Home Bibles ଆୟୁବ ପୁସ୍ତକ 18:4 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 18:4 · ଓଡ଼ିଆ ବାଇବେଲ

ଆୟୁବ, ତୁମ୍ଭର ରାଗ କବଳେ ତୁମ୍ଭକୁ ଆଘାତ କରିବ। କବଳେ ତୁମ୍ଭ ପାଇଁ କ'ଣ ଲୋକେ ପୃଥିବୀକୁ ପରିତ୍ଯାଗ କରିବେ ? ତୁମ୍ଭେ କ'ଣ ଭାବୁଛ ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ ପରମେଶ୍ବର ପର୍ବତକୁ ଘୁଞ୍ଚାଇ ଦବେେ?

Cross references

ଆୟୁବ ପୁସ୍ତକ 5:2

ଜଣେ ନିର୍ବୋଧ ଲୋକର ରାଗ ହିଁ ତାକୁ ହତ୍ଯା କରେ ଓ କୋରଧ ନୀରିହ ଲୋକକୁ ବଧ କରେ।

ଆୟୁବ ପୁସ୍ତକ 13:14

ମୁଁ ନିଜକୁ ବିପଦ ରେ ପକାଇବି ଏବଂ ମାେ ଜୀବନ ନିଜ ହାତ ରେ ଦବେି।

ଆୟୁବ ପୁସ୍ତକ 14:18

ପର୍ବତ ସବୁ ଭାଙ୍ଗିପଡ଼ି ଚୂନା ହାଇୟୋଆନ୍ତେ, ବଡ଼ ପଥର ଖଣ୍ଡମାନ ଭାଙ୍ଗି ଚୂନା ହାଇେ ବିଛାଡ଼ି ହାଇେ ପଡ଼ନ୍ତେ।

ଆୟୁବ ପୁସ୍ତକ 16:9

ପରମେଶ୍ବର ମାେତେ ଆକ୍ରମଣ କରିଛନ୍ତି। ସେ ମାେ ଉପରେ କୋପ କରିବାକୁ ମାରେ ଶରୀର ଲୋତକରେ ଭିଜି ୟାଇଛି। ପରମେଶ୍ବର ମାେ ବିରୁଦ୍ଧ ରେ ତାଙ୍କ ଦାନ୍ତ ରଗଡ଼ନ୍ତି। ମାରେ ଶତ୍ରୁ ମାେତେ ଘୃଣା ଚକ୍ଷୁ ରେ ଦେଖନ୍ତି।

ଆୟୁବ ପୁସ୍ତକ 40:8

ଆୟୁବ, ତୁମ୍ଭେ କ'ଣ ଭାବୁଛ ମୁଁ ନ୍ଯାଯୀ ନୁହେଁ ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ କାମ କରି ୟଦ୍ବାରା ତୁମ୍ଭେ ନିରୀହ ପ୍ରମାଣିତ ହବେ।

ଯିଶାଇୟ 54:10

ସଦାପ୍ରଭୁ ଯେ କି ତୁମ୍ଭପ୍ରତି କରୁଣା କରିଅଛନ୍ତି କୁହନ୍ତି : ଯଦିଓ ପର୍ବତଗୁଡ଼ିକ ବିଚଳିତ ହାଇେ ଘୁଞ୍ଚିଯିବେ ; ଉପପର୍ବତଗୁଡ଼ିକ ଟଳି ପଡ଼ିବେ, ତଥାପି ଆମ୍ଭର ଦୟା ତୁମ୍ଭଠାରୁ ଦୂ ରଇେ ୟିବ ନାହିଁ କିମ୍ବା ଆମ୍ଭର ଶାନ୍ତିର ବ୍ଯବସ୍ଥା ଟଳିବ ନାହିଁ।'

ଯିହିଜିକଲ 9:9

ସେ କହିଲେ, ଇଶ୍ରାୟେଲ ଓ ଯିହୁଦା ପରିବାର ବହୁତ ଜଘନ୍ଯ ପାପ କଲେ ଓ ଦେଶ ରକ୍ତପାତ ରେ ପରିପୂର୍ଣ୍ଣ ହାଇଗେଲା। ଆଉ ନଗର ଅନ୍ଯାଯ ରେ ପରିପୂର୍ଣ୍ଣ ହାଇେଅଛି। କାରଣ ସମାନେେ କହିଛନ୍ତି, ସଦାପ୍ରଭୁ ଦେଶ ତ୍ଯାଗ କରିଛନ୍ତି ଓ ସେ କିଛି ଲକ୍ଷ୍ଯ କରନ୍ତି ନାହିଁ।'

ଯୂନସ 4:9

କିନ୍ତୁ ପରମେଶ୍ବର ୟୂନସକୁ କହିଲେ, ତୁମ୍ଭେ କ'ଣ ଭାବୁଛ, ଏହି ଗଛ ସକାଶୁ ତୁମ୍ଭେ ରାଗିବା ଠିକ୍ କରିଛ?

ମାଥିଉଲିଖିତ ସୁସମାଚାର 24:35

ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାରେ ବାକ୍ଯ କବେେ ଅନ୍ୟଥା ହବେନାହିଁ।

ମାର୍କଲିଖିତ ସୁସମାଚାର 9:18

ଦୁଷ୍ଟାତ୍ମା ପୁଅକୁ ଆକ୍ରମଣ କରୁଛି। ସେ ଆକ୍ରମଣ କଲା ବେଳେ ପୁଅକୁ ତଳେ କଚାଡି ଦେଉଛି। ପୁଅ ମୁଁହଁରୁ ଫଣେ ବାହାରୁଛି ଓ ସେ ଦାନ୍ତ କଡମଡ କରୁଛି ଓ ଶୁଖିଯାଉଛି, ମୁଁ ଆପଣଙ୍କ ଶିଷ୍ଯମାନଙ୍କୁ ସହେି ଦୁଷ୍ଟାତ୍ମା କୁ ବାହାର କରି ଦବୋକୁ ଅନୁରୋଧ କଲି, କିନ୍ତୁ ସମାନେେ ତାକୁ ବାହାର କରି ପାରିଲେ ନାହିଁ।

ଲୂକଲିଖିତ ସୁସମାଚାର 9:39

ସେ ମାରେ ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା'ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା' ନିଜର ନିୟନ୍ତ୍ରଣ ହ ରଇେ ବସୁଛି। ତା ମୁହଁରୁ ଫଣେ ବାହାରି ପଡୁଛି। ସେ ଭୂତ ତାକୁ ବାରମ୍ବାର ୟନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡି ଯାଉନାହିଁ।

Interlinear

Choose Theme