Home Bibles ଆୟୁବ ପୁସ୍ତକ 12:20 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 12:20 · ଓଡ଼ିଆ ବାଇବେଲ

ପରମେଶ୍ବର ବିଶ୍ବସ୍ତ ପରାମର୍ଶଦାତାମାନଙ୍କୁ ମଧ୍ଯ ଚୁପ କରାଇ ଦିଅନ୍ତି ଓ ବୃଦ୍ଧ ଲୋକମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି।

Cross references

ଆୟୁବ ପୁସ୍ତକ 12:24

ପରମେଶ୍ବର ନେତାମାନଙ୍କୁ ବୋକା ବନାଇ ମରୁଭୂମିରେ ଉଦ୍ଦେଶ୍ଯହୀନ ଭାବରେ ବୁଲାଇ ବାଟବଣା କରିଦିଅନ୍ତି।

ଆୟୁବ ପୁସ୍ତକ 17:4

ତୁମ୍ଭେ ମାରେ ବନ୍ଧୁମାନଙ୍କ ମନକୁ ବୁଝିବାକୁ ବାରଣ କରିଛ। ସେଥିପାଇଁ ସମାନେେ ଠିକ୍ ବୋଲି ତୁମ୍ଭେ ସମାନଙ୍କେୁ ଚିନ୍ତା କରିବାକୁ ଦବେ ନାହିଁ।

ଆୟୁବ ପୁସ୍ତକ 32:9

ବଯସ୍କ ଲୋକମାନେ କବଳେ ଜ୍ଞାନୀ ନୁହଁନ୍ତି, ଏହା ନୁହେଁ ଯେ କବଳେ ବୃଦ୍ଧ ଲୋକମାନେ ଠିକ୍ ବୁଝନ୍ତି।

ଆୟୁବ ପୁସ୍ତକ 39:17

କାହିଁକି ? କାରଣ ମୁଁ ସହେି ଓଟପକ୍ଷୀକୁ ଜ୍ଞାନ ଦଇେ ନାହିଁ। ସହେି ଓଟ ପକ୍ଷୀ ନିର୍ବୋଧ। ମୁଁ ମଧ୍ଯ ତାକୁ ସପରେି କରିଛି।

ହିତୋପଦେଶ 10:21

ଧାର୍ମିକର ଓଷ୍ଠାଧାର, ଅନକଙ୍କେୁ ପ୍ରତିପାଳନ କରେ। ମାତ୍ର ଅଜ୍ଞାନମାନେ ନିର୍ବୋଧତା କାରଣରୁ ମୃତ୍ଯୁବରଣ କରନ୍ତି।

ହିତୋପଦେଶ 12:19

ମିଥ୍ଯାବାଦୀର କଥା କବଳେ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ଯତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ।

ହିତୋପଦେଶ 12:22

ମିଥ୍ଯାବାଦୀର ଶବ୍ଦଗୁଡ଼ିକ ସଦାପ୍ରଭୁଙ୍କ ଦ୍ବାରା ଘୃଣିତ ଅଟେ। ମାତ୍ର ଯେଉଁମାନେ ସତ୍ଯ କୁହନ୍ତି, ସମାନେେ ତାଙ୍କର ସୁଖକର ଲୋକମାନେ ଅଟନ୍ତି।

ଯିଶାଇୟ 3:1

ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି। ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଯିହୁଦା ଓ ୟିରୁଶାଲମ ଯାହା ଉପ ରେ ନିର୍ଭର କରନ୍ତି ସେ ସମସ୍ତ ଜିନିଷ କାଢ଼ିନବେେ। ପରମେଶ୍ବର ସମସ୍ତ ଅନ୍ନ ଓ ଜଳ ଦୂ ରଇେ ନବେେ।

Interlinear

Choose Theme