Home Bibles ☰ Books ଯିରିମିୟ 51:13 · ଓଡ଼ିଆ ବାଇବେଲ
ଯିରିମିୟ 51:13 · ଓଡ଼ିଆ ବାଇବେଲ

ହେ ଜଳରାଶି ନିକଟରେ ବାସ କରୁଥିବା ଓ ଧନ ସମ୍ପଦ ରେ ଐଶ୍ବର୍ୟ୍ଯଶାଳୀ ବାବିଲ, ତୁମ୍ଭର ଅନ୍ତିମ କାଳ ଉପସ୍ଥିତ ଓ ତୁମ୍ଭର ଧ୍ବଂସ ହବୋର ସମୟ ଆସିୟାଇଛି।

Cross references

ଆଦି ପୁସ୍ତକ 6:13

ତେଣୁ ପରମେଶ୍ବର ନୋରକୁ କହିଲେ, ସମସ୍ତ ଲୋକ ପୃଥିବୀକୁ କୋର୍ଧ ଓ ହିଂସା ରେ ଛାରଖାର କରି ଦେଲଣେି। ତେଣୁ ଆମ୍ଭେ ପୃଥିବୀ ସହିତ ସମାନଙ୍କେୁ ବିନଷ୍ଠ କରିବାା

ଗୀତସଂହିତା 137:1

ଆମ୍ଭମାନେେ ବାବିଲୀଯ ନଦୀ ନିକଟରେ ସିୟୋନକୁ ସ୍ମରଣ କଲା ବେଳେ ସଠାେରେ ବସି ରୋଦନ କଲୁ।

ଯିଶାଇୟ 45:3

ପୁଣି ଆମ୍ଭେ ଅନ୍ଧକାରାବୃତ ଧନଭଣ୍ଡାର ଓ ଗୁପ୍ତ ସ୍ଥାନ ରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦବୋ। ତାହା ହେଲେ ତୁମ୍ଭେ ଜାଣିବ ଯେ ଆମ୍ଭେ ତୁମ୍ଭର ସଦାପ୍ରଭୁ ଓ ଆମ୍ଭେ ତୁମ୍ଭର ନାମ ଧରି ଆହ୍ବାନ କରୁଥିଲୁ। ଆମ୍ଭେ ଇଶ୍ରାୟେଲର ପରମେଶ୍ବର ଏହା ମଧ୍ଯ ତୁମ୍ଭେ ଜାଣି ପାରିବ।

ଯିରିମିୟ 17:11

ଏକା ତିତ୍ତିର ପକ୍ଷୀ ୟିଏ ଅଣ୍ଡା ଉଷୁମାଏ କିନ୍ତୁ ଅଣ୍ଡାରୁ ଛୁଆ ଫୁଟାଏ ନାହିଁ। ଜଣେ ବ୍ଯକ୍ତି ୟିଏ ଅନ୍ଯାଯ ରେ ଧନ ସଂଗ୍ରହ କରେ ତାହାରି ତୁଲ୍ଯ ହବେ। ସେ ନିଜ ଜୀବନ କାଳ ଅଧା ରେ ଏହିସବୁ ହରାଇବ ଓ ଆପଣା ଅନ୍ତିମ ଜୀବନ କାଳ ରେ ସେ ନିର୍ ବୋଧ ହବେ ।

ଯିରିମିୟ 50:27

ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ୟାଆନ୍ତୁ। ସମାନେେ ସନ୍ତାପର ପାତ୍ର, କାରଣ ସମାନଙ୍କେର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।

ଯିରିମିୟ 50:31

ହେ ଉଦ୍ଧତ ବାବିଲ, ଆମ୍ଭେ ତୁମ୍ଭ ବିପକ୍ଷ ରେ ଅଛୁ। ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯେ ହତେୁ ତୁମ୍ଭ ବିରୁଦ୍ଧ ରେ ଅଛୁ, ତେଣୁ ତୁମ୍ଭର ପ୍ରତିଫଳ ପାଇବାର ଦିନ ଆସିଅଛି।

ଯିରିମିୟ 50:37

ଆଉ ସମାନଙ୍କେର ଅଶ୍ବଗଣକୁ, ରଥଗୁଡ଼ିକୁ ଓ ତହିଁରେ ବାସ କରୁଥିବା ମିଶ୍ରିତ ଲୋକମାନଙ୍କୁ ଖଡ୍ଗ ବିନାଶ କରିବ ଓ ସମାନେେ ଭୟଭୀତା ସ୍ତ୍ରୀମାନଙ୍କ ପରି ହବେେ। ସମାନଙ୍କେର ଭଣ୍ଡାରସବୁ ଖଡ୍ଗ ରେ ବିନଷ୍ଟ ହବେ ଓ ସେସବୁ ଲୁଣ୍ଠିତ ହବେ।

ଯିରିମିୟ 51:36

ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭକୁ ସୁରକ୍ଷା ଦବୋ ଓ ତୁମ୍ଭ ପାଇଁ ପ୍ରତିଶାଧେ ନବୋ। ପୁଣି ଆମ୍ଭେ ବାବିଲର ସମୁଦ୍ରକୁ ଶୁଖାଇ ଦବୋ ଓ ତାହାର ନିର୍ଝରକୁ ଶୁଖାଇ ଦବୋ।

ଯିରିମିୟଙ୍କ ବିଳାପ 4:18

ଆମ୍ଭମାନଙ୍କ ଶତ୍ରୁମାନେ ଆମ୍ଭମାନଙ୍କୁ କବଳିତ କରିବା ପାଇଁ ଛକି ରହିଲେ। ତେଣୁ ଆମ୍ଭମାନେେ ରାସ୍ତା ରେ ଚାଲି ପାରିଲୁ ନାହିଁ। ଆମ୍ଭମାନଙ୍କ ଶଷେ ନିକଟ ଅଟେ। ଆମ୍ଭମାନଙ୍କର ଆଯୁ ଶଷେ ହାଇେଛି। ଆମ୍ଭମାନଙ୍କର ଶଷେକାଳ ଉପସ୍ଥିତ।

ଯିହିଜିକଲ 7:2

ସେ କହିଲେ, ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁ ଇଶ୍ରାୟେଲ ଭୂମିକୁ କହନ୍ତି, ସମଗ୍ର ଦେଶର ସମାପ୍ତି ଆସିୟାଇଛି।

ଦାନିଏଲ 5:26

ମିନେ ର ଅର୍ଥ ହେଉଛି, ପରମେଶ୍ବର ଆପଣଙ୍କ ରାଜ୍ଯର ଗଣନା କରି ଅଛନ୍ତି ଓ ତାହା ଶଷେ କରି ଅଛନ୍ତି।

ଆମୋଷ 8:2

ସଦାପ୍ରଭୁ ମାେତେ ପଚାରିଲେ, ହେ ଆମାଷେ, ତୁମ୍ଭେ କ'ଣ ଦେଖୁଛ?

ହବକକୂକ 2:5

ପରମେଶ୍ବର କହିଲେ, ଧନ ଗୋଟିଏ ବଳବାନ୍ ବ୍ଯକ୍ତିକୁ ପ୍ରତାରଣା କରିପାରିବ। ସେ କବେେ ସଫଳ ହାଇପୋରିବ ନାହିଁ। କବର ପରି ସେ ସର୍ବଦା ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରିବ। କିନ୍ତୁ ମୃତ୍ଯୁ ପରି ସେ କବେେ ସନ୍ତୁଷ୍ଟ ହବେନାହିଁ। ସେ ଅନ୍ୟସବୁ ଦେଶକୁ ପରାସ୍ତ କରି ଗ୍ଭଲିବ। ସେ ସହେି ଲୋକମାନଙ୍କୁ ବନ୍ଦୀ କରି ଗ୍ଭଲିବ।

ହବକକୂକ 2:8

ତୁମ୍ଭେ ବହୁ ଦେଶରୁ ଧନ ଅପହରଣ କରିଛ। ତେଣୁ ସହେି ଲୋକମାନେ ତୁମ୍ଭଠାରୁ ଅଧିକ ନଇେଯିବେ। ତୁମ୍ଭେ ବହୁ ଲୋକଙ୍କୁ ହତ୍ଯା କରିଛ। ବହୁଦେଶ ଓ ନଗର ଧ୍ବଂସ କରିଛ। ସବୁ ଲୋକଙ୍କୁ ସଠାେ ରେ ହତ୍ଯା କରିଛ।

ଲୂକଲିଖିତ ସୁସମାଚାର 12:19

ତା'ପରେ ମୁଁ ନିଜକୁ କହି ପାରିବି, ମୁଁ ଅନକେ ଉତ୍ତମ ପଦାର୍ଥ ଅନକେ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।'

Interlinear

Choose Theme