ଏହି କାରଣ ପାଇଁ ମୁଁ ଗୋମରଙ୍କୁ ପନ୍ଦର ଖଣ୍ତ ରେ ୗପ୍ୟ ଓ ଏକ ହୋମର ବାର୍ଲି ଦଇେ କିଣିଲି।
Cross references
ମୁଁ କୋଡ଼ିଏ ବର୍ଷକାଳ ତୁମ୍ଭ ନିକଟରେ ରହିଲି, ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉତ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ କର୍ମ କଲି। ଏଥି ମଧିଅରେ ତୁମ୍ଭେ ଦଶଥର ମାହେର ବର୍ତ୍ତନ ପରିବର୍ତ୍ତନ କରିଅଛ।
ମୁଁ ତୁମ୍ଭକୁ ସବୁ କିଛି ଉପହାର ଦବେି ଏବଂ ସବୁ ଟଙ୍କା ଦବେି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ଯାକୁ ମାେତେ ବିବାହ ଦିଅ।
ଯଦି ତାଙ୍କର ପିତା ଦୁହିଁଙ୍କୁ ବିବାହ ଦବୋକୁ ମନା କରେ ତଥାପି ମଧ୍ଯ ସହେି ୟୁବକକୁ ଅର୍ଥ ଦବୋକୁ ପଡିବ। ସେ ତାଙ୍କୁ ସଂପୂର୍ଣ୍ଣ ଅର୍ଥ ଦବୋକୁ ପଡିବ।
ଆଉ ଯଦି କୌଣସି ମନୁଷ୍ଯ ଆପଣା ଅଧିକୃତ କ୍ଷେତ୍ରର କିଛି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରେ, ତବେେ ତାହାର ମୂଲ୍ଯ ନିରୂପଣ ତାହାର ବପନୀଯ ବିହନ ଅନୁସାରେ ହବେ; ଏକ ହୋମର-ପରିମିତ ୟବ-ବିହନର ମୂଲ୍ଯ ପଗ୍ଭଶ ଶକେଲ ରୂପା ହବେ।
ଶାଉଲ ସମାନଙ୍କେୁ କହିଲେ, ତୁମ୍ଭେ ଦାଉଦଙ୍କକ୍ସ୍ଟ ଏକଥା କକ୍ସ୍ଟହ, 'ରାଜା ଗ୍ଭହାଁନ୍ତି ନାହିଁ ତୁମ୍ଭେ ତାଙ୍କର ଝିଅପାଇଁ ଅର୍ଥ ଦିଅ, ସେ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ପ୍ରତିଶୋଧ ନବୋକକ୍ସ୍ଟ ଗ୍ଭହାନ୍ତି ଏବଂ ସେ ପଲେଷ୍ଟୀୟମାନଙ୍କର 100 ସକ୍ସ୍ଟନ୍ନତ ଚର୍ମ ଗ୍ଭହାଁନ୍ତି।' ପଲେଷ୍ଟୀୟମାନଙ୍କ ଦ୍ବାରା ଦାଉଦକକ୍ସ୍ଟ ନିପାତ କରିବା ପାଇଁ ଶାଉଲଙ୍କର ବିଗ୍ଭର ଥିଲା।
ଦଶ ଏକର ପରିମିତ ଦ୍ରାକ୍ଷାକ୍ଷଲତରୁ ମାତ୍ର ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନସହବ ଏବଂ ଦଶ ମହଣ ବୀଜରୁ ମାତ୍ର ଏକ ମହଣ ଶସ୍ଯ ଉତ୍ପନ୍ନସହବ।
ବାତ୍ ଯେପରି ହାମରେର ଏକ ଦଶମାଂଶ ହବେ, ଐଫା ହାମରେର ସହିତ ସମାନ ହବେ। ଏଥିପାଇଁ ଐଫା ଓ ବାତର ଏକ ସମାନ ପରିମାଣ ହବେ। ତହିଁର ପରିମାଣ ହାମରେ ଅନୁସାରେ ହବେ।