Home Bibles ପ୍ରଥମ ବଂଶାବଳୀ 29:15 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 29:15 · ଓଡ଼ିଆ ବାଇବେଲ

ଆମ୍ଭମାନେେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରି କବଳେ ଅପରିଚିତ ଆଗନ୍ତୁକ ଅଟୁ ଓ ଏହି ପୃଥିବୀ ମଧିଅରେ ଭ୍ରମଣ କରୁଅଛୁ। ଏହି ପୃଥିବୀର ଆମ୍ଭମାନଙ୍କର ସମୟ କବଳେ ଅତିକ୍ରାନ୍ତ ଛାଯା ତୁଲ୍ଯ। ଆମ୍ଭମାନେେ ତାହାକୁ ବନ୍ଦ କରି ନ ପାରୁ।

Cross references

ଆଦି ପୁସ୍ତକ 21:34

ଏବଂ ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶ ରେ ବହୁଦିନ ବାସ କଲେ।

ଆଦି ପୁସ୍ତକ 23:4

ମୁଁ ତୁମ୍ଭମାନଙ୍କ ଦେଶ ରେ ଏକା ବିଦେଶୀ ଅଟେ। ମାରେ ସ୍ତ୍ରୀକୁ କବର ଦବୋପାଇଁ ସ୍ଥାନ ମାରେ ନାହିଁ। ଦୟାକରି ମାେତେ ମାରେ ସ୍ତ୍ରୀ ପାଇଁ କବର ସ୍ଥାନ ରେ ଅଧିକାର ଦିଅନ୍ତୁ।

ଆଦି ପୁସ୍ତକ 47:9

ଯାକୁବ ଫାରୋଙ୍କୁ କହିଲେ, ମାରେ ପ୍ରବାସ କାଳର ଦିନ 130 ବର୍ଷ, ମାରେ ପରମାଯୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମାରହେ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆଯୁର ଦିନ ତୁଲ୍ଯ ନୁହେଁ।

ଲେବୀୟ ପୁସ୍ତକ 25:23

ଭୂମି ଆମ୍ଭର, ତୁମ୍ଭେ ସବୁଦିନ ପାଇଁ ତାକୁ ବିକ୍ରଯ କରିପାରିବ ନାହିଁ। ତୁମ୍ଭମାନେେ କବଳେ ଆମ୍ଭସହିତ ବାସ କରୁଥିବା ବିଦେଶୀ ଓ ପ୍ରବାସୀ ଅଟ।

ଆୟୁବ ପୁସ୍ତକ 8:9

ଯାହା ଦଖାଯାେଉଛି, ସତେ ଯମେିତି ଆମ୍ଭେ ଗତକାଲି ଜନ୍ମ ଗ୍ରହଣ କରିଛୁ। ଆମ୍ଭେ କିଛି ଜାଣି ନାହୁଁ ପୃଥିବୀ ରେ ଆମ୍ଭର ଦିନ ଛାଯା ପରି।

ଆୟୁବ ପୁସ୍ତକ 14:2

ମଣିଷର ଜୀବନ ଫୁଲ ସଦୃଶ। ସେ ଖୁବ୍ ଶୀଘ୍ର ବଢ଼ିୟାଏ ଓ ଶଷେର ମରିୟାଏ। ମଣିଷର ଜୀବନ ଛାଯା ତୁଲ୍ଯ ଏଠା ରେ ଖୁବ୍ କମ ସମୟ ପାଇଁ। ଘଡ଼ିକେ ଦଖାୟୋଏ ପୁଣି ଅଦୃଶ୍ଯ ହାଇୟୋଏ।

ଆୟୁବ ପୁସ୍ତକ 14:10

କିନ୍ତୁ ମଣିଷ ଯେତବେେଳେ ମରିୟାଏ। ସେ ସମସ୍ତ ଶକ୍ତି ହରାଇ ଦିଏ। ସପରେି ଶଷେ ନିଶ୍ବାସ ନିଏ ଏବଂ ତା'ପରେ ସେ କେଉଁଠା ରେ ?

ଗୀତସଂହିତା 39:12

ହେ ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣ। ମୁଁ ୟାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ। ମାରେ ଲୋତକକୁ ଚାହଁ, ମୁଁ ଜଣେ ପଥିକ ୟିଏ କି ତୁମ୍ଭ ସହିତ ଜୀବନ କଟାଉଛି। ମାରେ ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ଯ ଏଠାରେ ଅଳ୍ପଦିନ ବଞ୍ଚିବି।

ଗୀତସଂହିତା 39:13

ହେ ସଦାପଭ୍ରୁ, ମାେତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ ଓ ମୁଁ ମୃତ୍ଯୁମୁଖରେ ପଡ଼ି ନିଶ୍ଚିହ୍ନ ହବୋ ପୂର୍ବରୁ ମାେତେ ତୁମ୍ଭେ ପ୍ରଫୁଲ୍ଲ ରଖ।

ଗୀତସଂହିତା 90:9

ତୁମ୍ଭର କୋର୍ଧ ଆମ୍ଭମାନଙ୍କ ଜୀବନକୁ ଶଷେ ଦିନ କରିଦଇେ ଆଣିଛି। ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ।

ଗୀତସଂହିତା 102:11

ମାରେ ଜୀବନ ପ୍ରାଯ ଶଷେ ହାଇେଅଛି। ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶଷେ ଦିନର ଛାଇ ତୁଲ୍ଯ।

ଗୀତସଂହିତା 119:19

ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ। ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ ମାେ ଠାରୁ ଲୁଚାଅ ନାହିଁ।

ଗୀତସଂହିତା 144:4

ମନୁଷ୍ଯ ଜୀବନ ପବନର ଫୁତ୍କାର। ତାହାର ଜୀବନ ବହିୟିବା ଦିନର ଛାଯା ତୁଲ୍ଯ।

ଉପଦେଶକ 6:12

କିଏ ଜାଣେ ସମାନଙ୍କେ ଏହି କ୍ଷଣସ୍ଥାଯୀ ଜୀବନ ରେ, ମନୁଷ୍ଯ ଅଧିକ ଲାଭକରି କ'ଣ କରିପା ରେ? କାରଣ ସମାନଙ୍କେର ଦିନଗୁଡ଼ିକ ଛାଇ ପରି ଚାଲିୟିବ। କିଏ ଲୋକମାନଙ୍କୁ କହିପାରିବ, ସୂର୍ୟ୍ଯତଳେ ଭବିଷ୍ଯତ ରେ ଏଇ ପୃଥିବୀ ରେ କ'ଣ ହବେ?

ଯିଶାଇୟ 40:6

ପୁଣି ଏକ ସ୍ବର ଶୁଣାଗଲା, ପ୍ରଚାର କର।' ଜଣେ ବ୍ଯକ୍ତି କହିଲା, କ'ଣ ପ୍ରଚାର କରିବା? ସେ ସ୍ବରଟି କହିଲା, ମନୁଷ୍ଯ ଚିରଦିନ ପାଇଁ ବଞ୍ଚିବ ନାହିଁ। ସମାନେେ ତୃଣତୁଲ୍ଯ ଓ ସମାନଙ୍କେର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ଯ।

ଏବ୍ରୀ 11:13

ସହେି ସମସ୍ତ ମହାନ ଲୋକ ମୃତ୍ଯୁ ପର୍ୟ୍ଯନ୍ତ ନିଜର ବିଶ୍ବାସ ସହିତ ଜୀବିତ ରହିଲେ। ପରମେଶ୍ବର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସହେି ଲୋକମାନେ ପାଇଲେ ନାହିଁ। ସମାନେେ ଖାଲି ଦେଖିଲେ ଯେ, ସହେି ବିଷୟଗୁଡ଼ିକ ସୁଦୂର ଭବିଷ୍ଯତ ରେ ଆସିବ, ଓ ସମାନେେ ( ସତେିକି ରେ) ଖୁସି ହେଲେ। ସମାନେେ ଗ୍ରହଣ କରି ନେଲେ ଯେ ସମାନେେ ଏହି ପୃଥିବୀ ରେ ଯାତ୍ରୀ ଓ ଅପରିଚିତ ବ୍ଯକ୍ତି ଅଟନ୍ତି।

ଯାକୁବଙ୍କ ପତ୍ 4:14

ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କଣ ଘଟିବ ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ଯ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖିପାରିବ, ତାପରେ ସେ ଚାଲିଯାଏ।

ପିତରଙ୍କ ପ୍ରଥମ ପତ୍ 2:11

ପ୍ରିୟ ମିତ୍ରଗଣ, ତୁମ୍ଭମାନେେ ଏହି ଜଗତ ରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂର ରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧ ରେ ସଂଘର୍ଷ କରନ୍ତି।

Interlinear

Choose Theme