Home Bibles ଯିରିମିୟ 40:15 · ଓଡ଼ିଆ ବାଇବେଲ
ଯିରିମିୟ 40:15 · ଓଡ଼ିଆ ବାଇବେଲ

ତାହାପ ରେ କା ରହରେ ପୁତ୍ର ୟୋହାନନ୍ ମିସ୍ପା ରେ ଗଦଲିଯକୁ ଗୋପନ ରେ କହିଲେ, ଆପଣଙ୍କର ଅନୁମତି ହେଲେ ମୁଁ ୟାଇ ନଥନିଯର ପୁତ୍ର ଉଶମାଯଲକେୁ ବଧ କରିବି। ଆୁ କହେି ତାହା ଜାଣିବେ ନାହିଁ। ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ବାରା ଆପଣଙ୍କ ନିକଟରେ ସଂଗୃହୀତ ୟିହୁଦୀଯ ସମସ୍ତେ ଚ୍ଛିନ୍ନଭିନ୍ନ ହାଇଯେିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହବେ ?

Cross references

ପ୍ରଥମ ଶାମୁୟେଲ 24:4

ଦାଉଦର ଲୋକମାନେ କହିଲେ, ସଦାପ୍ରଭୁ ଯେଉଁଦିନ ବିଷଯ ରେ କହିଥିଲେ, ଆଜି ହେଉଛି ସହେି ବିଶଷେ ଦିନ। ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ କହିଥିଲେ, ମୁ ତୁମ୍ଭର ଶତୃକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି। ତୁମ୍ଭକୁ ଯାହା ଭଲ ଦିଶିବ ତାହା ତା'ର ପ୍ରତି କର। ତା'ପରେ ଦାଉଦ ଗକ୍ସ୍ଟରକ୍ସ୍ଟଣ୍ତି ଗକ୍ସ୍ଟରକ୍ସ୍ଟଣ୍ତି ଶାଉଲଙ୍କ ପାଖକକ୍ସ୍ଟ ଗଲେ। ସେ ଶାଉଲ ପିନ୍ଧିଥିବା ବସ୍ତ୍ରର ଏକ କାନିକକ୍ସ୍ଟ କାଟି ଦେଲେ।

ପ୍ରଥମ ଶାମୁୟେଲ 26:8

ଅବୀଶଯ ଦାଉଦଙ୍କକ୍ସ୍ଟ କହିଲା, ଆଜି ପରମେଶ୍ବର ତୁମ୍ଭକୁ ତକ୍ସ୍ଟମ୍ଭ ଶତୃକକ୍ସ୍ଟ ପରାସ୍ତ କରିବାର ସକ୍ସ୍ଟୟୋଗ ଦଇେଛନ୍ତି। ତେଣୁ ଏହି ବର୍ଚ୍ଛା ରେ ତାକକ୍ସ୍ଟ ଭୂମିରେ ବଦ୍ଧ କରିବାକୁ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ। ମୁ ତାକକ୍ସ୍ଟ ଏକାଥରେ ହତ୍ଯା କରିବି।

ଦିତୀୟ ଶାମୁୟେଲ 18:3

ଲୋକମାନେ କହିଲେ, ଆପଣ ଆମ ସହିତ ନିଶ୍ଚଯ ଯିବେ ନାହିଁ। କାରଣ ଆମ୍ଭମାନେେ ପଳାଇଲେ ଅବଶା ଲୋମର ଲୋକମାନେ ଆମ୍ଭମାନଙ୍କ ପାଇଁ ଖାତିର କରିବେ ନାହିଁ। ଆମ୍ଭମାନଙ୍କରକ୍ସ୍ଟ ଅର୍ଦ୍ଧକେ ମୃତକ୍ସ୍ଟ୍ଯବରଣ କଲେ ହେଁ, ସମାନେେ ଆମ୍ଭମାନଙ୍କ ପାଇଁ ଚିନ୍ତା କରିବେ ନାହିଁ। ମାତ୍ର ଆପଣ ଆମ୍ଭମାନଙ୍କର 10,000 ସହିତ ସମାନ। ତେଣୁ ଏହା ଉତ୍ତମ ଯେ, ଆପଣ ଏହି ନଗର ରେ ସାହାୟ୍ଯ ପାଇଁ ରକ୍ସ୍ଟହନ୍ତକ୍ସ୍ଟ।

ଦିତୀୟ ଶାମୁୟେଲ 21:17

ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯ ଦାଉଦଙ୍କର ସାହାୟ୍ଯ କଲା ଓ ସହେି ପଲେଷ୍ଟୀୟକକ୍ସ୍ଟ ଆଘାତ କରି ବଧ କଲା।

ଆୟୁବ ପୁସ୍ତକ 31:31

ଅଚିହ୍ନା ଲୋକଙ୍କୁ ମୁଁ ଯେ ସବୁବେଳେ ଆହାର ଦଇେ ଆସିଛି ତାହା ମାେ ଗୃହର ସମସ୍ତ ଲୋକ ଜାଣନ୍ତି।

ଯିରିମିୟ 12:3

ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମାେତେ ଜାଣୁଅଛ। ତୁମ୍ଭେ ମାେତେ ଦେଖୁଅଛ ଓ ମାରେ ହୃଦଯ ପରୀକ୍ଷା କରି ମାରେ ମନ କିପରି, ଜାଣୁଅଛ। ସହେି ମନ୍ଦ ଲୋକମାନଙ୍କୁ ହତ୍ଯା ନିମନ୍ତେ ମଷଗେଣ ତୁଲ୍ଯ ଟାଣି ନିଅ ଓ ହତ୍ଯା ଦିନ ରେ ସମାନଙ୍କେୁ ହତ୍ଯା ପାଇଁ ପ୍ରସ୍ତୁତ ରଖ।

ଯିରିମିୟ 42:2

ସେ ସମସ୍ତ ଲୋକ ତାଙ୍କୁ କହିଲେ, ହେ ଯିରିମିୟ, ଆମ୍ଭମାନେେ ତୁମ୍ଭକୁ ନିବଦନେ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ବଚକ୍ଷୁ ରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭମାନେେ ଅନକେ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ।

ଯିହିଜିକଲ 33:24

ହେ ମନୁଷ୍ଯ ପୁତ୍ର, ଯେଉଁମାନେ ଇଶ୍ରାୟେଲ ଦେଶର ସହେି ଧ୍ବଂସପ୍ରାପ୍ତ ସ୍ଥାନ ରେ ବାସ କରନ୍ତି, ସମାନେେ କହୁଅଛନ୍ତି, 'ଅବ୍ରହାମ ଏକମାତ୍ର ଜଣେ ବ୍ଯକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭମାନେେ ଅନକେ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।'

ଯୋହନଲିଖିତ ସୁସମାଚାର 11:50

ସମଗ୍ର ଜାତି ଧ୍ବଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣଙ୍କ ପାଇଁ ମରିବା ଉତ୍ତମ। କିନ୍ତୁ ତୁମ୍ଭେ ତାହା ଅନୁଭବ କରୁନାହଁ।

Interlinear

Choose Theme