ବର୍ତ୍ତମାନ ତୁମ୍ଭର ପତନ ସମୟରେ ସମସ୍ତ ଦ୍ବୀପଗୁଡ଼ିକ କମ୍ପିତ ହବେେ। ଏବଂ ତୁମ୍ଭର ନିର୍ବାସୀତ ପ୍ରବେଶ କରିବା ସମୟରେ ସମୁଦ୍ରର ଦ୍ବୀପପୁଞ୍ଜ ଆନନ୍ଦ ରେ ବିହ୍ବଳ କରେ।'
Cross references
ମିଶର ସୋର ବିଷଯ ରେ ଏହି ସମ୍ବାଦ ଶୁଣିବ ଓ ବ୍ଯଥିତ ହବେ।
ହେ ତର୍ଶୀଶର କନ୍ଯାଗଣ, ତୁମ୍ଭେ ଫରେି ୟାଅ ଏବଂ ନିଜର ଜମି ରେ ଚାଷ କର, କାରଣ ତୁମ୍ଭର ଆଶ୍ରଯସ୍ଥଳ ଧ୍ବଂସ ପାଇୟାଇଛି।
ଦ୍ବୀପ ସମୂହ ଦେଖି ଭୟଭୀତ ହେଲେ, ପୃଥିବୀର ପ୍ରାନ୍ତ ସକଳ କମ୍ପିତ ହେଲେ, ସମାନେେ ନିକଟବର୍ତ୍ତୀ ହାଇେ ଆସିଲେ।'
ମାରେ ପ୍ରଭୁ ସଦାପ୍ରଭୁ ସୋରରୁ ଏହି କଥା କହନ୍ତି, ତୁମ୍ଭର ପତନର ଶବ୍ଦ ରେ ଭୂମଧ୍ଯସାଗରସ୍ଥ ଦ୍ବୀପସମୂହ କମ୍ପିତ ହବେ। ଏହା ଘଟିବ ଯେତବେେଳେ ଆହତ ଲୋକମାନେ ଭୟ ରେ ବିଳାପ କରିବେ ଓ ସମାନଙ୍କେୁ ସଂହାର କରାୟିବ।
ତୁମ୍ଭର ଜାହାଜର କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦ ରେ ସୁଦୂର ଉପନଗର ସମୂହ କମ୍ପିତ ହବେେ।
ଉପକୂଳବର୍ତ୍ତୀର ନିବାସୀମାନେ ତୁମ୍ଭ ବିଷଯ ରେ ଆଚମ୍ବିତ ହାଇେଅଛନ୍ତି ଏବଂ ସମାନଙ୍କେର ରାଜାମାନେ ଭୟଭୀତ ହାଇେଥିଲେ ଓ ସମାନଙ୍କେର ମୁଖମଣ୍ଡଳ ସମାନଙ୍କେର ଆଚମ୍ବିତ ପ୍ରକାଶ କଲା।
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ସେ ମୃତ୍ଯୁସ୍ଥାନକୁ ଗଲେ, ମୁଁ ସହେିଦିନ ଶାେକ କଲି। ମୁଁ ତାହାକୁ ଅଗାଧ ଜଳଧି ରେ ଆଚ୍ଛାଦନ କଲି ଓ ତହିଁର ସୋର୍ତସମୂହକୁ ନିବୃତ୍ତ କଲି। ତହିଁରେ ମହାଜଳରାଶି ରୁଦ୍ଧ ହେଲା। ପୁଣି ମୁଁ ତାହା ପାଇଁ ଲିବା ନୋନକୁ ଶାେକାକୁଳ କଲି। ଆଉ କ୍ଷେତ୍ରସ୍ଥ ବୃକ୍ଷମାନେ ଦୁଃଖ ରେ ମ୍ଲାନ ହେଲେ।