Home Bibles ଆୟୁବ ପୁସ୍ତକ 1:15 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 1:15 · ଓଡ଼ିଆ ବାଇବେଲ

ଶିବାଯୀଯମାନେ ଆକ୍ରମଣ କଲେ ଏବଂ ଆମ୍ଭଠାରୁ ସମସ୍ତ ପଶୁମାନଙ୍କୁ ନଇଗେଲେ। ସମାନେେ ତୁମ୍ଭର ଦାସମାନଙ୍କୁ ମଧ୍ଯ ଖଡ୍ଗ ରେ ହତ୍ଯା କଲେ। ମୁଁ ହେଉଛି କବଳେ ଏକମାତ୍ର ୟିଏ ରକ୍ଷା ପାଇଛି ଏବଂ ତୁମ୍ଭକୁ ଏ ବିଷଯ ରେ କହିବାକୁ।

Cross references

ଆଦି ପୁସ୍ତକ 10:7

ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା ଏମାନେ ଥିଲେ କୂଶର ସନ୍ତାନ। ଶିବା ଓ ଦନାନ ଏମାନେ ରଯମାର ସନ୍ତାନ।

ଆଦି ପୁସ୍ତକ 10:28

ଓବଲ ଓ ଅବୀମାଯେଲ୍ ଓ ଶବା।

ଆଦି ପୁସ୍ତକ 25:3

ସେ ୟକ୍ଷନ୍ ଶିବା ଓ ଦଦାନକୁ ଜନ୍ମ ଦଲୋ। ଦଦାନ ପୁତ୍ରମାନେ ଥିଲେ, ଅଶୂରୀଯ, ଲଟୂଶୀଯ ଓ ଲିଯସ୍ମୀଯ।

ପ୍ରଥମ ଶାମୁୟେଲ 22:20

କିନ୍ତୁ ଅହିଟୂବର ପକ୍ସ୍ଟତ୍ର ଅହୀମଲକରେ ପକ୍ସ୍ଟତ୍ରମାନଙ୍କ ମଧ୍ଯରକ୍ସ୍ଟ ଅବିଯାଥର ନାମ ରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡକକ୍ସ୍ଟ ପଳାଇଲା।

ଆୟୁବ ପୁସ୍ତକ 1:16

ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, ଆକାଶରୁ ବିଜୁଳି ପଡ଼ି ତୁମ୍ଭର ମେଣ୍ଢା ଓ ଛଳେି ଓ ତୁମ୍ଭର ଦାସମାନଙ୍କୁ ପୋଡ଼ି ଦଲୋ। ମୁଁ କବଳେ ଏକମାତ୍ର ୟିଏ ରକ୍ଷା ପାଇଛି ତୁମ୍ଭକୁ ଏହି ବିଷଯ ରେ କହିବା ପାଇଁ।

ଆୟୁବ ପୁସ୍ତକ 1:19

ସହେି ସମୟରେ ଏକ ଝଡ଼ ମରୁଭୂମି ଆଡ଼ୁ ଆସିଲା ଏବଂ ତାଙ୍କର ଘରକୁ ଭାଙ୍ଗି ଦଲୋ। ଏବଂ ଆପଣଙ୍କ ପୁଅ ଝିଅମାନଙ୍କ ଉପରେ ପଡ଼ି ସମସ୍ତଙ୍କୁ ମାରି ଦଲୋ। ମୁଁ କବଳେ ଏକମାତ୍ର ୟିଏ ଆପଣଙ୍କୁ ଏହା କହିବାକୁ ରକ୍ଷା ପାଇଛି।

ଆୟୁବ ପୁସ୍ତକ 6:19

ମାରେ ବ୍ଯବସାଯୀ ପାଣିର ଅନ୍ବଷେଣ କଲେ। ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।

ଗୀତସଂହିତା 72:10

ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭଟେି ଆଣନ୍ତୁ।

ଯିଶାଇୟ 45:14

ସଦାପ୍ରଭୁ କୁହନ୍ତି, ମିଶରର ସମ୍ପଦ, କୂଶର ବାଣିଜ୍ଯର ଲାଭ ଓ ଦୀର୍ଘକାଯ ସବାଯୀଯମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହବେେ। ସମାନେେ ତୁମ୍ଭର ଅନୁସରଣ କରିବେ। ସମାନେେ ହସ୍ତ ରେ ଶୃଙ୍ଖଳାବଦ୍ଧ ହାଇେ ଆସିବେ, ପୁଣି ସମାନେେ ତୁମ୍ଭକୁ ପ୍ରଣାମ କରିବେ ଓ ନିବଦନେ କରି କହିବେ, ପ୍ରକୃତ ରେ ଇଶ୍ରାୟେଲର ପରମେଶ୍ବର ତୁମ୍ଭ ମଧିଅରେ ଅଛନ୍ତି, ତାଙ୍କ ବିନା ଆଉ କହେି ପରମେଶ୍ବର ନାହାଁନ୍ତି ଓ ତାଙ୍କ ବ୍ଯତୀତ ଆଉ କହେି ମଧ୍ଯ ନାହାଁନ୍ତି।

ଯିହିଜିକଲ 23:42

ଗୋଟିଏ ଶବ୍ଦ ୟିରୁଶାଲମ ରେ ଶୁଣା ହେଲା। ସହେି ଶବ୍ଦ ଲୋକମାନଙ୍କର ଭୋଜିପରି ଶବ୍ଦ ଥିଲା। ବହୁତ ଲୋକମାନେ ଆସିଲେ, ମଦ୍ଯପ ଲୋକମାନେ ମରୁଭୂମିରୁ ପହଞ୍ିଲେ। ଏବଂ ସମାନେେ ସ୍ତ୍ରୀ ଲୋକଙ୍କ ହସ୍ତ ରେ କଙ୍କଣ ଓ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ।

ଯୋୟେଲ 3:8

ତୁମ୍ଭମାନଙ୍କର ପୁତ୍ର କନ୍ଯାମାନଙ୍କୁ ଯିହୁଦାର ଲୋକମାନଙ୍କୁ ବିକ୍ରୀ କରିବା। ତେଣୁ ସମାନେେ ସହେି ସନ୍ତାନମାନଙ୍କୁ ଦୂର ଦେଶୀଯ ଶୀବାଯୀଯ ଲୋକମାନଙ୍କୁ ବିକ୍ରୀ କରିବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।

Interlinear

Choose Theme