Home Bibles ଗୀତସଂହିତା 6:1 · ଓଡ଼ିଆ ବାଇବେଲ
ଗୀତସଂହିତା 6:1 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ତୁମ୍ଭେ କୋର୍ଧିତ ହାଇେ ମାେତେ ଦଣ୍ଡିତ କର ନାହିଁ। ତୁମ୍ଭେ ବିରକ୍ତ ହାଇେ ମାେତେ ଦଣ୍ଡ ଦିଅ ନାହିଁ।

Cross references

ପ୍ରଥମ ବଂଶାବଳୀ 15:20

ଜିଖରିଯ, ଅସୀଯଲେ, ଶମୀରାମାେତ୍, ୟିହିଯଲେ, ଉନ୍ନି, ଇଲୀଯାବ, ମା ସଯେ ଓ ବନାଯ ଅଲାମାେତ୍ ବୀଣା ବଜାଉଥିଲେ।

ପ୍ରଥମ ବଂଶାବଳୀ 15:21

ମତ୍ତଥିଯ, ଇଲୀଫଲହେୁ, ମକନଯେ, ଓବେଦ୍-ଇଦୋମ୍, ୟିୟୁଯଲେ ଓ ଅସରିଯ ଶିମିନୀତ୍ ତମ୍ବୁରା ବଜାଉଥିଲେ। ଚିରକାଳ ନିମନ୍ତେ ସମାନଙ୍କେର ଏହି କାର୍ୟ୍ଯ ଥିଲା।

ଗୀତସଂହିତା 2:5

କିନ୍ତୁ ପରମେଶ୍ବର ସମାନଙ୍କେ ଉପରେ କ୍ରୋଧିତ ହୁଅନ୍ତି ଏବଂ କୁହନ୍ତି, ମୁଁ ଏହି ବ୍ଯକ୍ତିକୁ ରାଜା ହବୋକୁ ପସନ୍ଦ କରିଛି ଏବଂ ସେ ସିୟୋନ ପର୍ବତରେ ଶାସନ କରିବ।

ଗୀତସଂହିତା 4:1

ହେ ମାରେ ଧର୍ମସ୍ବରୂପ ପରମେଶ୍ବର, ମାେତେ ଉତ୍ତର ଦିଅ। ମୁଁ ଯେତବେେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମାରେ ଗୁହାରି ଶୁଣ। ମାେ ପ୍ରତି ସଦଯ ହୁଅ। ମାେତେ ମାରେ ସମସ୍ତ ଦୁଃଖ ୟନ୍ତ୍ରଣାରୁ ମୁକ୍ତି ପ୍ରଦାନ କର।

ଗୀତସଂହିତା 12:1

ହେ ସଦାପ୍ରଭୁ, ମାେତେ ଉଦ୍ଧାର କର, କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି। ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ବାସୀ ଲୋକର ହ୍ରାସ ହେଉଛି।

ଗୀତସଂହିତା 38:1

ହେ ସଦାପ୍ରଭୁ, ମାେତେ ଆପଣା କୋପରେ ଅନୁୟୋଗ କର ନାହିଁ। କିଅବା ମାେତେ ତୁମ୍ଭେ କୋର୍ଧାନ୍ବିତ ହାଇେ ଦଣ୍ଡ ଦିଅ ନାହିଁ।

ଗୀତସଂହିତା 118:18

ସଦାପ୍ରଭୁ ମାେତେ ବୃହତ୍ ଶାସ୍ତି ଦଇେଅଛନ୍ତି। ମାତ୍ର ସେ ମାେତେ ମରିବାକୁ ଦେଲେ ନାହିଁ।

ଯିଶାଇୟ 54:9

କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସହେିପରି ଆମ୍ଭେ ତୁମ୍ଭ ପ୍ରତି କୋର୍ଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।

ଯିଶାଇୟ 57:16

ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ କିମ୍ବା ନିରନ୍ତର କୋର୍ଧ କରିବା ନାହିଁ। ଯଦି କରିବା ତାହା ହେଲେ ମାନବର ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖ ରେ କ୍ଷୀଣ ହବେେ।

ଯିରିମିୟ 10:24

ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ଦମନ କର। ମାତ୍ର ସୁବିବଚେନା ରେ ତାହା କର। କୋର୍ଧ ରେ ତାହା କର ନାହିଁ, ଯଦି ତୁମ୍ଭେ ଏପରି କର ତବେେ ଆମ୍ଭେ ଧ୍ବଂସ ହାଇଯେିବୁ।

ଯିରିମିୟ 46:28

ସଦାପ୍ରଭୁ କହନ୍ତି, ହେ ମାରେ ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ। କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ, ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦଇେଅଛୁ, ଆମ୍ଭେ ସମାନଙ୍କେୁ ସଂହାର କରିବା। ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ। ଆମ୍ଭେ ତୁମ୍ଭକୁ ବିବଚେନା ପୂର୍ବକ ଶାସ୍ତି ଦବୋ। ମାତ୍ର ତୁମ୍ଭକୁ ଦଣ୍ଡ ନ ଦଇେ ଛାଡ଼ିବା ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:31

କିନ୍ତୁ ଯଦି ଆମ୍ଭେ ନିଜକୁ ପରୀକ୍ଷା କରି ନବୋ, ତା' ହେଲେ ଆମ୍ଭକୁ ପ୍ରଭୁଙ୍କ ଦ୍ବାରା ବିଚାରିତ ହବୋକୁ ପଡ଼ିବ ନାହିଁ।

Interlinear

Choose Theme