Cross references
ଆଦି ପୁସ୍ତକ 25:3
ସେ ୟକ୍ଷନ୍ ଶିବା ଓ ଦଦାନକୁ ଜନ୍ମ ଦଲୋ। ଦଦାନ ପୁତ୍ରମାନେ ଥିଲେ, ଅଶୂରୀଯ, ଲଟୂଶୀଯ ଓ ଲିଯସ୍ମୀଯ।
ପ୍ରଥମ ରାଜାବଳୀ 10:1
ଅନନ୍ତର ଶିବା ଦେଶ ରେ ରାଣୀ ସଦାପ୍ରଭୁଙ୍କ ପ୍ରିଯ ଶଲୋମନଙ୍କ ସୁଖ୍ଯାତି ଶୁଣି କଠିନ ପ୍ରଶ୍ନଦ୍ବାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ।
ପ୍ରଥମ ବଂଶାବଳୀ 1:20
ଏହି ୟକ୍ତନ୍, ଅଲ୍ମୋଦିତ, ଶଲେଫ୍, ହତସ୍ରମାବତ, ଯରହେ
ପ୍ରଥମ ବଂଶାବଳୀ 1:22
ଓବଲ, ଅବୀମାଯଲେ, ଶିବା,
ଯିହିଜିକଲ 27:23
ହାରଣ, କନ୍ନୀ, ଏଦନ୍, ଶିବାର ଅଶୂର ଓ କିଲ୍ଲଦର ବ୍ଯବସାଯୀମାନେ ତୁମ୍ଭ ସହିତ ବାଣିଜ୍ଯ କଲେ।