Home Bibles ଯିରିମିୟ 31:36 · ଓଡ଼ିଆ ବାଇବେଲ
ଯିରିମିୟ 31:36 · ଓଡ଼ିଆ ବାଇବେଲ

ତା'ପ ରେ ସଦାପ୍ରଭୁ ଏହା କହନ୍ତି, ଯବେେ ସୂର୍ୟ୍ଯ, ଚନ୍ଦ୍ର, ତାରକା ଓ ସମୁଦ୍ର ମାେ ନିଯନ୍ତ୍ରଣ ରେ ନ ରହନ୍ତି, ତବେେ କବଳେ ଇଶ୍ରାୟେଲ ବଂଶଧର ଆମ୍ଭ ସମ୍ମୁଖ ରେ ଗୋଟିଏ ଦେଶ ଦବୋରୁ ବିରତ ହବେ।

Cross references

ଦିତୀୟ ବିବରଣ 32:26

ଆମ୍ଭେ ଚିନ୍ତା କଲକ୍ସ୍ଟ ଇଶ୍ରାୟେଲୀୟମାନଙ୍କୁ ଧ୍ବଂସ କରିବା ପାଇଁ। ତେଣୁ ଲୋକମାନେ ସମାନଙ୍କେୁ ସଐୂର୍ଣ ଭାବେ ଭକ୍ସ୍ଟଲିଯିବେ।

ଗୀତସଂହିତା 72:5

ମୁଁ ଆଶା କରେ ସୂର୍ୟ୍ଯ ଓ ଚନ୍ଦ୍ର ଆକାଶରେ ଥିବା ପର୍ୟ୍ଯନ୍ତ ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ।

ଗୀତସଂହିତା 72:17

ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ। ଆକାଶରେ ସୂର୍ୟ୍ଯ ଥିବା ପର୍ୟ୍ଯନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ। ସମସ୍ତ ପ୍ରଜା ତାଙ୍କ ୟୋଗୁଁ ଆଶୀର୍ବାଦ ପାଆନ୍ତୁ ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।

ଗୀତସଂହିତା 89:36

ଦାଉଦର ବଂଶ ସଦାକାଳ ରହିବ। ଦାଉଦର ସିଂହାସନ ସୂର୍ୟ୍ଯ ଥିବା ପର୍ୟ୍ଯନ୍ତ ରହିବ।

ଗୀତସଂହିତା 102:28

ଆମ୍ଭମାନେେ ତୁମ୍ଭର ଦାସ ଅଟୁ ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ। ଏବଂ ସମାନଙ୍କେର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।

ଗୀତସଂହିତା 119:89

ହେ ସଦାପ୍ରଭୁ, ତୁମ୍ଭର ବାକ୍ଯ ସର୍ବଦା ପାଇଁ ସ୍ବର୍ଗରେ ସଂସ୍ଥାପିତ ଅଛି।

ଗୀତସଂହିତା 148:6

ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ, ଏହିପରି ଗୋଟିଏ ବ୍ଯବସ୍ଥା ଦେଲେ ୟାହା କବେେ ହେଲେ ପରିବର୍ତ୍ତନ ହବେ ନାହିଁ।

ଯିଶାଇୟ 54:9

କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସହେିପରି ଆମ୍ଭେ ତୁମ୍ଭ ପ୍ରତି କୋର୍ଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।

ଯିରିମିୟ 33:20

ସଦାପ୍ରଭୁ କହନ୍ତି, ଯଦି କହେି ଦିନରାତି ସହିତ ନିଯମ ଭଙ୍ଗ କରେ, ସେ ନିଯମିତ ଭାବରେ ଦଖାେ ଦିଏ ନାହିଁ। ମାତ୍ର ଯଥା ସମୟରେ ଦିବାରାତ୍ରି ହୁଏ।

ଯିରିମିୟ 33:24

ସେ କହନ୍ତି ହେ ଯିରିମିୟ, ଲୋକେ ଯାହା କହୁଛନ୍ତି ତୁମ୍ଭେ କବେେ ତାହା ବିବଚେନା କରିଛ ? ସମାନେେ କହନ୍ତି, 'ସଦାପ୍ରଭୁ ଆପଣା ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ଯ କରିଅଛନ୍ତି। ଏହିରୂପେ ସମାନେେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି।' ସମାନଙ୍କେ ସାକ୍ଷାତ ରେ ସମାନେେ ଏକ ଗୋଷ୍ଠୀ ହାଇେ ଯେପରି ରହିବେ ନାହିଁ।

ଯିରିମିୟ 46:28

ସଦାପ୍ରଭୁ କହନ୍ତି, ହେ ମାରେ ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ। କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ, ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦଇେଅଛୁ, ଆମ୍ଭେ ସମାନଙ୍କେୁ ସଂହାର କରିବା। ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ। ଆମ୍ଭେ ତୁମ୍ଭକୁ ବିବଚେନା ପୂର୍ବକ ଶାସ୍ତି ଦବୋ। ମାତ୍ର ତୁମ୍ଭକୁ ଦଣ୍ଡ ନ ଦଇେ ଛାଡ଼ିବା ନାହିଁ।

ଆମୋଷ 9:8

ସଦାପ୍ରଭୁ, ମାରେ ପ୍ରଭୁ ପାପପୂର୍ଣ୍ଣ ରାଜ୍ଯ ଇଶ୍ରାୟେଲ ଉପ ରେ ଦୃଷ୍ଟି ରଖିଛନ୍ତି। ସଦାପ୍ରଭୁ କହିଲେ, ଆମ୍ଭେ ପୃଥିବୀରୁ ଇଶ୍ରାୟେଲକୁ ମୂଳପୋଛ କରିଦବୋ। କିନ୍ତୁ କବେେ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା ନାହିଁ।

Interlinear

Choose Theme