Home Bibles ଯିରିମିୟ 52:30 · ଓଡ଼ିଆ ବାଇବେଲ
ଯିରିମିୟ 52:30 · ଓଡ଼ିଆ ବାଇବେଲ

ପୁଣି ନବୂଖଦନିତ୍ସରର ରାଜତ୍ବର ତ୍ରଯୋବିଂଶ ବର୍ଷ ରେ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ସାତ ଶହ ପଇଁଚାଳିଶ୍ ୟିହୁଦୀଙ୍କୁ ବନ୍ଦୀ କରି ନଇଗେଲା।

Cross references

ଯିରିମିୟ 6:9

ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, ଦ୍ରାକ୍ଷା ସଂଗ୍ରହ କଲାପରି ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କୁ ସୂର୍ଣ୍ଣ ଭାବରେ ଏକତ୍ରୀତ କର : ଏହାର ଶାଖା ରେ ହାତ ବୁଲାଅ।

ଯିରିମିୟ 52:15

ସହେି ସମୟରେ ପ୍ରହରୀବର୍ଗର ସନୋପତି ନବୂଷରଦନ୍ କକେତେ ଗରିବ ଲୋକମାନଙ୍କୁ, ନଗରର ଅବଶିଷ୍ଟ ଲୋକମାନଙ୍କୁ, ବାବିଲ ରାଜାର ପକ୍ଷକୁ ପଳାଯନକାରୀଙ୍କୁ ଓ ଅବଶିଷ୍ଟ ଚିତ୍ରଶିଳ୍ପୀମାନଙ୍କୁ ବନ୍ଦୀକରି ନଇଗେଲା।

Interlinear

Choose Theme