Home Bibles ଆୟୁବ ପୁସ୍ତକ 14:9 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 14:9 · ଓଡ଼ିଆ ବାଇବେଲ

କିନ୍ତୁ ପାଣିର ବନ୍ଧ ପାଇବା ମାତ୍ ରେ ଏହା ତାହାର ଶାଖା ଗୋଟିଏ ୟୁବା ବୃକ୍ଷପରି ବଢ଼ାଇପା ରେ।

Cross references

ଯିହିଜିକଲ 17:3

ସମାନଙ୍କେୁ କୁହ,

ଯିହିଜିକଲ 17:22

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ନିଜେ ଏରସ ବୃକ୍ଷର ଅଗ୍ରଭାଗକୁ ନଇୟିବେି ଓ ତା'ର କୋମଳ ଅଗ୍ରଭାଗକୁ କାଟିବି ଏବଂ ଏହାକୁ ପର୍ବତର ଶୀର୍ଷ ରେ ରୋପଣ କରିବି।

ଯିହିଜିକଲ 19:10

'ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ବରୂପ ଥିଲା। ଅଗାଧ ଜଳ ଯୋଗୁଁ ସେ ଫଳବତୀ ଓ ଶାଖା ରେ ପରିପୂର୍ଣ୍ଣ ଥିଲା।

ଦାନିଏଲ 4:12

ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନକେ ଥିଲା, ଆଉ ସେ ଗଛ ରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ସହେି ବୃକ୍ଷତଳେ ଛାଯା ପାଇଲେ ଓ ଆକାଶସ୍ଥ ପକ୍ଷୀମାନେ ତାହାର ଶାଖାମାନଙ୍କ ରେ ବାସ କଲେ। ସମସ୍ତ ପ୍ରାଣୀ ସେଥିରୁ ଖାଦ୍ୟ ପାଇଲେ।

ରୋମୀୟଙ୍କ ପ୍ରତି ପତ୍ର 11:17

ଧରି ନିଅ ଗୋଟିଏ ଜୀତ ବୃକ୍ଷର ଶାଖାଗୁଡିକ ଭାଙ୍ଗି ଯାଇଛି। ଗୋଟିଏ ଅନ୍ୟ ଜଗଂଲୀ ଜୀତଗଛର ଶାଖାଗୁଡିକ ଆଣି ପ୍ରଥମ ଗଛ ସହିତ ସଂୟୁକ୍ତ କରା ହେଲା। ତୁମ୍ଭେ ଅଣଯିହୂଦୀମାନେ ସହେି ଜଙ୍ଗଲୀ ଜୀତଗଛଭଳି। ତୁମ୍ଭମାନେେ ସହେି ପ୍ରଥମ ଗଛମାନଙ୍କଠାରୁ ଶକ୍ତି ଓ ଜୀବନ ପ୍ରାପ୍ତ କରୁଛ।

Interlinear

Choose Theme