Home Bibles ଯାତ୍ରା ପୁସ୍ତକ 23:22 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 23:22 · ଓଡ଼ିଆ ବାଇବେଲ

ତାଙ୍କର ପ୍ରେତ୍ୟକକ କଥାକୁ ମାନ। ସେ ତୁମ୍ଭମାନଙ୍କୁ ଯାହାସବୁ କହିବେ ତାହାସବୁ ପାଳନ କର। ଯଦି ତୁମ୍ଭେ ତାହା ପାଳନ କର ଦବେେ ଆମ୍ଭେ ତୁମ୍ଭ ସହିତ ରହିବା। ଏବଂ ଆମ୍ଭେ ତୁମ୍ଭମାନଙ୍କର ସମସ୍ତ ଶତୃମାନଙ୍କର ବିରୋଧ କରିବା। ଯେଉଁମାନେ ତୁମ୍ଭକୁ ବି ରୋଧ କରିବେ ସେ ଆମ୍ଭର ଶତୃ ହବେ।

Cross references

ଆଦି ପୁସ୍ତକ 12:3

ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସମାନଙ୍କେୁ ଆଶୀର୍ବାଦ କରିବି। ଏବଂ ୟିଏ ତୁମ୍ଭକୁ ଅଭିଶାପ ଦବେ ମୁଁ ସମାନଙ୍କେୁ ଅଭିଶାପ ଦବେି। ତୁମ୍ଭ ଠାରୁ ପୃଥିବୀର ସବୁବଂଶ ଆଶୀର୍ବାଦ ପାଇବେ।

ଯାତ୍ରା ପୁସ୍ତକ 15:16

ସହେି ସମସ୍ତ ଲୋକମାନେ ଭୟଭୀତ ହବେେ। ତୁମ୍ଭ ବାହୁର ଶକ୍ତି ଦ୍ବାରା ସମାନେେ ପଥର ପରି ନିଶ୍ଚଳ ହବେେ, ଯେପର୍ୟ୍ଯନ୍ତ ତୁମ୍ଭର ଲୋକମାନେ, ଯେଉଁମାନଙ୍କୁ ତୁମ୍ଭେ ମୁକ୍ତ କଲ ଚାଲି ୟାଇନାହାନ୍ତି।

ଗଣନା ପୁସ୍ତକ 24:8

ପରମେଶ୍ବର ସମାନଙ୍କେୁ ମିଶରରୁ ବାହାର କରି ଆଣିଛନ୍ତି। ସମାନଙ୍କେର, ପରମେଶ୍ବର ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳି। ସମାନେେ ସମାନଙ୍କେର ବିରୋଧିମାନଙ୍କୁ ପରାସ୍ତ କରିବେ ଓ ସମାନଙ୍କେର ଅସ୍ଥିସବୁ ଚୂର୍ଣ କରିବେ ଓ ଆପଣା ବାଣଦ୍ବାରା ସମାନଙ୍କେୁ ଭଦେ କରିବେ।

ଗଣନା ପୁସ୍ତକ 24:9

ଇଶ୍ରାୟେଲ ବସିପଡୁଛି ଓ ସିଂହତୁଲ୍ଯ ଶଯନ କରୁଛି। କିଏ ତାକୁ ଉଠାଇବାକୁ ଯାଉଛି, ଯେକହେି ବ୍ଯକ୍ତି ୟିଏ ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେ ଆଶୀର୍ବାଦ ପ୍ରାପ୍ତ ହବେ। ଯେକହେି ବ୍ଯକ୍ତି ତୁମ୍ଭକୁ ଶାପ ଦିଅନ୍ତି, ସେ ଶାପଗ୍ରସ୍ତ ହବେ।

ଦିତୀୟ ବିବରଣ 30:7

ତବେେ ଏହି ସମସ୍ତ ଶାପ ତୁମ୍ଭମାନଙ୍କ ଶତୃମାନଙ୍କୁ ଏପରି ଘଟିବ। କାରଣ ସମାନେେ ତୁମ୍ଭମାନଙ୍କୁ କ୍ଲେଶ ଦିଅନ୍ତି ଓ ଘୃଣା କରନ୍ତି।

ଯିହୋଶୂୟ 9:7

ତେଣୁ ଇଶ୍ରାୟେଲୀୟ ଲୋକମାନେ ହିଦ୍ଦୀଯ ଲୋକମାନଙ୍କୁ କହିଲେ, କଜାେଣି ତୁମ୍ଭମାନେେ ଆମ୍ଭମାନଙ୍କ ମଧିଅରେ ବାସ କରୁଥିବ। ଆମ୍ଭେ ତୁମ୍ଭମାନଙ୍କ ସହିତ ନିଯମ କରିପାରିବକ୍ସ୍ଟ ନାହିଁ। ଯେପର୍ୟ୍ଯନ୍ତ ଆମ୍ଭେ ନ ଜାଣିଛକ୍ସ୍ଟ ତୁମ୍ଭେ କେଉଁଠାରକ୍ସ୍ଟ ଆସିଛ।

ଗୀତସଂହିତା 35:1

ସଦାପ୍ରଭୁ ଯେଉଁମାନେ ମାେ ସହିତ ବିବାଦ କରୁଛନ୍ତି ତୁମ୍ଭେ ସମାନଙ୍କେ ସହିତ ମାେ ନିମନ୍ତେ ୟୁଦ୍ଧ କର।

ଯିରିମିୟ 30:20

ଯାକୁବର ସନ୍ତାନଗଣ ଇଶ୍ରାୟେଲର ପୂର୍ବପରି ହବେେ। ଆମ୍ଭେ ଇଶ୍ରାୟେଲ ଓ ଯିହୁଦାକୁ ଶକ୍ତିଶାଳୀ କରାଇବା। ଯେଉଁମାନେ ସମାନଙ୍କେ ଉପ ରେ ଉପଦ୍ରବ କରିବେ ଆମ୍ଭେ ସମାନଙ୍କେୁ ଶାସ୍ତି ଦବୋ।

ଯିଖରିୟ 2:8

ସେ ଆମ୍ଭକୁ ସହେି ଦେଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫରୋଇ ଆଣିବା ପାଇଁ ପଠାଇଲେ, ଯେଉଁମାନେ ତୁମ୍ଭକୁ ଲୁଟିଥିଲେ। ତୁମ୍ଭମାନେେ ତାଙ୍କର ଗୌରବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:4

ସେ ଭୂମିରେ ପଡ଼ିଗଲେ। ସେ ଗୋଟିଏ ସ୍ବର ଶୁଣିବାକୁ ପାଇଲେ, ଶାଉଲ, ତୁମ୍ଭେ ମାେତେ କାହିଁକି ତାଡ଼ନା ଦେଉଛ?

Interlinear

Choose Theme