Home Bibles ଯିରିମିୟ 48:7 · ଓଡ଼ିଆ ବାଇବେଲ
ଯିରିମିୟ 48:7 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ନିଜ କର୍ମ ରେ ଓ ଧନ ସତ୍ତି ରେ ନିର୍ଭର କରିଅଛ। ଏଣୁ ତୁମ୍ଭମାନେେ ଧରାୟିବ। ଆଉ କମାେଶ ତା'ର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହାଇୟିବେ।

Cross references

ଗଣନା ପୁସ୍ତକ 21:29

ହେ ମାୟୋବ ତୁମ୍ଭେ ଦୁଃଖିତ ଅଟ। ତୁମ୍ଭେ କମାେଶର ଲୋକମାନଙ୍କୁ ହରାଇଛ। ତା'ର ପୁତ୍ରଗଣ ପଳାଯନ କରିଛନ୍ତି, ତା'ର କନ୍ଯାମାନେ ଇ ମାରେୀଯ ଶାସକ କର୍ତ୍ତା ରାଜା ସୀହାନେ ହସ୍ତ ରେ ବନ୍ଦୀ ହାଇେଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 11:24

ତୁମ୍ଭମାନଙ୍କର ଦବେତା ସହେି କମାେଶ ତୁମ୍ଭମାନଙ୍କୁ ଯେଉଁ ଦେଶ ହିଅନ୍ତି, ସହେି ଦେଶ ତୁମ୍ଭମାନେେ ଅଧିକାର କରି ପାରିବ। ସହେିପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କୁ ଅେମ୍ମାନୀୟମାନଙ୍କର ଯେଉଁ ଦେଶ ଦିଅନ୍ତି, ତାହା ଆମ୍ଭମାନେେ ଅଧିକାର କରିବକ୍ସ୍ଟ।

ଦିତୀୟ ଶାମୁୟେଲ 5:21

ସହେି ସ୍ଥାନ ରେ ପଲେଷ୍ଟୀୟମାନେ ସମାନଙ୍କେର ମୂର୍ତ୍ତିଗୁଡିକୁ ଛାଡି ଗ୍ଭଲିଗଲେ। ଦାଉଦ ଓ ତାଙ୍କର ପୁରୁଷମାନେ ସହେିସବୁ ମୂର୍ତ୍ତିଗୁଡିକୁ ଦୂ ରଇେ ଦେଲେ।

ପ୍ରଥମ ରାଜାବଳୀ 11:7

ଶ ଲୋମନ ୟିରୁଶାଲମର ପରବର୍ତ୍ତୀ ପର୍ବତ ରେ ମାୟୋବର ଘୃଣାୟୋଗ୍ଯ କମାେଣ ମୂର୍ତ୍ତି ଓ ଅମ୍ମାନେ-ସନ୍ତାନଗଣର ଘୃଣା ଯୋଗ୍ଯ ମାେଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।

ପ୍ରଥମ ରାଜାବଳୀ 11:33

ଆମ୍ଭେ ଶଲୋମନର ରାଜ୍ଯ କାଢି ନବୋର କାରଣ ହେଉଛି, ସେ ଆମ୍ଭର ପଶ୍ଚାତ୍ଗାମୀ ହେଲାନାହିଁ। ସେ ମାେତେ ପରିତ୍ଯାଗ କରି ସୀଦୋନୀଯମାନଙ୍କ ଅଷ୍ଟାରୋତ୍ ଦବେତା, ମାଯାେବର କମାେଶ୍ ଦବେତାକୁ ଓ ଅେମ୍ମାନୀୟମାନଙ୍କର ମିଲ୍କମ୍ ଦବେତାକୁ ପ୍ରଣାମ କରିଅଛି। ମାେ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା'ର ପିତା ଦାଉଦ ପରି ସେ ମାରେ ନିର୍ଦ୍ଦେଶ ଓ ନିଯମ ଆଜ୍ଞା ମାନିଲା ନାହିଁ।

ଗୀତସଂହିତା 40:4

ୟଦି ଜଣେ ସଦାପ୍ରଭୁଙ୍କୁ ବିଶ୍ବାସ କରେ, ସହେି ବ୍ଯକ୍ତିଟି ପ୍ରକୃତରେ ସୁଖୀ ହୁଏ। ଜଣେ ବ୍ଯକ୍ତି ପ୍ରକୃତରେ ଖୁସିରେ ରହେ, ୟଦି ସେ ପ୍ରତମାନଙ୍କେୁ କିଅବା ମିଥ୍ଯା ଦବେତାମାନଙ୍କୁ ଆଦର କରି ନ ଥାଏ।

ଗୀତସଂହିତା 49:6

ଅନକେ ଲୋକ ଭାବନ୍ତି ସମାନଙ୍କେର ଧନ ଓ ବଳ ସମାନଙ୍କେୁ ରକ୍ଷା କରିବ କିନ୍ତୁ ସହେି ଲୋକମାନେ ମୂର୍ଖ ଅଟନ୍ତି।

ଗୀତସଂହିତା 52:7

ଦେଖ ତାଙ୍କୁ କ'ଣ ହେଲା। ସେ ରକ୍ଷା ପାଇବା ପାଇଁ ପରମେଶ୍ବରଙ୍କୁ ବିଶ୍ବାସ କଲା ନାହିଁ। ସେ ଭାବିଲା, ତା'ର ଧନ ଏବଂ ମିଥ୍ଯା ତାକୁ ଉଦ୍ଧାର କରିବ।

ଗୀତସଂହିତା 62:8

ହେ ଲୋକମାନେ! ସବୁକାଳେ ପରମେଶ୍ବରଙ୍କଠାରେ ନିର୍ଭର କର। ପରମେଶ୍ବରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ। ପରମେଶ୍ବର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରଯସ୍ଥଳ।

ଯିଶାଇୟ 46:1

ବେଲ୍ ଓ ନବୋ ଆମ୍ଭ ସମ୍ମୁଖ ରେ ଅବନତ ହବେେ। ସମାନଙ୍କେର ପ୍ରତିମାଗୁଡ଼ିକ ଜନ୍ତୁ ଓ ପଶୁମାନଙ୍କ ଉପ ରେ ଥୁଆ ହାଇେଛନ୍ତି। ସଗେୁଡ଼ିକ ବୋଝପରି ତୁମ୍ଭମାନେେ ବହି ଚାଲିଲ, ତାହା କ୍ଲାନ୍ତ ପଶୁମାନଙ୍କ ପାଇଁ କବଳେ ଭାର ହାଇେଅଛି।

ଯିଶାଇୟ 59:4

କହେି ନ୍ଯାଯ ରେ ଗୁହାରି ଶୁଣେ ନାହିଁ ଓ କହେି ସତ୍ଯ ରେ ପ୍ରତିବାଦ କରେ ନାହିଁ। ସମାନେେ ଅସାରତା ରେ ନିର୍ଭର କରନ୍ତି ଓ ମିଥ୍ଯା କଥା କୁହନ୍ତି। ସମାନେେ ଅନିଷ୍ଟକୁ ଗର୍ଭ ରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି।

ଯିରିମିୟ 9:23

ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।

ଯିରିମିୟ 13:25

ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଏହି ଭାଗମାପ କଲୁ। କାରଣ ତୁମ୍ଭମାନେେ ମାେତେ ପାଶୋରିଲ ଓ ମିଥ୍ଯା ଦବଗେଣ ରେ ବିଶ୍ବାସ କଲ।

ଯିରିମିୟ 43:12

ନବୂଖଦନିତ୍ସର ମିଶର ଦେଶସ୍ଥ ସମସ୍ତ ଦବୋଳଯ ରେ ଅଗ୍ନି ସଂୟୋଗ କରିବ। ସେ ସଗେୁଡ଼ିକୁ ପୋଡ଼ି ସମସ୍ତ ମୂର୍ତ୍ତି ବାବିଲକୁ ନଇୟିବେ। ପୁଣି ମଷେପାଳକ ଯେପରି ଆପଣା ବସ୍ତ୍ରକୁ ପରିଚ୍ଛନ୍ନ କରେ ସହେିପରି ସେ ମିଶରକୁ ନିର୍ମଳ କରିବ। ସେ ମିଶର ରେ ଶାନ୍ତି ସ୍ଥାପନ କରି ପ୍ରସ୍ଥାନ କରିବ।

ଯିରିମିୟ 48:13

ଯେପରି ଇଶ୍ରାୟେଲ ବଂଶ ଆପଣା ବିଶ୍ବାସ ଭୂମି ବୈଥଲେ ବିଷଯ ରେ ଲଜ୍ଜିତ ହାଇେଥିଲେ, ସହେିପରି ମାଯାେବ କମାେଶ ବିଷଯ ରେ ଲଜ୍ଜିତ ହବେ।

ଯିରିମିୟ 48:46

ହେ ମାୟୋବ, ତୁମ୍ଭକୁ ଧିକ୍, କମାେଶର ଲୋକମାନେ ବିନଷ୍ଟ ହେଲେ। କାରଣ ତୁମ୍ଭର ପୁତ୍ରକନ୍ଯାମାନେ ବନ୍ଦୀ ହାଇେ ବନ୍ଦୀତ୍ବ ସ୍ଥାନକୁ ନୀତ ହେଲେ।

ଯିରିମିୟ 49:3

ହେ ହିଶବୋନ ନିବାସୀଗଣ, ତୁମ୍ଭମାନେେ ଚିତ୍କାର କର। କାରଣ ଅଯ ଧ୍ବଂସ ପାଇଲା। ହେ ରବ୍ବାର କନ୍ଯାଗଣ, ଚିତ୍କାର କର। ଚଟବସ୍ତ୍ର ପରିଧାନ କରି ବିଳାପ କର ଓ ପ୍ରାଚୀର ମଧିଅରେ ଏଣେ ତଣେେ ଦୌଡ଼, କାରଣ ମିଲକମର ଯାଜକଗଣ ଓ ଅଧିପତିଗଣ ଏକତ୍ର ହାଇେ ନିର୍ବାସନକୁ ଯିବେ।

ଯିରିମିୟ 49:4

ତୁମ୍ଭମାନେେ ତୁମ୍ଭମାନଙ୍କର ଶକ୍ତି ଓ ଧନ ସଦ ଉପ ରେ ଦର୍ପ କରୁଅଛ। ଏଥିପାଇଁ ତୁମ୍ଭମାନେେ କହୁଅଛ ଆମ୍ଭମାନଙ୍କ ପାଖକୁ କହେି ଆସିବେ ନାହିଁ।

ଯିହିଜିକଲ 28:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

ହୋଶେୟ 10:13

କିନ୍ତୁ ତୁମ୍ଭମାନେେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭମାନେେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ଯାର ଫଳ ତୁମ୍ଭେ ଭକ୍ଷଣ କଲ। କାହିଁକି? କାରଣ ତୁମ୍ଭମାନେେ ତୁମ୍ଭ ଶକ୍ତି ଓ ସୈନ୍ଯବାହିନୀ ଉପ ରେ ବିଶ୍ବାସ ରଖିଛ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:17

ଏହି ଆଦେଶ ସହେିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀ ରେ ଧନୀ ଅଟନ୍ତି। ସମାନଙ୍କେୁ ଗର୍ବ ନ କରିବା ପାଇଁ କୁହ। ସମାନଙ୍କେୁ କୁହ ଯେ ସମାନେେ ନିଜ ଧନର ନୁହେଁ, ମାତ୍ର ପରମେଶ୍ବରଙ୍କର ଆଶ୍ରୟ ନବୋ ଉଚିତ। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ ରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:7

ସେ ଯେପରି ନିଜେ ଭୋଗବିଳାସ ଓ ଆମାଦେ ପ୍ରମାଦେ ରେ ଜୀବନ ବିତାଇଛି, ସହେିପରି ତାହାକୁ ଅଧିକ ପରିମାଣ ରେ ୟନ୍ତ୍ରଣା ଓ ବ୍ଯଥା ଭୋଗିବାକୁ ଦିଆୟିବ। ସେ ନିଜେ ଗର୍ବ ରେ କ ହେ, ମୁଁ ରାଣୀ ପରି ସିଂହାସନ ରେ ବସିଛି। ମୁଁ ବିଧବା ନୁହେଁ, ମୁଁ କବେେ ଶାେକ କରିବି ନାହିଁ।

Interlinear

Choose Theme