁ ବିଶ୍ବାସ କର। ତୁମ୍ଭେ ଜଣେ ଉତ୍ତମ ବ୍ଯକ୍ତି। ତାହାହିଁ ତୁମ୍ଭର ଆଶାର ସୋର୍ତ ହେଉ।

ଆୟୁବ ପୁସ୍ତକ 5:3

ମୁଁ ଜଣେ ଏପରି ନିର୍ବୋଧ ଲୋକକୁ ଦେଖିଛି ୟିଏ ଭାବୁଥିଲା ଯେ ସେ ସୁରକ୍ଷିତ, କିନ୍ତୁ ହଠାତ୍ ସେ ଅଭିଶପ୍ତ ହେଲା।

ଆୟୁବ ପୁସ୍ତକ 8:4

ଯଦି ତୁମ୍ଭର ପୁତ୍ର କନ୍ଯାଗଣ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କରିଅଛନ୍ତି, ସେଥିପାଇଁ ସେ ସମାନଙ୍କେୁ ସମାନଙ୍କେର ଅପରାଧ ପାଇଁ ଶାସ୍ତି ପ୍ରଦାନ କରିଛନ୍ତି।

ଆୟୁବ ପୁସ୍ତକ 11:3

ତୁମ୍ଭେ କ'ଣ ଭାବୁଛ ଆୟୁବ ଆମ୍ଭ ପାଖ ରେ ତୁମ୍ଭକୁ ଉତ୍ତର ଦବୋକୁ କିଛି ନାହିଁ। ତୁମ୍ଭେ ପରମେଶ୍ବରଙ୍କୁ ପରିହାସ କଲ, ଲୋକେ କ'ଣ ତୁମ୍ଭକୁ ଚତାବେନୀ ନ ଶୁଣାଇ ନୀରବ ରେ ତାହା ସହ୍ଯ କରିବେ।

ଆୟୁବ ପୁସ୍ତକ 11:14

ଯଦି ତୁମ୍ଭ ହାତ ରେ ପାପ ବା ଅଧର୍ମ ଥାଏ ତା' ହେଲେ ତାକୁ ଦୂର କର ଓ ଅନ୍ଯାଯକୁ ତୁମ୍ଭ ଗୃହ ରେ ବାସ କରିବାକୁ ଦିଅନାହିଁ।

ଆୟୁବ ପୁସ୍ତକ 15:4

କିନ୍ତୁ ତୁମ୍ଭର ଭୟ ନାହିଁ, ତୁମ୍ଭେ ଏତେ କଥାବାର୍ତ୍ତା କର ଯେ, ପରମେଶ୍ବରଙ୍କ ସମ୍ମୁଖ ରେ ଭକ୍ତି କରିବା ପାଇଁ ସମୟ ପାଆନ୍ତି ନାହିଁ।

ଆୟୁବ ପୁସ୍ତକ 15:11

ପରମେଶ୍ବର ତୁମ୍ଭକୁ ସାନ୍ତ୍ବନା ଦବୋକୁ ଚେଷ୍ଟା କରନ୍ତି। ତାହା ତୁମ୍ଭ ପାଇଁ ୟଥେଷ୍ଟ ନୁହେଁ। ଆମ୍ଭମାନେେ ପରମେଶ୍ବରଙ୍କ ବାଣୀ ତୁମ୍ଭକୁ ଅତି ମୃଦୁ ବାକ୍ଯ ରେ ବୁଝାଇ କହିଲୁ।

ଆୟୁବ ପୁସ୍ତକ 18:4

ଆୟୁବ, ତୁମ୍ଭର ରାଗ କବଳେ ତୁମ୍ଭକୁ ଆଘାତ କରିବ। କବଳେ ତୁମ୍ଭ ପାଇଁ କ'ଣ ଲୋକେ ପୃଥିବୀକୁ ପରିତ୍ଯାଗ କରିବେ ? ତୁମ୍ଭେ କ'ଣ ଭାବୁଛ ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ ପରମେଶ୍ବର ପର୍ବତକୁ ଘୁଞ୍ଚାଇ ଦବେେ?

ଆୟୁବ ପୁସ୍ତକ 19:17

ମାରେ ପତ୍ନୀ ମାରେ ନିଶ୍ବାସର ପବନକୁ ମଧ୍ଯ ଘୃଣା କରେ। ଓ ନିଜ ଭାଇମାନେ ମାେତେ ଘୃଣା କରନ୍ତି।

ଗୀତସଂହିତା 69:8

ମାେ ନିଜ ଭାଇମାନେ ମାେ ସହିତ ଅଚିହ୍ନା ଲୋକ ପରି ବ୍ଯବହାର କଲେ। ମାରେ ମା'ଙ୍କର ପୁଅମାନେ ମାେତେ ବିଦେଶୀ ପରି ବ୍ଯବହାର କଲେ।

ଦାନିଏଲ 1:20

ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀଯ ଯେ କୌଣସି ବିଷଯ ରେ ରାଜା ସହେି ଗ୍ଭରି ୟୁବକଙ୍କୁ ପଗ୍ଭରୁଥିଲେ, ସମାନେେ ବିଜ୍ଞ ଉତ୍ତର ଦେଉଥିଲେ। ରାଜା ସମଗ୍ର ରାଜ୍ଯ ରେ ସମସ୍ତ ମନ୍ତ୍ରଜ୍ଞ ଓ ଗଣକମାନଙ୍କ ଅପେକ୍ଷା ସମାନେେ ଦଶଗୁଣ ଅଧିକ ଜ୍ଞାନୀ ବୋଲି ଜାଣିଲେ।

Interlinear

Choose Theme