Home Bibles ଯିରିମିୟ 37:15 · ଓଡ଼ିଆ ବାଇବେଲ
ଯିରିମିୟ 37:15 · ଓଡ଼ିଆ ବାଇବେଲ

ଆଉ ସହେି ଅଧିପତିମାନେ ଯିରିମିୟଙ୍କ ଉପ ରେ ଅତ୍ଯନ୍ତ କ୍ ରୋଧାନ୍ବିତ ହାଇେ ତାଙ୍କୁ ପ୍ରହାର କଲେ ଓ ଯୋନାଥନ୍ ଲେଖକ ଗୃହସ୍ଥିତ କାରାଗାର ରେ ରଖିଲେ। କାରଣ ସମାନେେ ଯୋନାଥନ୍ ଗୃହକୁ କାରାଗାର ରେ ପରିଣତ କରିଥିଲେ।

Cross references

ଆଦି ପୁସ୍ତକ 39:20

ସଠାେରେ ଏକ କାରାଗାର ଥିଲା ଯେଉଁଠା ରେ ରାଜାଙ୍କର ଶତୃମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷଫଙ୍କେୁ ସହେି କାରାଗୃହ ରେ ରଖିଲା। ଏବଂ ଯୋଷଫେ ସହେିଠା ରେ ରହିଲେ।

ଦିତୀୟ ବଂଶାବଳୀ 16:10

ହନାନି ଏହିପରି କଥା କହିବାରୁ ଆସା ତାଙ୍କ ଉପରେ କୋର୍ଧ କଲେ। ଆସା ଏତେ ରାଗିଗଲେ ଯେ, ସେ ହାନାନିଙ୍କୁ ବନ୍ଦୀଶାଳା ରେ ନିକ୍ଷପେ କଲେ। ସହେି ସମୟରେ ଆସା ଆଉ କେତଜେଣ ବ୍ଯକ୍ତିଙ୍କ ପ୍ରତି ମଧ୍ଯ ନିଷ୍ଠୁର ଥିଲେ।

ଦିତୀୟ ବଂଶାବଳୀ 18:26

ଆମାେନ୍ ଓ ୟୋଯାଶ୍ଙ୍କୁ କୁହ, 'ରାଜା ଏହା କହିନ୍ତି : ମୀଖାଯଙ୍କୁ ବନ୍ଦୀଶାଳା ରେ ପକାଇଦିଅ। ମୁଁ ୟୁଦ୍ଧରୁ ଫରେି ନ ଆସିବା ପର୍ୟ୍ଯନ୍ତ ତାଙ୍କୁ ଅଳ୍ପ ରୋଟୀ ଓ ଜଳ ବ୍ଯତୀତ ଆଉ କିଛି ଖାଦ୍ୟ ଭୋଜନ କରିବାକୁ ଦବେ ନାହିଁ।'

ଯିରିମିୟ 20:1

ଯିରିମିୟ ଏହିସବୁ ଭବିଷ୍ଯଦବାକ୍ଯ ପ୍ରଚାର କଲା ବେଳେ ଇମ୍ମର ଯାଜକର ପୁତ୍ର ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ଯକ୍ଷ ପଶ୍ହୂର ତାହା ଶୁଣିଲା।

ଯିରିମିୟ 20:2

ତେଣୁ ପଶ୍ହୂର ଭବିଷ୍ଯଦବକ୍ତା ଯିରିମିୟଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ଯାମୀନର ଉପର ଫାଟକରେ ଥିବା ହରିକାଠ ରେ ତାକୁ ବନ୍ଦ କରି ରଖିଲା।

ଯିରିମିୟ 26:16

ତା'ପ ରେ ଅଧିପତିଗଣ ଓ ସମସ୍ତ ଲୋକ ଯାଜକମାନଙ୍କୁ ଓ ଭବିଷ୍ଯଦବକ୍ତାମାନଙ୍କୁ କହିଲେ, ଯିରିମିୟ ପ୍ରାଣଦଣ୍ଡର ଯୋଗ୍ଯ ନୁହେଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଯିରିମିୟଙ୍କୁ ଏହିସବୁ କହିଛନ୍ତି।

ଯିରିମିୟ 32:2

ସେତବେେଳେ ବାବିଲ ରାଜାର ସୈନ୍ଯଗଣ ୟିରୁଶାଲମ ଅବରୋଧ କରୁଥିଲେ ଓ ଯିରିମିୟ ଭବିଷ୍ଯଦବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦ ଥିଲେ।

ଯିରିମିୟ 37:4

ସେତବେେଳେ ଯିରିମିୟ କାରାଗାର ରେ ବନ୍ଦୀ ନ ଥିଲେ। ତେଣୁ ସେ ନିଜ ଇଚ୍ଛାନୁସା ରେ ସ୍ବାଧୀନ ଭାବରେ ୟାତାଯତ କରୁଥିଲେ।

ଯିରିମିୟ 37:20

କିନ୍ତୁ ବର୍ତ୍ତମାନ ହେ ମାରେ ପ୍ରଭୁ, ମହାରାଜ, ମାରେ ଅନୁ ରୋଧ ରକ୍ଷାକରି ମାରେ କଥା ଶ୍ରବଣ କରନ୍ତୁ, ଆପଣ ୟୋନାଥନ୍ ଲେଖକର ଗୃହକୁ ମାେତେ ପୁନର୍ବାର ପଠାନ୍ତୁ ନାହିଁ। ତାହା ହେଲେ ସଠାେ ରେ ମୁଁ ମରିୟିବି। ମୁଁ ନିବଦନେ କରୁଛି, ମାରେ ଏହି ଅନୁରୋଧ ଆପଣଙ୍କ ଛାମୁ ରେ ଗ୍ରାହ୍ଯ ହେଉ।

ଯିରିମିୟ 38:6

ଏଣୁ ସମାନେେ ଯିରିମିୟଙ୍କୁ ନଇେ ପ୍ରହରୀ ପ୍ରାଙ୍ଗଣସ୍ଥିତ ମଲିଯ ରାଜପୁତ୍ରର କୂପ ରେ ପକାଇ ଦେଲେ। ସମାନେେ ରଜ୍ଜୁ ରେ ଯିରିମିୟଙ୍କୁ କୂପ ମଧ୍ଯକୁ ଓହ୍ଲାଇ ଦେଲେ। ପୁଣି ସହେି କୂପ ରେ ଜଳ ନ ଥିଲା, କବଳେ ପଙ୍କ ଥିଲା। ଯିରିମିୟ ସହେି ପଙ୍କ ରେ ନିମଗ୍ନ ହେଲେ।

ଯିରିମିୟ 38:26

ସହେି ସମୟରେ ତୁମ୍ଭେ ସମାନଙ୍କେୁ କହିବ, ' ମାେତେ ଯୋନାଥନ ଗୃହକୁ ନ ପଠାଇବା ପାଇଁ ମୁଁ ରାଜାଙ୍କ ନିକଟରେ ଅନୁନଯ କଲି। ତା' ନ ହେଲେ ମୁଁ ସଠାେ ରେ ମରିୟିବି।

ଯିରିମିୟ 39:15

ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦୀଥିବା ସମୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ତାଙ୍କ ନିକଟରେ ଉପସ୍ଥିତ ହେଲା।

ମାଥିଉଲିଖିତ ସୁସମାଚାର 21:35

କିନ୍ତୁ କୃଷକମାନେ ଚ଼ାକରମାନଙ୍କୁ ଧରି, ତାହାଙ୍କ ଭିତରୁ ଜଣକୁ ପିଟିଲେ. ସମାନେେ ଜଣକ ପରେ ଜଣେ ଚ଼ାକରକୁ ପଥର ରେ ମାରି ମାରି ମାରିପକାଇଲେ।

ମାଥିଉଲିଖିତ ସୁସମାଚାର 23:34

ତେଣୁ ମୁଁ ତୁମ୍ଭକୁ ଏହା କରୁଛି: ମୁଁ ତୁମ୍ଭକୁ ଭବିଷ୍ଯଦ୍ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସମାନଙ୍କେ ମଧ୍ଯରୁ କେତକଙ୍କେୁ ମାରିବ, କୃଶ ରେ ଚ଼ଢ଼ାଇ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜ ଗୃହ ରେ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜଗୃହ ରେ ତୁମ୍ଭେ କେତକଙ୍କେୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭମାନେେ ସମାନଙ୍କେର ପେଛ ପେଛ ଯାଇ କେତକଙ୍କେୁ ତାଡ଼ନା କରିବ।

ମାଥିଉଲିଖିତ ସୁସମାଚାର 26:67

ତା'ପରେ ସଠାେରେ ଥିବା ଲୋକମାନେ ଯୀଶୁଙ୍କ ମୁହଁ ଉପରେ ଛପେ ପକାଇଲେ, ବିଧା ମାରିଲେ। କେତକେ ଲୋକ ଚାପୁଡ଼ା ମାରିଲେ।

ଲୂକଲିଖିତ ସୁସମାଚାର 20:10

ପରେ ଅଙ୍ଗୁର ତୋଳିବା ସମୟ ଆସିଲା। ତେଣୁ ଲୋକଟି ତାର ଜଣେ ଚାକରକୁ ଏହି କୃଷକମାନଙ୍କ ପାଖକୁ ପଠାଇଲା ଯେପରି କୃଷକମାନେ ତାହାଙ୍କ ଭାଗ ଅଙ୍ଗୁର ଚାକର ହାତ ରେ ଦଇେ ଦବେେ। କିନ୍ତୁ କୃଷକମାନେ ଚାକରକୁ ମାଡ ମାରି ଖାଲି ହାତ ରେ ପଠଇେ ଦେଲେ।

ଲୂକଲିଖିତ ସୁସମାଚାର 22:64

ସମାନେେ ଯୀଶୁଙ୍କୁ ପିଟିବାକୁ ଲାଗିଲେ। ସମାନେେ ତାହାଙ୍କୁ ପଚାରିଲେ, ତୁମ୍ଭେ ପରା ଭବିଷ୍ଯଦ୍ବକ୍ତା। କୁହ ତ ଦେଖି, ତୁମ୍ଭକୁ କିଏ ମାରିଲା?

ଯୋହନଲିଖିତ ସୁସମାଚାର 18:22

ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖ ରେ ଠିଆ ହାଇେଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା, ତୁମ୍ଭେ ମହାୟାଜକଙ୍କୁ ସପରେି ଉତ୍ତର ଦବୋ ଉଚିତ ନୁହେଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:18

ସମାନେେ ପ୍ ରରେିତମାନଙ୍କୁ ବନ୍ଦୀକରି କାରାଗାର ରେ ରଖିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:28

ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମ ରେ ଶିକ୍ଷା ନ ଦବୋପାଇଁ କଠାେର ଆଦେଶ ଦଇେଥିଲୁ କିନ୍ତୁ ତୁମ୍ଭମାନେେ ନିଜନିଜ ଶିକ୍ଷା ଦ୍ବାରା ୟିରୂଶାଲମକୁ ପୂର୍ଣ୍ଣ କରି ଦଇେଛ। ତୁମ୍ଭମାନେେ ଏ ଲୋକର ମୃତ୍ଯୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦବୋପାଇଁ ଚ଼ାହୁଁଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:40

ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଡ଼ାକି ନଇେ ପ୍ରହାର କଲେ। ସମାନଙ୍କେୁ ଯୀଶୁଙ୍କ ନାମ ରେ କିଛି ନ କହିବା ପାଇଁ ଆଦେଶ ଦେଲେ। ତା'ପରେ ସମାନଙ୍କେୁ ଛାଡ଼ି ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:4

ତା'ପରେ େ ହରୋଦ ପିତରଙ୍କୁ ବନ୍ଦୀ କରି କାରାଗାର ରେ ରଖିଲେ। ତାହାଙ୍କୁ ଜଗିବାପାଇଁ ଷୋହଳ ଜଣ ପ୍ରହରୀ ରହିଲେ। େ ହରୋଦଙ୍କ ଉଦ୍ଦେଶ୍ଯ ଥିଲା ନିସ୍ତାର ପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:22

ତା'ପରେ ଲୋକମାନେ ପାଉଲ ଓ ଶୀଲାଙ୍କୁ ଆକ୍ରମଣ କରିବା ନିମନ୍ତେ ସମାନଙ୍କେ ବିରୁଦ୍ଧ ରେ ଯୋଗ ଦେଲେ। ନଗରପାଳମାନେ ସମାନଙ୍କେର ଲୁଗାପଟା ଛିଣ୍ଡାଇ ଦେଲେ ଓ ସମାନଙ୍କେୁ ବତେ ଆଘାତ ଦ୍ବାରା ଦଣ୍ଡ ଦବୋପାଇଁ ଆଦେଶ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:2

ଏହା ଶୁଣି ମହାୟାଜକ ହନାନିୟ ତାହାଙ୍କ ପାଖ ରେ ଠିଆ ହାଇେଥିବା ଲୋକମାନଙ୍କୁ ତାହାଙ୍କ ମୁହଁ ରେ ଚ଼ାପୁଡ଼ା ମାରିବା ପାଇଁ ଆଦେଶ ଦେଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:23

ସମାନେେ କ'ଣ କବଳେ ଇଶ୍ରାୟେଲୀୟ ? ମୁଁ ମଧ୍ଯ। ସମାନେେ କ'ଣ କବଳେ ଅବ୍ରହାମଙ୍କ ବଂଶଧାରୀ ? ମୁଁ ମଧ୍ଯ। ସମାନେେ କ'ଣ କବଳେ ଖ୍ରୀଷ୍ଟଙ୍କ ସବେକ ? ମୁଁ ମଧ୍ଯ ମୁଁ କ'ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି ? ସମାନଙ୍କେ ତୁଳନା ରେ ମୁଁ ଅଧିକ କଠାେର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମାେତେ ଥରକୁ ଥର ମାଡ଼ ମରାଯାଇଛି। ଅନକେ ଥର ମୁଁ ମୃତ୍ଯୁର ସନ୍ନିକଟ ହାଇେଛି।

ଏବ୍ରୀ 11:36

କେତେ ଲୋକ ହାସ୍ଯର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘ ରେ ରଖା ଗଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:10

ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାର ରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭମାନେେ ଦଶଦିନ ପର୍ୟ୍ଯନ୍ତ ଦୁଃଖକଷ୍ଟ ସହିବ। କିନ୍ତୁ ବିଶ୍ବସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ଯୁବରଣ କରିବାକୁ ପଡ଼ିପା ରେ। ତୁମ୍ଭେ ଯଦି ବିଶ୍ବସ୍ତ ରହିବ, ତବେେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦବେି।

Interlinear

Choose Theme