Home Bibles ☰ Books ଯିହିଜିକଲ 20:32 · ଓଡ଼ିଆ ବାଇବେଲ
ଯିହିଜିକଲ 20:32 · ଓଡ଼ିଆ ବାଇବେଲ

ତୁମ୍ଭମାନେେ କହୁଛ, ଆସ ଆମ୍ଭମାନେେ ଅନ୍ୟ ଦେଶୀଯମାନଙ୍କ ପରି ହବୋ, ଗୋଷ୍ଠୀଯମାନଙ୍କ ପରି ହବୋ, ଯେଉଁମାନେ କାଠ ଓ ପଥରର ପୂଜା କରନ୍ତି। ତୁମ୍ଭମାନଙ୍କର ମନ ରେ ଉଠୁଥିବା ଏହି ଇଚ୍ଛା କବେେ ପୂରଣ ହବେ ନାହିଁ।'

Cross references

ଦିତୀୟ ବିବରଣ 4:28

ସଠାେରେ ତୁମ୍ଭମାନେେ ମନକ୍ସ୍ଟଷ୍ଯର ହସ୍ତକୃତ କାଠମଯ ଓ ପ୍ରସ୍ତରମଯ ପକ୍ସ୍ଟଣି ଯେଉଁମାନେ ଦେଖନ୍ତି ନାହିଁ, କି ଶକ୍ସ୍ଟଣନ୍ତି ନାହିଁ କି ଭୋଜନ କରନ୍ତି ନାହିଁ, କି ଆଘ୍ରାଣ କରନ୍ତି ନାହିଁ, ଏପରି ଦବଗେଣର ସବୋ କରିବ।

ଦିତୀୟ ବିବରଣ 28:36

ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକକ୍ସ୍ଟ ଆପଣା ଉପରେ ନିୟକ୍ସ୍ଟକ୍ତ କଲ ତୁମ୍ଭର ସହେି ରାଜାକକ୍ସ୍ଟ ତୁମ୍ଭର ଓ ତକ୍ସ୍ଟମ୍ଭ ପୂର୍ବପୁରୁଷ ଅଜ୍ଞାତ ଏକ ଗୋଷ୍ଠୀଯ ଲୋକଙ୍କ ନିକଟକକ୍ସ୍ଟ ନିର୍ବାସିତ କରିବେ। ଏବଂ ସଠାେରେ ତୁମ୍ଭମାନେେ କାଠ ପଥର ଦବେତାମାନଙ୍କର ସବୋ କରିବ।

ଦିତୀୟ ବିବରଣ 28:64

ସଦାପ୍ରଭୁ ପୃଥିବୀର ଏକ ସୀମାରକ୍ସ୍ଟ ଅନ୍ୟସୀମା ପର୍ୟ୍ଯନ୍ତ ସମସ୍ତ ଗୋଷ୍ଠୀ ମଧିଅରେ ତୁମ୍ଭକୁ ଛିନ୍ନ ଭିନ୍ନ କରିବେ। ଆଉ ସଠାେରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବ ପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତୀ ପୂଜା କରିବ।

ଦିତୀୟ ବିବରଣ 29:17

ଆଉ ତୁମ୍ଭମାନେେ ସମାନଙ୍କେ ମଧିଅରେ ଥିବା ଘୃଣା ଯୋଗ୍ଯ ବସ୍ତକ୍ସ୍ଟ ଓ ସମାନଙ୍କେ କାଠ ଓ ପଥର, ରୂପା ଓ ସକ୍ସ୍ଟନାର ପ୍ରତିମାମାନ ଦେଖିଅଛ।

ପ୍ରଥମ ଶାମୁୟେଲ 8:5

ଇଶ୍ରାୟେଲର ପ୍ରାଚୀନଗଣ ଶାମୁୟେଲଙ୍କୁ କହିଲେ, ତୁମ୍ଭେ ବୃଦ୍ଧ ହାଇୟୋଇଛ ଏବଂ ତୁମ୍ଭର ପକ୍ସ୍ଟଅମାନେ ତକ୍ସ୍ଟମ୍ଭପରି ଜୀବନୟାପନ କରୁନାହାନ୍ତି। ତେଣୁ ଆପଣ ଆମ୍ଭମାନଙ୍କୁ ଗୋଟିଏ ଶାସକ ଦିଅନ୍ତକ୍ସ୍ଟ। ଆମ୍ଭମାନଙ୍କୁ ଶାସନ କଲାଭଳି ଯାହା ଅନ୍ୟ ଜାତିମାନଙ୍କର ଅଛି।

ଗୀତସଂହିତା 33:10

ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ଯର୍ଥ କରି ପାରନ୍ତି। ସେ ସମାନଙ୍କେ ସମସ୍ତ ଯୋଜନାକୁ ବ୍ଯର୍ଥ କରି ପାରନ୍ତି।

ଗୀତସଂହିତା 139:2

ତୁମ୍ଭେ ଜାଣ ଯେତବେେଳେ ମୁଁ ବସେ ଏବଂ ଯେତବେେଳେ ମୁଁ ଛିଡ଼ା ହୁଏ। ୟଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମାରେ ମନକଥା ଜାଣ।

ହିତୋପଦେଶ 19:21

ମନୁଷ୍ଯର ମନ ରେ ନାନାପ୍ରକାର ଯୋଜନା ଥାଏ। ମାତ୍ର ସଦାପ୍ରଭୁଙ୍କର ଇଚ୍ଛା ପ୍ରକାଶ ହବେ।

ଯିଶାଇୟ 37:19

ଆଉ ମଧ୍ଯ ସମାନେେ ସହେି ଦେଶର ଦବେତାମାନଙ୍କୁ ଅଗ୍ନି ରେ ନିକ୍ଷପେ କରିଛନ୍ତି। କାରଣ ସମାନେେ ପ୍ରକୃତ ଦବେତା ନୁହଁନ୍ତି। ମନୁଷ୍ଯ ହସ୍ତ ନିର୍ମିତ କାଷ୍ଠ ଓ ପାଷାଣ ପ୍ରତିମା। ତେଣୁ ସମାନେେ ସଗେୁଡ଼ିକୁ ବିନାଶ କରିଛନ୍ତି।

ଯିରିମିୟ 44:17

ଆମ୍ଭେ ନିଶ୍ଚିତ କରିବୁ ଯେ ହତେୁ ଆମ୍ଭେ ପ୍ରତିଜ୍ଞା କରିବୁ। ଅର୍ଥାତ୍ ଯିହୁଦାର ନଗର ସମୂହ ରେ ଓ ୟିରୁଶାଲମର ସମସ୍ତ ପଥରେ ଆମ୍ଭମାନେେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ଆମ୍ଭମାନେେ ପଯେ ନବୈେଦ୍ଯ ଉତ୍ସର୍ଗ କରିବୁ। କାରଣ ସେ ସମୟରେ ଆମ୍ଭମାନେେ ଆମ୍ଭମାନେେ ପ୍ରଚୁର ଆହାର ପାଇଲୁ ଏବଂ ସୁଖ ରେ ଥିଲୁ। କୌଣସି ଅମଙ୍ଗଳ ଆମପ୍ରତି ଘଟି ନ ଥିଲା।

ଯିରିମିୟ 44:29

ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ରେ ତୁମ୍ଭମାନଙ୍କୁ ଦଣ୍ଡ ଦବୋ ଓ ତାହା ତୁମ୍ଭମାନଙ୍କ ପାଇଁ ପ୍ରମାଣ ସ୍ବରୂପ ହବେ।' 'ତହିଁରେ ତୁମ୍ଭମାନଙ୍କର ଅମଙ୍ଗଳ ନିମନ୍ତେ ଆମ୍ଭମାନଙ୍କର ବାକ୍ଯ ଯେ ନିଶ୍ଚଯ ଅଟଳ ହବେ, ଏହା ତୁମ୍ଭମାନେେ ଜାଣିବ।

ଯିରିମିୟଙ୍କ ବିଳାପ 3:37

ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ।

ଯିହିଜିକଲ 11:5

ତା'ପ ରେ ସଦାପ୍ରଭୁଙ୍କର ଆତ୍ମା ମାେ ଉପ ରେ ଅଧିଷ୍ଠିତ ହେଲେ ଓ ମାେତେ କହିଲେ, ତୁମ୍ଭେ ସମାନଙ୍କେୁ କୁହ, ସଦାପ୍ରଭୁ ଏହିକଥା କହନ୍ତି, ହେ ଇସ୍ରାଯଲବୋସୀ, ତୁମ୍ଭେ ଏହି କଥା କହୁଅଛ। କିନ୍ତୁ ତୁମ୍ଭମାନଙ୍କ ମନ ରେ ଯେଉଁ ବିଷଯ ଉଠୁଅଛି, ଆମ୍ଭେ ତାହା ଜାଣୁ।

ଯିହିଜିକଲ 38:10

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ସେ ସମୟରେ ନାନା ଭାବନା ତୁମ୍ଭ ମନ ରେ ଆସିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ।

Interlinear

Choose Theme