Home Bibles ☰ Books ଆୟୁବ ପୁସ୍ତକ 11:3 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 11:3 · ଓଡ଼ିଆ ବାଇବେଲ

ତୁମ୍ଭେ କ'ଣ ଭାବୁଛ ଆୟୁବ ଆମ୍ଭ ପାଖ ରେ ତୁମ୍ଭକୁ ଉତ୍ତର ଦବୋକୁ କିଛି ନାହିଁ। ତୁମ୍ଭେ ପରମେଶ୍ବରଙ୍କୁ ପରିହାସ କଲ, ଲୋକେ କ'ଣ ତୁମ୍ଭକୁ ଚତାବେନୀ ନ ଶୁଣାଇ ନୀରବ ରେ ତାହା ସହ୍ଯ କରିବେ।

Cross references

ଆୟୁବ ପୁସ୍ତକ 12:4

ମୁଁ ମାରେ ବନ୍ଧୁମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି। ସମାନେେ କୁହନ୍ତି : ସେ 'ପରମେଶ୍ବରଙ୍କୁ ଡ଼ାକିଲା ଓ ପରମେଶ୍ବର ତାକୁ ଉତ୍ତର ଦେଲେ। ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।' ମୁଁ ଜଣେ ଧାର୍ମିକ ବ୍ଯକ୍ତି, ମୁଁ ସରଳ ତଥାପି ସମାନେେ ମାେତେ ଦେଖି ହସନ୍ତି।

ଆୟୁବ ପୁସ୍ତକ 13:4

କିନ୍ତୁ ତୁମ୍ଭମାନେେ ଏକ କୁହୁକ ବିଦ୍ଯାକାରୀ ଏବଂ ମୂଲ୍ଯହୀନ ବୈଦ୍ଯ ଅଟ।

ଆୟୁବ ପୁସ୍ତକ 13:9

ଯଦି ପରମେଶ୍ବର ତୁମ୍ଭକୁ ଅତି ନିକଟରୁ ପରୀକ୍ଷା କରିବେ, ଏହା କ'ଣ ଭଲ ହବେ ଯେ ତୁମ୍ଭକୁ ପରମେଶ୍ବର ଠିକ୍ ବୋଲି କହିବେ ? ତୁମ୍ଭେ କ'ଣ ସତ ରେ ଭାବୁଛ ତୁମ୍ଭେ ପରମେଶ୍ବରଙ୍କୁ ପ୍ରତାରିତ କରିବ, ଯମେିତିକି ତୁମ୍ଭେ ଲୋକମାନଙ୍କୁ ପ୍ରତାରିତ କରି ପାର।

ଆୟୁବ ପୁସ୍ତକ 15:2

ଆୟୁବ, ଯଦି ତୁମ୍ଭେ ପ୍ରକୃତ ରେ ଜ୍ଞାନୀ, ତବେେ ତୁମ୍ଭେ ବ୍ଯକ୍ତିଗତ ମୂଲ୍ଯହୀନ ମତ ରେ ଉତ୍ତର ଦିଅନ୍ତ ନାହିଁ। ଜଣେ ଜ୍ଞାନୀ ଲୋକ ଏତେ ଗରମ ପବନ ରେ ଭର୍ତ୍ତି ହାଇେ ରହିବ ନାହିଁ।

ଆୟୁବ ପୁସ୍ତକ 17:2

ଲୋକମାନେ ମାେ ଚାରିପାଖ ରେ ଛିଡ଼ା ହାଇେ ହସୁଛନ୍ତି। ମୁଁ ସମାନଙ୍କେୁ ଦେଖୁଛି ସମାନେେ ଯେତବେେଳେ ମାେତେ ପରିହାସ ଏବଂ ଅପମାନ କରୁଛନ୍ତି।

ଆୟୁବ ପୁସ୍ତକ 21:3

ମୁଁ କହିଲା ବେଳେ ର୍ଧୈୟ୍ଯ ଧରି ଶୁଣ। ମୁଁ କହିସାରିଲା ପରେ ତୁମ୍ଭେ ମାେ କଥାକୁ ବ୍ଯଙ୍ଗ କରିପାର।

ଆୟୁବ ପୁସ୍ତକ 24:25

ମୁଁ ଶପଥ କରି କହିପା ରେ। ଏସବୁ ସତ୍ଯ ଅଟେ। କିଏ ପ୍ରମାଣ କରିବ ଯେ ମୁଁ ମିଥ୍ଯା କହୁଛି ? କିଏ ଦଖାଇେ ଦଇେ ପାରିବ ମୁଁ ଭୁଲ୍ କରୁଛି ବୋଲି ?

ଆୟୁବ ପୁସ୍ତକ 34:7

ଆୟୁବ ଭଳି ଆଉ କହେି ବ୍ଯକ୍ତି ଅଛନ୍ତି କି ? ଆୟୁବ ଖାତିର କରେ ନାହିଁ, ଯଦି ତୁମ୍ଭେ ତାକୁ ଅପମାନିତ କର।

ଗୀତସଂହିତା 35:16

ସମାନେେ ମାେ ପ୍ରତି ଅଭଦ୍ର ଭାଷା ପ୍ରଯୋଗ କରି ମାେତେ ପରିହାସ କରୁଥିଲେ। ସହେି ଲୋକମାନେ ଭାଗରେ ଦାନ୍ତ କଡ଼ମଡ଼ କରି ମାେ ଉପରେ ରାଗରେ ଜଳି ଯାଉଥିଲେ।

ଗୀତସଂହିତା 83:16

ହେ ପରମେଶ୍ବର, ସମାନେେ ୟପରେି ତୁମ୍ଭର ନାମ ଅନ୍ବଷେଣ ନ କରିବା ପର୍ୟ୍ଯନ୍ତ ସମାନଙ୍କେୁ ଲଜ୍ଜାରେ ଆଚ୍ଛାଦନ କର।

ଯିରିମିୟ 15:17

ମୁଁ ଆମାଦେ ପ୍ରମାଦେକାରୀମାନଙ୍କ ସଭା ରେ ବସିଲି ନାହିଁ କିଅବା ଆନନ୍ଦ କଲି ନାହିଁ। ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି, କାରଣ ତୁମ୍ଭେ ମାେତେ ମାରେ ଚତୁପାଶର୍‌ବସ୍ଥ ମନ୍ଦ ଯୋଗୁଁ କୋର୍ଧ ରେ ପୂର୍ଣ୍ଣ କରିଅଛ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:14

ଆମ୍ଭେ ଏହି ପତ୍ର ରେ ତୁମ୍ଭମାନଙ୍କୁ ଯାହା କହିଛୁ, ଯଦି କୌଣସି ଲୋକ ତାହା ପାଳନ କରେ ନାହିଁ, ତା' ହେଲେ ସହେି ଲୋକଠାରୁ ସତର୍କ ରୁହ। ତା'ସହିତ ସମ୍ପର୍କ ରଖ ନାହିଁ। ତାହାହେଲେ ସେ ଲଜ୍ଜିତ ହବେ।

ତୀତସଙ୍କ ପ୍ରତି ପତ୍ର 2:8

ତାହାହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ବାସ ଯୋଗ୍ଯ ଅଟେ।

Interlinear

Choose Theme