କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସହେିପରି ଆମ୍ଭେ ତୁମ୍ଭ ପ୍ରତି କୋର୍ଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।
Cross references
ତହିଁରେ ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚ଼ିନ୍ତା କଲେ, ପୃଥିବୀକି ଅଭିଶାପ ଦବୋ ନାହିଁ। ଯଦିଓ ବାଲ୍ଯାକାଳରୁ ମନୁଷ୍ଯର ମନର ଅଭିପ୍ରାଯ ଓ ପ୍ରବଣତା ମନ୍ଦ, ତଥାପି ଆଉ କବେେ ହେଲ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।
ଏହା ମାରେତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ଯା ରେ ଧ୍ବଂସ ପାଇଥିଲା। କିନ୍ତୁ ଏପରି ପ୍ରଳଯ ଆଉ ପୁନ୍ନରାଯ ହବେ ନାହିଁ। ଏହରି ବନ୍ଯା ଦ୍ବାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହବେ ନାହିଁ।
ତା'ପରେ ତୁମ୍ଭେ ତୁମ୍ଭର ବିପଦକୁ ଭୁଲିୟିବ। ବହିଗଲା ଜଳ ପରି ତୁମ୍ଭର ସମସ୍ତ ଦୁଃଖ ଦୂର ହାଇଯେିବ।
ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ। ୟପରେିକି ସମାନେେ ତାହା ଅତିକ୍ରମ କରିପାରିବେ ନାହିଁ। ଜଳରାଶି କବେେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରିପାରିବ ନାହିଁ।
ସହେି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପ ରେ କ୍ରୋଧାନ୍ବିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କୋରଧ ନିବୃତ୍ତ ହାଇେଅଛି, ତୁମ୍ଭେ ତୁମ୍ଭର ପ୍ ରମେ ଆମ୍ଭକୁ ଦଖାଇେଅଛ।'
ତୁମ୍ଭମାନେେ ସ୍ବର୍ଗମଣ୍ଡଳ ପ୍ରତି ଉର୍ଦ୍ଧ୍ବଦୃଷ୍ଟି କର ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର। କାରଣ ଆକାଶ ମଣ୍ଡଳ ଧୂମ ତୁଲ୍ଯ ଅନ୍ତର୍ହିତ ହବେ ଓ ଭୂମଣ୍ଡଳ ବସ୍ତୁ ତୁଲ୍ଯ ଜୀର୍ଣ୍ଣ ହବେ। ଆଉ ମଧ୍ଯ ପୃଥିବୀବାସୀ ସହେିପରି ମୃତ୍ଯୁବରଣ କରିବେ। ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତକାଳସ୍ଥାଯୀ ହବେ ଓ ଆମ୍ଭର ଧର୍ମାଚାର ଲୁପ୍ତ ହବେ ନାହିଁ।
କାରଣ ସମାନେେ ଜୀର୍ଣ୍ଣ ବସ୍ତୁ ସଦୃଶ ଓ କୀଟ ସମାନଙ୍କେୁ ଖାଇ ପକାଇବ ଓ ପୋକ ପଶମ ବସ୍ତୁକୁ ଖାଇଲା ପରି ସମାନଙ୍କେୁ ଖାଇ ପକାଇବ। ମାତ୍ର ଆମ୍ଭର ଧର୍ମ ଅନନ୍ତକାଳସ୍ଥାଯୀ ହବେ ଓ ଆମ୍ଭର ପରିତ୍ରାଣ ଚିରକାଳ ବିରାଜିତ ହବେ।
ତୁମ୍ଭ ପ୍ରଭୁ ସଦାପ୍ରଭୁ ଯେ କି ନିଜ ଲୋକମାନଙ୍କର ସପକ୍ଷ ରେ ସହେି ପରମେଶ୍ବର ଏହି କଥା କୁହନ୍ତି, ଦେଖ, ଆମ୍ଭେ କୋପରୂପକ ପାନପାତ୍ର' ତୁମ୍ଭ ହସ୍ତରୁ କାଢ଼ି ନଇେ ଅଛୁ। ତୁମ୍ଭେ ଆଉ ପାନ କରିବ ନାହିଁ ଅର୍ଥାତ୍ ଆମ୍ଭେ ଆଉ ତୁମ୍ଭକୁ ଦଣ୍ଡ ଦବେୁ ନାହିଁ।
ସହେିପରି ଆମ୍ଭ ମୁଖ ନିଃସୃତ ବାକ୍ଯ ନିଷ୍ଫଳ ହାଇେ ଆମ୍ଭ ନିକଟକୁ ଫରେି ଆସିବ ନାହିଁ ; ମାତ୍ର ଆମ୍ଭ ଇଚ୍ଛାନୁସା ରେ ଆମ୍ଭ ବାକ୍ଯ ସିଦ୍ଧ ହବେ ଏବଂ ଯେଉଁ କାର୍ୟ୍ଯ ପାଇଁ ଆମ୍ଭେ ପ୍ ରରଣେ କରିଛୁ, ତାହା ସଫଳ ହବେ।
ସଦାପ୍ରଭୁ କହନ୍ତି, ୟିଏ ଦିବସ ରେ ଆଲୋକ ଦବୋ ପାଇଁ ସୂର୍ୟ୍ଯ ଓ ରାତ୍ରି ରେ ଜ୍ଯୋତି ପ୍ରଦାନ କରିବା ପାଇଁ ଚନ୍ଦ୍ର ଓ ନକ୍ଷତ୍ରାଦି ସୃଷ୍ଟି କରନ୍ତି, ଆଉ ଯଦି, ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜନ କରାନ୍ତି, ସହେି ହେଉଛନ୍ତି ସୈନ୍ଯାଧିପତି ସଦାପ୍ରଭୁ।
ତା'ପ ରେ ସଦାପ୍ରଭୁ ଏହା କହନ୍ତି, ଯବେେ ସୂର୍ୟ୍ଯ, ଚନ୍ଦ୍ର, ତାରକା ଓ ସମୁଦ୍ର ମାେ ନିଯନ୍ତ୍ରଣ ରେ ନ ରହନ୍ତି, ତବେେ କବଳେ ଇଶ୍ରାୟେଲ ବଂଶଧର ଆମ୍ଭ ସମ୍ମୁଖ ରେ ଗୋଟିଏ ଦେଶ ଦବୋରୁ ବିରତ ହବେ।
ପୁଣି ସଦାପ୍ରଭୁ ଏହା କହନ୍ତି, ଯଦି ଲୋକମାନେ ଉର୍ଦ୍ଧ୍ବସ୍ଥ ଆକାଶମଣ୍ଡଳ ଓ ଅଧଃସ୍ଥ ପୃଥିବୀକୁ ମାପି ପାରିବେ। ତାହା ହେଲେ କବଳେ ଆମ୍ଭେ ମଧ୍ଯ ଇଶ୍ରାୟେଲର ବଂଶଧରଗଣ ଯାହା କଲେ ତାହା ପ୍ରତ୍ଯାଖାନ କରିଦବୋ। ଏହା ସଦାପ୍ରଭୁ କହନ୍ତି।
ସଦାପ୍ରଭୁ କହନ୍ତି, ଯଦି କହେି ଦିନରାତି ସହିତ ନିଯମ ଭଙ୍ଗ କରେ, ସେ ନିଯମିତ ଭାବରେ ଦଖାେ ଦିଏ ନାହିଁ। ମାତ୍ର ଯଥା ସମୟରେ ଦିବାରାତ୍ରି ହୁଏ।
ତୁମ୍ଭମାନେେ ଆମ୍ଭ ମଜେ ରେ ଅଶ୍ବ, ରଥ, ବୀର ଓ ସବୁ ୟୋଦ୍ଧାମାନଙ୍କୁ ଖାଇ ତୃପ୍ତ ହବେ।' ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।
ମନୁଷ୍ଯମାନେ ନିଜ ଅପେକ୍ଷା ମହତ୍ ଲୋକର ନାମ ନଇେ ଶପଥ କରିଥାନ୍ତି। ଏହା ଦ୍ବାରା ସମାନଙ୍କେର କଥାର ସତ୍ଯତା ପ୍ରମାଣିତ ହୁଏ ଓ ସମାନଙ୍କେ ବିବାଦର ନିଷ୍ପତ୍ତି ହୁଏ।