ରୋହାନନ୍ ଓ ସହେି ଅଧିପତିଗଣ ଗଦଲିଯକୁ କହିଲେ, ଅମ୍ନୋନ୍ ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନବୋପାଇଁ ନଥନିଯର ପୁତ୍ର ଇଶମାଯଲକେୁ ପଠାଇଅଛି ବୋଲି ଆପଣ ଜାଣନ୍ତି କି ? ମାତ୍ର ଅହୀକାମର ପୁତ୍ର ଗଦଲିଯ ସମାନଙ୍କେ କଥା ରେ ବିଶ୍ବାସ କଲେ ନାହିଁ।
Cross references
ପ୍ରାଯ ଏକମାସ ପରେ ଅେମ୍ମାନୀୟ ନାହଶ ଏବଂ ତାଙ୍କ ସନୋ ୟାବେଶ ଗିଲିଯଦ ଛାଉଣୀ ସ୍ଥାପନ କଲେ। ୟାବେଶର ଲୋକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିଯମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବକ୍ସ୍ଟ।
ଏହାପରେ ଅମ୍ମାନେ ସନ୍ତାନଗଣର ରାଜା ମରିଗଲା ପରେ ତା'ର ପକ୍ସ୍ଟତ୍ର ହାନୂନ୍ ରାଜ ପଦ ରେ ଅଭିଷିକ୍ତ ହେଲା।
ଅନୁରାଗୀ କଥା ଓ ମନ୍ଦ ହୃଦଯ ରୂପା ଖାଦ ରେ ମଣ୍ଡିତ ମୃତ୍ତିକା ପାତ୍ର ତୁଲ୍ଯ ଅଟେ।
ମନ୍ଦାଚାରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ଯ ସମାନେେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ଯାଯପୂର୍ଣ୍ଣ ଦେଶ ରେ ମଧ୍ଯ ସମାନେେ ଅନ୍ଯାଯ କରିବେ। ଏପରିକି ସମାନେେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।
ତା'ପ ରେ ଇଦୋମ, ମାଯାେବ ଓ ଅମ୍ମାନରେ ସନ୍ତାନଗଣକୁ ସହେି ପାତ୍ରକୁ ପାନ କରାଇଲି।
ଯେଉଁମାନେ ମିସ୍ଫୀକୁ ଗଦଲିଯ ନିକଟକୁ ଗଲେ ସମାନଙ୍କେ ମଧିଅରେ ନଥନିଯର ପୁତ୍ର ଇଶମାଯଲେ, କା ରହରେ ପୁତ୍ର ୟୋହାନନ୍ ଓ ଯୋନାଥନ୍, ତନ୍ହୂମତର ପୁତ୍ର ସରାଯ, ନଟୋଫାତୀଯ ଏଫଯର ପୁତ୍ରମାନେ ଓ ମାଖାତୀଯର ପୁତ୍ର ୟାସନୀଯ ଥିଲେ।
ଅନନ୍ତର ସପ୍ତମ ମାସ ରେ ରାଜବଂଶୀ ଇଲୀଶାମର ପୌତ୍ର ନଥନିଯର ପୁତ୍ର ଇଶମାଯଲେ ଦଶଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିଯ ନିକଟକୁ ମିସ୍ପାକୁ ଆସିଲେ। ସମାନେେ ସଠାେ ରେ ଗଦଲିଯ ସହିତ ଏକତ୍ର ଭୋଜନ କଲେ।
ସମାନେେ ଏକତ୍ର ଭୋଜନ କରୁଥିବା ବେଳେ ଇଶମାଯଲେ ଓ ତାର ଦଶଜଣ ସଙ୍ଗୀ ଯିହୁଦାର ଶାସକ ଅହୀକାମର ପୁତ୍ର ଗଦଲିଯକୁ ହତ୍ଯା କଲେ, ଯାହାକୁ ବାବିଳର ରାଜା ଏହି ଭୂମିରେ ଖଣ୍ଡା ସାହାୟ୍ଯ ରେ ନିୟୁକ୍ତ କରିଥିଲେ।
ଏହାପ ରେ ଇଶମାଯଲେ, ମିସ୍ପା ରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ଯାଗଣଙ୍କୁ ଓ ମିସ୍ପା ରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିଯ ହସ୍ତ ରେ ସମର୍ପଣ କରିଥିଲା, ସମାନଙ୍କେୁ ବନ୍ଦୀକରି ନଇଗେଲା ସେ ସମାନଙ୍କେୁ ବନ୍ଦୀକରି ଅମ୍ ନୋନ ସନ୍ତାନଗଣର ନିକଟକୁ ୟିବାପାଇଁ ପ୍ରସ୍ଥାନ କଲା।
ଅମ୍ ନୋନ ସନ୍ତାନଗଣ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ହେ ଅମ୍ ନୋନୀଯ ସନ୍ତାନଗଣ, ତୁମ୍ଭମାନେେ କ'ଣ ଭାବୁଛ ଇଶ୍ରାୟେଲର ପୁତ୍ର ନାହିଁ ? ତାହାର ଉତ୍ତରାଧିକାରୀ କ'ଣ କହେି ନାହାଁନ୍ତି ? ତବେେ ମିଲକମ୍ କାହିଁକି ଗାଦର ଭୂମି ଅଧିକାର କରୁଅଛି ଓ ତାହାର ଲୋକମାନେ ତହିଁରେ ନଗର ସମୂହ ରେ ବାସ କରୁଅଛନ୍ତି ?
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଅମ୍ ନୋନ ଲୋକମାନଙ୍କ ଆଡ଼େ ଚାହଁ ଏବଂ ସମାନଙ୍କେ ବିରୁଦ୍ଧ ରେ ଭବଷ୍ଯଦବାକ୍ଯ ପ୍ରଚାର କର।
ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ଅମ୍ମାନରେ ଲୋକମାନଙ୍କୁ ଦଣ୍ତ ଦବୋ, ଯେଉଁମାନେ ଅନକେ ଅପରାଧ କରିଛନ୍ତି, କାହିଁକି? କାରଣ ସମାନେେ ଗିଲିଯଦ ରେ ଗର୍ଭବତୀ ନାରୀମାନଙ୍କୁ ହତ୍ଯା କରିଅଛନ୍ତି। ଅମ୍ମାନରେ ଲୋକମାନେ ଏହିପରି କାର୍ୟ୍ଯ କଲେ, ଯଟରେୁ ସମାନଙ୍କେର ସୀମା ଅଧିକ ଜାଗା ବଢାଇବାକୁ।
ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।
ପ୍ ରମେ ଅନୁଚିତ ବ୍ଯବହାର କରେ ନାହିଁ, ସ୍ବାର୍ଥ ଚେଷ୍ଟା କରେ ନାହିଁ। ସହଜ ରେ ବିରକ୍ତ ହୁଏ ନାହିଁ। ପ୍ ରମେ କବେେ ହେଲେ ତା'ପ୍ରତି ହାଇେଥିବା ଅପକାରକୁ ମନ ରେଖ ନାହିଁ।