Home Bibles ଯିରିମିୟ 45:3 · ଓଡ଼ିଆ ବାଇବେଲ
ଯିରିମିୟ 45:3 · ଓଡ଼ିଆ ବାଇବେଲ

' ହେ ବାରୂକ, ତୁମ୍ଭେ ମାେ ହାୟ, ହାୟ କହିଲ, କାରଣ ସଦାପ୍ରଭୁ ମାରେ ୟନ୍ତ୍ରଣା ରେ ଦୁଃଖ ଯୋଡ଼ି ଦେଲେ। ମୁଁ କଥା କହିବାକୁ କ୍ଲାନ୍ତ ହେଉଅଛି ଓ ୟନ୍ତ୍ରଣା ରେ ଥରୁଅଛି, ଯେ ହତେୁ ମାରେ କିଛି ବିଶ୍ରାମ ନାହିଁ।'

Cross references

ଆଦି ପୁସ୍ତକ 37:34

ଏହାର ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶଷେ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶାେକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ୟ୍ଯନ୍ତ ପୁତ୍ର ପାଇଁ ଶୋକ କଲେ।

ଆଦି ପୁସ୍ତକ 42:36

ଯାକୁବ ସମାନଙ୍କେୁ କହିଲେ, ତୁମ୍ଭେ କ'ଣ ଭାବୁଛ ମୁଁ ମାରେସମସ୍ତ ପିଲାମାନଙ୍କୁ ହରାଇବି? ଯୋଷଫେ ଗଲା,ଶିମିଯୋନ ଗଲା ଏବଂ ତୁମ୍ଭେ ବର୍ତ୍ତମାନ ବିନ୍ଯାମୀନକୁ ନବୋ ପାଇଁ ଚାହୁଁଛ।

ଗଣନା ପୁସ୍ତକ 11:11

ତହୁଁ ମାଶାେ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅସୁବିଧା କରୁଛ? ତୁମ୍ଭେ କାହିଁକି ମାେ ଉପରେ କୋର୍ଧ ଦଖାେଉଛ? କାହିଁକି ଆପଣା ମାେ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ?

ଯିହୋଶୂୟ 7:7

ଯିହାଶୂେୟ କହିଲେ, ହେ ମାରେ ପ୍ରଭକ୍ସ୍ଟ, ଆପଣ କାହିଁକି ଏହି ଲୋକମାନଙ୍କୁ ୟର୍ଦ୍ଦନ ପାର ହବୋକକ୍ସ୍ଟ ଦେଲେ? କ'ଣ ଆମ୍ଭକକ୍ସ୍ଟ ଇ ମାରେୀଯମାନଙ୍କ ହସ୍ତ ରେ ବିନାଶ କରିବାକୁ, ଏହା କଲେ? ଆହା ଯଦି ମୁ ୟର୍ଦ୍ଦନ ସପୋରି ରେ ରହିଥାନ୍ତି।

ଆୟୁବ ପୁସ୍ତକ 16:11

ପରମେଶ୍ବର ମାେତେ ଦୁଷ୍ଟ ଲୋକଙ୍କ ହାତ ରେ ସମର୍ପି ଦଇେଛନ୍ତି। ସେ ଦୁଷ୍ଟ ଲୋକମାନଙ୍କୁ ମାେତେ ଆଘାତ କରିବାକୁ ଅନୁମତି ଦଇେଛନ୍ତି।

ଆୟୁବ ପୁସ୍ତକ 23:2

ମୁଁ ଆଜି ବି ଅଭିଯୋଗ କରୁଛି କାରଣ ମୁଁ ଆଜିବି କଷ୍ଟ ପାଉଛି।

ଗୀତସଂହିତା 6:6

ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମାରେ ବିଛଣା ମାରେ ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।

ଗୀତସଂହିତା 6:7

ମାରେ ଶତ୍ରୁମାନେ ମାେତେ ବହୁତ ଦୁଃଖ ଦଇେଛନ୍ତି, ୟାହାକି ମାେତେ ବହୁତ ଦୁଃଖୀ କରିଛି। ବର୍ତ୍ତମାନ ମାରେ ଚକ୍ଷୁଦ୍ବଯ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।

ଗୀତସଂହିତା 27:13

ମୁଁ ପ୍ରକୃତରେ ବିଶ୍ବାସ କରେ ୟେ, ମୃତ୍ଯୁ ପୂର୍ବରୁ ମୁଁ ନିଶ୍ଚଯ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।

ଗୀତସଂହିତା 42:7

ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ। ଯେତବେେଳେ ଜଳପ୍ରପାତ ଓଲଟ ପାଲଟ ହାଇୟୋଏ, ନିମ୍ନଭାଗର ଜଳ ସୋର୍ତ ଶବ୍ଦ କରେ। ସଦାପ୍ରଭୁ, ତୁମ୍ଭର ଢ଼େଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମାରେ ଚତୁଃପାଶର୍‌ବରେ ଚୂର୍ଣ୍ଣ ହାଇୟୋଏ ଓ ମାେତେ ଟପିୟାଏ।

ଗୀତସଂହିତା 69:3

ସାହାୟ୍ଯ ପାଇଁ ଡ଼ାକି ଡ଼ାକି ମୁଁ ଦୁର୍ବଳ ହବୋକୁ ଯାଉଛି। ମାରେ କଣ୍ଠ ୟନ୍ତ୍ରଣା ହେଉଛି। ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଚାହିଁଛି। ଏବଂ ଚାହିଁ ଚାହିଁ ମାରେ ଆଖିଦ୍ବଯ ୟନ୍ତ୍ରଣା କରୁଛି।

ଗୀତସଂହିତା 77:3

ମୁଁ ପରମେଶ୍ବରଙ୍କୁ ସ୍ମରଣ କରି, ମୁଁ ତାଙ୍କୁ ମାରେ ଅନୁଭୂତି କହିବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ପାରୁ ନାହିଁ।

ଗୀତସଂହିତା 120:5

ମିଥ୍ଯାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି। ଏହା କଦୋରର ତମ୍ବୁରେ ବାସ କରିବା ସଦୃଶ।

ହିତୋପଦେଶ 24:10

ବିପଦ ଦିନ ରେ ତୁମ୍ଭେ ଯଦି ଭୀରୁ ଦଖାଇବେ, ତବେେ ତୁମ୍ଭର ଶକ୍ତି କ୍ଷୀଣ ହବେ।

ଯିରିମିୟ 8:18

ହେ ପରମେଶ୍ବର ମାରେ ହୃଦଯ ଦୁଃଖ ରେ ଅଭିଭୂତ, ମୁଁ ଅତ୍ଯନ୍ତ ଭୟଭୀତ ଓ ମୂର୍ଚ୍ଛିତ।

ଯିରିମିୟ 9:1

ଯବେେ ମାରେ ମସ୍ତକ କଳମଯ ଓ ମାରେ ଚକ୍ଷୁ ଲୋତକର ଝରଣାସ୍ବରୂପ ହୁଅନ୍ତା, ତବେେ ମୁଁ ମାହେର ନିହତ ଲୋକମାନଙ୍କ ପାଇଁ ଅହୋରାତ୍ର କ୍ରନ୍ଦନ କରିପାରନ୍ତି।

ଯିରିମିୟ 15:10

ହେ ମାତା, ତୁମ୍ଭକୁ ଧିକ୍ ଯେ, ତୁମ୍ଭେ ମାେ ପରି ଏକ ୟୁଦ୍ଧ ଓ ବିବାଦର ମଣିଷକୁ ଜନ୍ମ ଦଇେଛ। ମୁଁ କାହାରିକୁ ଧାର ଦଇେ ନାହିଁ ଏବଂ କାହାଠାରୁ ଧାର କରି ନାହିଁ। କିନ୍ତୁ ତଥାପି ପ୍ରେତ୍ୟକକ ମାେତେ ଅଭିଶାପ ଦିଅନ୍ତି।

ଯିରିମିୟ 20:7

ହେ ସଦାପ୍ରଭୁ, ତୁମ୍ଭେ ମାେତେ ତୁମ୍ଭର ଭବିଷ୍ଯଦବକ୍ତା ହବୋରୁ ବିପଥଗାମୀ କରାଇଲ ଓ ମୁଁ ପ୍ରଚାରିତ ହଲିେ। ତୁମ୍ଭେ ମାଠାରୁେ ଶକ୍ତିଶାଳୀ, ଯେଉଁଥିପାଇଁ ମାେ'ଠାରୁ ଜଯ କରିଅଛ। ମୁଁ ଦିନୟାକ ଉପହାସର ପାତ୍ର ହାଇେଅଛି, ସମସ୍ତେ ମାେତେ ପରିହାସ କରୁଛନ୍ତି।

ଯିରିମିୟଙ୍କ ବିଳାପ 1:13

ସଦାପ୍ରଭୁ ଉର୍ଦ୍ଧ୍ବରୁ ମାେ ଅସ୍ଥିଗୁଡ଼ିକ ମଧ୍ଯରୁ ଅଗ୍ନି ପ୍ ରରଣେ କରି ଅଛନ୍ତି, ସେ ମାରେ ମରଣ ପାଇଁ ଢ଼ାଲ ପାତିଛନ୍ତି ଓ ସେଥି ରେ ମାେତେ ଗୁଡ଼ାଇ ଦଇେଛନ୍ତି। ସେ ମାେତେ ଅନାଥିନୀ ଓ ଦିନସାରା ଅସୁସ୍ଥା କରିଛନ୍ତି।

ଯିରିମିୟଙ୍କ ବିଳାପ 1:22

ଆଉ ଦେଖ, ମାରେ ଶତ୍ରୁଗଣ କିପରି ଦୁଷ୍ଟତା ରେ ପରିପୂର୍ଣ୍ଣ । ମାରେ ଅଧର୍ମ ଯୋଗୁଁ ମାେ' ପ୍ରତି ଯେଉଁପରି ବ୍ଯବହାର କରିଥିଲ, ସମାନଙ୍କେ ପ୍ରତି ସହେି ପ୍ରକାର କର। କାରଣ ମୁଁ ଅନକେଥର ବିଳାପ କରୁଛି ଓ ମାରେ ହୃଦଯ ମୂର୍ଚ୍ଛିତ ହାଇେଅଛି।

ଯିରିମିୟଙ୍କ ବିଳାପ 3:1

ମୁଁ ସହେି ମନୁଷ୍ଯ, ଯେ କି ସଦାପ୍ରଭୁଙ୍କ କୋରଧରୂପ ପାଞ୍ଚଣ ଦ୍ବାରା ପ୍ରହୃତ ହାଇେଥିବା କ୍ଲେଶ ଦେଖିଅଛି।

ଯିରିମିୟଙ୍କ ବିଳାପ 3:32

ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ ରମେ ଅନୁସାରେ ସେ ଆମ୍ଭମାନଙ୍କୁ ଦୟା କରନ୍ତି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:1

ପରମେଶ୍ବର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସବୋ କାର୍ୟ୍ଯ ଦଇେଛନ୍ତି, ସେଥିପାଇଁ ଆମ୍ଭେ ଏହାକୁ ଛାଡ଼ିବା ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:16

ସେଥିପାଇଁ ଆମ୍ଭେ କବେେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ଯିକ ଶରୀର କ୍ଷୀଣ ହାଇେ ଯାଉଛି, କିନ୍ତୁ ଆମ୍ଭର ଅନ୍ତଃରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହାଇେ ଯାଉଅଛି।

ଗାଲାତୀୟଙ୍କ ପ୍ରତି ପତ୍ର 6:9

ଆମ୍ଭେ ଉତ୍ତମ କାର୍ୟ୍ଯ କରିବା ରେ ଥକିୟିବା ନାହିଁ। କାରଣ ଉପୟୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:13

ଭାଇ ଓ ଭଉଣୀମାନେ ! ଭଲ କାମ କରିବା ପାଇଁ କବେେ ହେଲେ କ୍ଲାନ୍ତ ହୁଅ ନାହିଁ।

ଏବ୍ରୀ 12:3

ଯୀଶୁଙ୍କ ବିଷୟ ରେ ଭାବି ଦେଖ। ଯେତବେେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧ ରେ କିଛି କରୁଥିଲେ, ସେ ଅତି ର୍ଧୈୟ୍ଯର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭମାନେେ ମଧ୍ଯ ସହେି ଭଳି ର୍ଧୈୟ୍ଯବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।

Interlinear

Choose Theme