Home Bibles ଯିରିମିୟ 6:9 · ଓଡ଼ିଆ ବାଇବେଲ
ଯିରିମିୟ 6:9 · ଓଡ଼ିଆ ବାଇବେଲ

ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, ଦ୍ରାକ୍ଷା ସଂଗ୍ରହ କଲାପରି ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କୁ ସୂର୍ଣ୍ଣ ଭାବରେ ଏକତ୍ରୀତ କର : ଏହାର ଶାଖା ରେ ହାତ ବୁଲାଅ।

Cross references

ଯିରିମିୟ 16:16

ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ଅନକେ କେଉଁଟା ଅଣାଇବା, ସମାନେେ ମତ୍ସ୍ଯପରି ସମାନଙ୍କେୁ ଧରିବେ। ତା'ପ ରେ ଆମ୍ଭେ ଅନକେ ବ୍ଯାଧ ଅଣାଇବା। ସମାନେେ ପ୍ରେତ୍ୟକକ ପର୍ବତରୁ, ପ୍ରେତ୍ୟକକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସମାନଙ୍କେୁ ଶିକାର କରି ଆଣିବେ।

ଯିରିମିୟ 49:9

ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ଦ୍ରାକ୍ଷାଫଳ ସଂଗ୍ରହ କଲା ବେଳେ କିଛି ଫଳ ଗଛ ରେ ଛାଡ଼ିଥାନ୍ତି। ଯଦି ଚୋରମାନେ ରାତ୍ରି ରେ ଆସନ୍ତି, ତବେେ ସମାନେେ ସମସ୍ତ ନଇେପାରନ୍ତି ନାହିଁ।

ଯିରିମିୟ 52:28

ନବୂଖଦନିତ୍ସର ଯେଉଁ ୟିହୁଦୀ ଲୋକମାନଙ୍କୁ ବନ୍ଦୀକରି ନଇଗେଲେ,

ଓବଦିୟ 1:5

ତୁମ୍ଭେ ପ୍ରକୃତ ରେ ଧ୍ବଂସ ହବେ। ଗ୍ଭରମାନେେ ତୁମ୍ଭ ନିକଟକୁ ଆସିବେ, ଡକାଯତମାନେ ରାତ୍ରି ରେ ଆସିବେ ଏବଂ ସହେି ଗ୍ଭରମାନେେ ଯାହାସବୁ ଇଚ୍ଛା କରିବେ ତାହାସବୁ ନଇେଯିବେ। ଯେତବେେଳେ ଶ୍ରମିକମାନେ ତୁମ୍ଭ କ୍ଷତେ ରେ ଦ୍ରାକ୍ଷାଫଳ ସଂଗ୍ରହ କରନ୍ତି, ସମାନେେ ଅଳ୍ପ କିଛି ଅଙ୍ଗୁର ପଛ ରେ ଛାଡିଥାନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:18

ତା'ପରେ ଆଉ ଜଣେ ସ୍ବର୍ଗଦୂତ ବଦେୀରୁ ଆସିଲେ। ସହେି ଦୂତଙ୍କର ଅଗ୍ନି ଉପରେ କ୍ଷମତା ଥିଲା। ସେ ଧାରୁଆ ଦାଆ ଧରିଥିବା ଦୂତଙ୍କୁ ଉଚ୍ଚସ୍ବର ରେ ଡ଼ାକି କହିଲେ, ପୃଥିବୀର ଅଙ୍ଗୁର ପନ୍େଥାଗୁଡ଼ିକ ଦାଆ ବ୍ଯବହାର କରି କାଟି ପକାଅ, କାରଣ ଦ୍ରାକ୍ଷା ପାଚିଗଲାଣି।

Interlinear

Interlinear data is unavailable for this verse.

Choose Theme