ତା'ପରେ ଲୋକମାନେ ପାଉଲ ଓ ଶୀଲାଙ୍କୁ ଆକ୍ରମଣ କରିବା ନିମନ୍ତେ ସମାନଙ୍କେ ବିରୁଦ୍ଧ ରେ ଯୋଗ ଦେଲେ। ନଗରପାଳମାନେ ସମାନଙ୍କେର ଲୁଗାପଟା ଛିଣ୍ଡାଇ ଦେଲେ ଓ ସମାନଙ୍କେୁ ବତେ ଆଘାତ ଦ୍ବାରା ଦଣ୍ଡ ଦବୋପାଇଁ ଆଦେଶ ଦେଲେ।
Cross references
କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସମାନେେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଚାରାଳୟ ହାତ ରେ ଦଇେ ଦବେେ ଓ ତାହାଙ୍କର ପ୍ରାର୍ଥନାଗୃହ ରେ ତୁମ୍ଭକୁ ଛାଟ ରେ ପିଟିବେ।
ପୀଲାତ ବାରବ୍ବାଙ୍କୁ ମୁକ୍ତ କରି ଦେଲେ ଓ ଯୀଶୁଙ୍କୁ ବତରେ ମାରିବା ପାଇଁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କୃଶ ରେ ଚଢ଼ାଇବା ପାଇଁ ସୈନ୍ଯମାନଙ୍କୁ ହାତ ରେ ଅର୍ପଣ କଲେ।
ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଡ଼ାକି ନଇେ ପ୍ରହାର କଲେ। ସମାନଙ୍କେୁ ଯୀଶୁଙ୍କ ନାମ ରେ କିଛି ନ କହିବା ପାଇଁ ଆଦେଶ ଦେଲେ। ତା'ପରେ ସମାନଙ୍କେୁ ଛାଡ଼ି ଦେଲେ।
କିନ୍ତୁ ପାଉଲ ସୈନିକମାନଙ୍କୁ କହିଲେ, ସମାନେେ ଆମ୍ଭକୁ ବିନା ବିଚ଼ାର ରେ ଜନସାଧାରଣଙ୍କ ସାମନା ରେ ମାରିଛନ୍ତି। ଆମ୍ଭେ ରୋମୀୟ ନାଗରିକ। କିନ୍ତୁ ଆମ୍ଭକୁ କାରାଗାର ରେ ବନ୍ଦୀ କରି ରଖାଯାଇଛି। ବର୍ତ୍ତମାନ ସମାନେେ ଆମ୍ଭକୁ ଗୋପନ ରେ ଛାଡ଼ି ଦବୋପାଇଁ କହୁଛନ୍ତି? ଏହା ଆଦୌ ହାଇପୋରିବ ନାହିଁ। ତେଣୁ ସମାନେେ ନିଜେ ଆସି ବିଚ଼ାରକର୍ତ୍ତାମାନଙ୍କୁ କହିଲେ।
କିନ୍ତୁ ଅବିଶ୍ବାସୀ ଯିହୂଦୀୟମାନେ ଈର୍ଷାପରାୟଣ ହାଇେ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ଯରୁ ଗୋଟିଏ ଦଳ ଏକାଠି କଲେ ଓ ନଗର ରେ ଗଣ୍ଡଗୋଳ ସୃଷ୍ଟିକେଲ। ସମାନେେ ନଗର ରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସମାନେେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେ଼ଷ୍ଟା କଲେ।
ଗାଲ୍ଲିଯୋନ୍ ଆଖାଯାର ରାଜ୍ଯପାଳ ହେଲେ। ସେ ସମୟରେ ଯିହୂଦୀୟମାନେ ମିଳିତ ଭାବରେ ଚେ଼ଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ। ସମାନେେ ତାହାଙ୍କୁ ଅଦାଲତାକୁ ନଇଗେଲେ।
ସମାନେେ ଏହାଶୁଣି ଭୀଷଣ ରାଗିଗଲେ ଓ ଚ଼ିତ୍କାର କରି କହିଲେ, ଏଫିସୀୟମାନଙ୍କର ଆର୍ତ୍ତମେୀ ମହାଦବେୀ ମାହାନ୍ ଅଟନ୍ତି।
ପୁରା ନଗରଟା ରେ ଉତ୍ତଜେନା ସୃଷ୍ଟି ହାଇଗେଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନଇେ ଗଲେ। ସଙ୍ଗେ ସଙ୍ଗେ ଦ୍ବାର ଗୁଡ଼ିକ ବନ୍ଦ ହାଇଗେଲା।
ପାଉଲ ଏକଥା କହିବା ପର୍ୟ୍ଯନ୍ତ ଯିହୂଦୀମାନେ ଶୁଣୁଥିଲେ। ତା'ପରେ ସମାନେେ ସମସ୍ତେ ମିଶି ଖୁବ୍ ଜାରେ ରେ ପାଟି କରି କହିଲେ, ଏ ଲୋକକୁ ପୃଥିବୀରୁ ଦୂର କର। କାରଣ ସେ ବଞ୍ଚିରହିବା ପାଇଁ ଯୋଗ୍ଯ ନୁହଁ।
ଆମ୍ଭକୁ ମାଡ଼ ଦିଆଯାଏ, କାରାଗାର ରେ ରଖାଯାଏ। ଲୋକେ ଆମ୍ଭ ବିରୁଦ୍ଧ ରେ ଉଠନ୍ତି। ଆମ୍ଭେ କଠାେର ପରିଶ୍ରମ କରୁ, େ ବେଳବେଳେ ଆମ୍ଭେ ଅନିଦ୍ରା ରହୁ, ଓ ଭୋକଉପାସ ରେ ରହୁ।
ସମାନେେ କ'ଣ କବଳେ ଇଶ୍ରାୟେଲୀୟ ? ମୁଁ ମଧ୍ଯ। ସମାନେେ କ'ଣ କବଳେ ଅବ୍ରହାମଙ୍କ ବଂଶଧାରୀ ? ମୁଁ ମଧ୍ଯ। ସମାନେେ କ'ଣ କବଳେ ଖ୍ରୀଷ୍ଟଙ୍କ ସବେକ ? ମୁଁ ମଧ୍ଯ ମୁଁ କ'ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି ? ସମାନଙ୍କେ ତୁଳନା ରେ ମୁଁ ଅଧିକ କଠାେର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମାେତେ ଥରକୁ ଥର ମାଡ଼ ମରାଯାଇଛି। ଅନକେ ଥର ମୁଁ ମୃତ୍ଯୁର ସନ୍ନିକଟ ହାଇେଛି।
ତୁମ୍ଭମାନଙ୍କ ପାଖକୁ ୟିବା ପୂର୍ବରୁ ଫିଲିପ୍ପୀଠା ରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟ ରେ ତୁମ୍ଭମାନେେ ଜାଣିଛ। ଆମ୍ଭମାନେେ ଯେତବେେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତବେେଳେ ଅନକେ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ବରଙ୍କ ସାହାୟ୍ଯରୁ ଆମ୍ଭେ ସାହସୀ ହାଇେ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଚାର କହିବା ପାଇଁ ସେ ଆମ୍ଭକୁ ସାହାୟ୍ଯ କଲେ।
କେତେ ଲୋକ ହାସ୍ଯର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘ ରେ ରଖା ଗଲେ।
ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।