Home Bibles ଆୟୁବ ପୁସ୍ତକ 16:21 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 16:21 · ଓଡ଼ିଆ ବାଇବେଲ

ସେ ମାେ ପାଇଁ ପରମେଶ୍ବରଙ୍କୁ କୁହନ୍ତି ଯମେିତିକି ଜଣେ ବ୍ଯକ୍ତି ତା'ର ବନ୍ଧୁ ପାଇଁ ୟୁକ୍ତି କରେ।

Cross references

ଆୟୁବ ପୁସ୍ତକ 9:34

ମୁଁ ଚା ହେଁ କହେି ପରମେଶ୍ବରଙ୍କ ଦଣ୍ଡ ଦବୋର ବାଡ଼ିଟିକୁ ତାଙ୍କଠାରୁ ନଇେ ୟାଆନ୍ତା ? ତବେେ ପରମେଶ୍ବର ମାେତେ ଭୟଭୀତ କରନ୍ତେ ନାହିଁ।

ଆୟୁବ ପୁସ୍ତକ 13:3

ମୁଁ ତୁମ୍ଭ ସହିତ ତର୍କ କରିବାକୁ ଚାହୁଁ ନାହିଁ। ମୁଁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ କହିବାକୁ ଚା ହେଁ। ମୁଁ ପରମେଶ୍ବରଙ୍କ ସହିତ ମାେ ବିପଦ ସମ୍ପର୍କ ରେ ୟୁକ୍ତି କରିବାକୁ ଇଚ୍ଛା କରେ।

ଆୟୁବ ପୁସ୍ତକ 13:22

ତା'ପରେ ମାେତେ ଡ଼ାକ ମୁଁ ଉତ୍ତର ଦବେି କିମ୍ବା ମୁଁ କହିବି ତୁମ୍ଭେ ଉତ୍ତର ଦିଅ।

ଆୟୁବ ପୁସ୍ତକ 23:3

ମୁଁ ଇଚ୍ଛା କରେ ମୁଁ ଜାଣିଥାନ୍ତି ପରମେଶ୍ବର କେଉଁଠି ମିଳିବେ ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ୟାଇ ହବେ।

ଆୟୁବ ପୁସ୍ତକ 31:35

ମୁଁ କାମନା କରେ ମାେ କଥା ଜଣେ କହେି ଶୁଣ। ମାେ ପକ୍ଷର କଥା କହିବାକୁ ମାେତେ ଦିଆଯାଉ। ମୁଁ ଚା ହେଁ ସର୍ବଶକ୍ତିମାନ ପରମେଶ୍ବର ମାେତେ ଉତ୍ତର ଦିଅନ୍ତୁ। ମୁଁ କ'ଣ ଭୁଲ୍ କରିଛି ବୋଲି ସେ ଭାବନ୍ତି। ମୁଁ ଚା ହେଁ ସେ ତାହା ଲେଖି ଦିଅନ୍ତୁ।

ଆୟୁବ ପୁସ୍ତକ 40:1

ସଦାପ୍ରଭୁ ଆୟୁବକୁ ଉତ୍ତର ଦଇେ କହିଲେ,

ଉପଦେଶକ 6:10

ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହାଇେଅଛି। ଏବଂ ଯେଉଁ ପଥରେ ମନୁଷ୍ଯ ସମାଜ ଚାଲେ ତାହା ପରମେଶ୍ବର ଜାଣନ୍ତି। ଆଉ ୟିଏ ସମାନଙ୍କେଠାରୁ ଶକ୍ତିଶାଳୀ ତାଙ୍କ ସହିତ ୟୁକ୍ତି କରି ସମାନେେ କବେେ ଜିତି ପାରିବେ ନାହିଁ।

ଯିଶାଇୟ 45:9

ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧ ରେ ୟାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ'ଣ ତା'ର ନିର୍ମାଣକର୍ତ୍ତା ସହ ୟୁକ୍ତି କରିବ, ମାେତେ କାହିଁକି ନିର୍ମାଣ କରୁଛ ?' ସହେିପରି ତୁମ୍ଭର କର୍ମ କ'ଣ କହିବ ତୁମ୍ଭର ହାତ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 9:20

ତୁମ୍ଭେ କବଳେ ଜଣେ ମଣିଷ। ପରମେଶ୍ବରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧୀକାର ତୁମ୍ଭର ନାହିଁ। ମାଟିକଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ ତୁମ୍ଭେ ମାେତେ ଏପରି ଭାବେ କାହିଁକି ଗଢିଲ?

Interlinear

Choose Theme