Home Bibles ଆୟୁବ ପୁସ୍ତକ 17:10 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 17:10 · ଓଡ଼ିଆ ବାଇବେଲ

ବର୍ତ୍ତମାନ ତୁମ୍ଭମାନେେ ସମସ୍ତେ ଫରେିଆସ। ତୁମ୍ଭମାନଙ୍କ ଭିତରୁ କହେି ଜଣେ ଜ୍ଞାନୀ ଲୋକ ମୁଁ ପାଇ ପାରିବି ନାହିଁ।

Cross references

ଆୟୁବ ପୁସ୍ତକ 6:29

ସେଥିପାଇଁ ତୁମ୍ଭର ମନ ପରିବର୍ତ୍ତନ କର ଓ ପକ୍ଷପାତ କର ନାହିଁ। ପୁନର୍ବାର ବିଚାର କର ମୁଁ ନିରୀହ ଅଟେ।

ଆୟୁବ ପୁସ୍ତକ 12:2

ତୁମ୍ଭେ ଭାବୁଛ ତୁମ୍ଭେ କବଳେ ଜ୍ଞାନୀ ଲୋକ। ତୁମ୍ଭେ ଭାବୁଛ ତୁମ୍ଭେ ମରିଗଲେ ତୁମ୍ଭ ସହିତ ଜ୍ଞାନ ମଧ୍ଯ ମରିୟିବ।

ଆୟୁବ ପୁସ୍ତକ 15:9

ଆୟୁବ, ତୁମ୍ଭେ ଯାହା କର ତାହାଠାରୁ ଆମ୍ଭେ ଅଧିକ ଜାଣୁ। ଆମ୍ଭେ ସେ କଥା ବୁଝିପାରୁ ଯାହା ତୁମ୍ଭେ ଜାଣ ନାହିଁ।

ଆୟୁବ ପୁସ୍ତକ 17:4

ତୁମ୍ଭେ ମାରେ ବନ୍ଧୁମାନଙ୍କ ମନକୁ ବୁଝିବାକୁ ବାରଣ କରିଛ। ସେଥିପାଇଁ ସମାନେେ ଠିକ୍ ବୋଲି ତୁମ୍ଭେ ସମାନଙ୍କେୁ ଚିନ୍ତା କରିବାକୁ ଦବେ ନାହିଁ।

ଆୟୁବ ପୁସ୍ତକ 18:3

ତୁମ୍ଭେ କାହିଁକି ଭାବୁଛ ଯେ ଆମ୍ଭେ ସମସ୍ତେ ଗାଈ ପଶୁଭଳି ବୋକା?

ଆୟୁବ ପୁସ୍ତକ 32:9

ବଯସ୍କ ଲୋକମାନେ କବଳେ ଜ୍ଞାନୀ ନୁହଁନ୍ତି, ଏହା ନୁହେଁ ଯେ କବଳେ ବୃଦ୍ଧ ଲୋକମାନେ ଠିକ୍ ବୁଝନ୍ତି।

ଆୟୁବ ପୁସ୍ତକ 42:7

ସଦାପ୍ରଭୁ ଆୟୁବ ସହିତ କଥା ଶଷେ କଲା ପରେ ସେ ତୈମନୀଯ ଇଲୀଫସ୍ ସହିତ କଥା ହେଲେ। ସଦାପ୍ରଭୁ ଇଲୀଫସକୁ କହିଲେ, ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭର ଦୁଇ ବନ୍ଧୁଙ୍କ ଉପରେ କୋରଧିତ। କାହିଁକି ? କାରଣ ତୁମ୍ଭେ ଆମ୍ଭ ବିଷଯ ରେ ଉଚିତ କଥା କହି ନାହଁ। କିନ୍ତୁ ଆୟୁବ ଆମ୍ଭର ଆଶ୍ରିତ। ଆୟୁବ ଆମ୍ଭ ବିଷଯ ରେ ଉଚିତ୍ କଥା କହିଛି।

ମଲାଖୀ 3:18

ତେଣୁ ତୁମ୍ଭମାନେେ ମାେ ନିକଟକୁ ଫରେିଆସିବ ଏବଂ ତୁମ୍ଭମାନେେ ଉତ୍ତମ ବ୍ଯକ୍ତି ଓ ମନ୍ଦ ବ୍ଯକ୍ତି ମଧିଅରେ ପ୍ରଭଦେ ଜାଣି ପାରିବ। ପରମେଶ୍ବରଙ୍କ ଅନୁସରଣକାରୀ ଓ ପରମେଶ୍ବରଙ୍କ ଅନୁସରଣ କରୁନଥିବା ବ୍ଯକ୍ତିମାନଙ୍କୁ ତୁମ୍ଭମାନେେ ବାରି ପାରିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:20

ଜ୍ଞାନୀ ଲୋକ କେଉଁଠା ରେ ଅଛନ୍ତି ? ବିଦ୍ବାନ ଲୋକ କେଉଁଠା ରେ ଅଛନ୍ତି ? ବର୍ତ୍ତମାନ ୟୁଗର ଦାର୍ଶନିକ କେଉଁଠା ରେ ଅଛନ୍ତି? ପରମେଶ୍ବର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6:5

ମୁଁ ତୁମ୍ଭକୁ ଲଜ୍ଜା ଦବୋ ପାଇଁ ଏପରି କହୁଛି। ଖ୍ରୀଷ୍ଟ ବିଶ୍ବାସୀ ଭାଇମାନଙ୍କ ମଧିଅରେ ଥିବା ବିବାଦର ବିଚାର କରିବାକୁ ତୁମ୍ଭମାନଙ୍କ ଭିତ ରେ କ'ଣ ଜଣେ ହେଲେ ଜ୍ଞାନୀ ଲୋକ ନାହିଁ ?

Interlinear

Choose Theme