Home Bibles ☰ Books ଗୀତସଂହିତା 6:7 · ଓଡ଼ିଆ ବାଇବେଲ
ଗୀତସଂହିତା 6:7 · ଓଡ଼ିଆ ବାଇବେଲ

ମାରେ ଶତ୍ରୁମାନେ ମାେତେ ବହୁତ ଦୁଃଖ ଦଇେଛନ୍ତି, ୟାହାକି ମାେତେ ବହୁତ ଦୁଃଖୀ କରିଛି। ବର୍ତ୍ତମାନ ମାରେ ଚକ୍ଷୁଦ୍ବଯ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।

Cross references

ଦିତୀୟ ରାଜାବଳୀ 20:3

ହେ ସଦାପ୍ରଭୁ ମୁଁ ବିନଯ କରି କହୁଛି, ମୁଁ ସତ୍ଯତା ଓ ସର୍ବାନ୍ତଃକରଣ ରେ ତୁମ୍ଭ ସବୋ କରି ଆସିଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର। ତା'ପରେ ହିଜକିଯ ଅତିଶଯ ରୋଦନ କଲେ।

ଆୟୁବ ପୁସ୍ତକ 7:3

ଅନକେ ମାସ ମାେତେ ନିରାଶ କରି ରାତ୍ରି ପରେ ରାତ୍ରି କଷ୍ଟ ଦିଆୟାଇ ଥିଲା।

ଆୟୁବ ପୁସ୍ତକ 17:7

କାରଣ ମାରଦେୁଃଖ ଯୋଗୁଁ ମାରେ ଚକ୍ଷୁ ଅନ୍ଧ ପ୍ରାଯ ହାଇଗେଲାଣି। ମାରେଶରୀର ଛାଇପରି କ୍ଷୀଣ ହାଇଗେଲାଣି।

ଗୀତସଂହିତା 31:9

ହେ ସଦାପ୍ରଭୁ, ମାେ ଉପରେ ଅନକେ ବିପଦ ପଡ଼ିଛି, ତଣେୁ ମାେ ପ୍ରତି କରୁଣା କର। ମୁଁ ଏତେ ବିଚଳିତ ହାଇେ ପଡ଼ିଛି ୟେ ମାରେ ଚକ୍ଷୁ ୟନ୍ତ୍ରଣା କରୁଛି। ମାରେ ଗଳା ଶୁଖି ଯାଉଛି, ମାେ ପାକସ୍ଥଳୀ ୟନ୍ତ୍ରଣା ଦେଉଛି।

ଗୀତସଂହିତା 32:3

ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମାରେ ଗୋପନ ପାପ ବିଷଯରେ ତୁମ୍ଭକୁ କିଛି କହିଲି ନାହିଁ। ମୁଁ କବଳେ ଦୁର୍ବଳ ହାଇେ ପଡ଼ିଲି, ପ୍ରେତ୍ୟକକ ଥର ଯେତବେେଳେ ମୁଁ ପ୍ରାର୍ଥନା କଲି।

ଗୀତସଂହିତା 38:10

ମାରେ ହୃଦଯ ବିଦୀର୍ଣ୍ଣ ହେଉଅଛି। ମାରେ ବଳସବୁ କ୍ଷୀଣ ହାଇଗେଲାଣି ଓ ମୁଁ ଅନ୍ଧ ହାଇଯୋଉଛି।

ଗୀତସଂହିତା 69:4

ମାରେ ଶତ୍ରୁ,ମାରେ ମୁଣ୍ଡବାଳଠାରୁ ଅଧିକ। ସମାନେେ ବୃଥାରେ ମାେ ସହିତ ଶତ୍ରୁତା କରନ୍ତି। ସମାନେେ ମାରେ ବିନାଶର କାମନା ବହୁତ କରୁଛନ୍ତି। ମାରେ ଅନକେ ଶତ୍ରୁଗଣ ମାେ ବିଷଯରେ ମିଛ କଥା କହନ୍ତି। ସମାନେେ ମିଛରେ ମାେତେ ଚୋର କହିଲେ ଏବଂ ସହେି ବସ୍ତୁଗୁଡ଼ିକ ମାେତେ ଦବୋକୁ କହିଲେ, ୟାହା ମୁଁ ଚେୀରି କରି ନାହିଁ।

ଗୀତସଂହିତା 88:9

କ୍ଲେଶ ସକାଶୁ ମାରେ ଚକ୍ଷୁ କ୍ଷୀଣ ହାଇେଅଛି। ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭଠାରେ ମୁଁ ହାତ ପାତୁ ଅଛି।

ଯିରିମିୟ 45:3

' ହେ ବାରୂକ, ତୁମ୍ଭେ ମାେ ହାୟ, ହାୟ କହିଲ, କାରଣ ସଦାପ୍ରଭୁ ମାରେ ୟନ୍ତ୍ରଣା ରେ ଦୁଃଖ ଯୋଡ଼ି ଦେଲେ। ମୁଁ କଥା କହିବାକୁ କ୍ଲାନ୍ତ ହେଉଅଛି ଓ ୟନ୍ତ୍ରଣା ରେ ଥରୁଅଛି, ଯେ ହତେୁ ମାରେ କିଛି ବିଶ୍ରାମ ନାହିଁ।'

ଯିରିମିୟଙ୍କ ବିଳାପ 5:17

ଏହିସବୁ କାରଣରୁ ଆମ୍ଭମାନଙ୍କ ଅନ୍ତର କ୍ଷୀଣ ହାଇେଅଛି ଓ ଆମ୍ଭମାନଙ୍କ ଚକ୍ଷୁ ଜଳକା ହାଇେଅଛି।

Interlinear

Choose Theme