Home Bibles ☰ Books ଯିରିମିୟ 52:29 · ଓଡ଼ିଆ ବାଇବେଲ
ଯିରିମିୟ 52:29 · ଓଡ଼ିଆ ବାଇବେଲ

ପୁଣି ତାଙ୍କ ଅଧିକାରର ଅଷ୍ଟାଦଶ ବର୍ଷ ରେ ସେ ୟିରୁଶାଲମରୁ ଆଠ ଶହ ବତିଶ୍ ଲୋକଙ୍କୁ ବନ୍ଦୀ କରି ନଇଗେଲେ।

Cross references

ଆଦି ପୁସ୍ତକ 12:5

ଅବ୍ରାମ ତାଙ୍କର ସ୍ତ୍ରୀ ସାରୀକୁ, ଭାତୃପୁତ୍ର ଲୋଟଙ୍କୁ ଓ ହାରଣଠା ରେ ଆପଣାମାନଙ୍କ ସଂଚ଼ିତ ଧନ ଏବଂ ଲବ୍ଧ ପ୍ରାଣୀମାନଙ୍କୁ ଘନେି କିଣାନ ଦେଶକୁ ୟାତ୍ରା କଲେ।

ଯାତ୍ରା ପୁସ୍ତକ 1:5

ମାଟେ ରେ ଯାକୁବଙ୍କର ବଂଶଧର ସତୁରି ଜଣ ଥିଲେ। ଅନ୍ୟ ପୁତ୍ର ଯୋଷଫଙ୍କେ ଆଗରୁ ମିଶରର ଥିଲେ।

ଦିତୀୟ ରାଜାବଳୀ 25:11

ତା'ପରେ ନବୂସରଦନ୍ ଅବଶିଷ୍ଟ ଲୋକମାନଙ୍କୁ ଓ ଆତ୍ମସମର୍ପଣ କରିବାକୁ ଆସିଥିବା ଲୋକମାନଙ୍କୁ ବନ୍ଦୀ କରି ନଇେ ଗଲେ।

ଦିତୀୟ ବଂଶାବଳୀ 36:20

ନବୂଖଦ୍ନିତ୍ସର ଅବଶିଷ୍ଟ ଜୀବିତ ଥିବା ଲୋକଙ୍କୁ ବାବିଲକୁ ନଇଗେଲେ ଓ ସମାନଙ୍କେୁ ବଳପୂର୍ବକ ଭାବରେ କ୍ରୀତଦାସ କରି ରଖିଲେ। ପାରସିକ ରାଜ୍ଯ, ବାବିଲର ରାଜ୍ଯକୁ ପରାସ୍ତ କରିବା ପର୍ୟ୍ଯନ୍ତ ସହେି ଲୋକମାନେ ବାବିଲ ରେ କ୍ରୀତଦାସରୂପେ ରହିଲେ।

ଯିରିମିୟ 32:1

ଯିହୁଦାର ରାଜା ସିଦିକିଯର ଦଶମ ବର୍ଷ ରେ ଅର୍ଥାତ୍ ନବୂଖଦନିତ୍ସରର ଶାସନର ଅଷ୍ଟାଦଶ ବର୍ଷ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

ଯିରିମିୟ 39:9

ବାବିଲ ରାଜାର ନବୂଷରଦନ ନାମକ ଜଣେ ପ୍ରହରୀବର୍ଗର ସନୋପତି ୟିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହାଇେଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନଇଗେଲା।

ଯିରିମିୟ 52:12

ପଞ୍ଚମ ମାସର ଦଶମ ଦିନ ରେ, ବାବିଲର ରାଜା ନବୂଖଦନିତ୍ସର ରାଜାର ରାଜତ୍ବର ଉନବିଂଶ ବର୍ଷ ରେ ନବୂଷରଦନ୍ ନାମକ ପ୍ରହରୀବର୍ଗର ସନୋପତି ୟିରୁଶାଲମକୁ ଆସିଲା।

Interlinear

Choose Theme