Home Bibles ☰ Books ଯିରିମିୟ 29:17 · ଓଡ଼ିଆ ବାଇବେଲ
ଯିରିମିୟ 29:17 · ଓଡ଼ିଆ ବାଇବେଲ

ସୈନ୍ଯାଧିପତି ସଦାପ୍ରଭୁ ଏହି କଥା କହନ୍ତି, ୟିରୁଶାଲମ ରେ ଅବଶିଷ୍ଟ ଥିବା ଲୋକମାନଙ୍କ ପାଇଁ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ଆଉ ଘୃଣାଜନକ ଭୋଜନ ଅ ଯୋଗ୍ଯ ମନ୍ଦ ଡ଼ିମ୍ବିରି ଫଳ ତୁଲ୍ଯ ସମାନଙ୍କେୁ କରିବା।

Cross references

ଯିରିମିୟ 15:2

ପୁଣି ଯବେେ ସମାନେେ ତୁମ୍ଭକୁ ପଚାରନ୍ତି, 'ଆମ୍ଭମାନେେ କେଉଁଠାକୁ ୟିବା ?' ତବେେ ତୁମ୍ଭେ ସମାନଙ୍କେୁ ଏହା କହିବ, ସଦାପ୍ରଭୁ ଏହି କଥା କହିଲେ,

ଯିରିମିୟ 24:1

ବାବିଲର ରାଜା ନବୂଖଦନିତ୍ସର, ଯିହାୟୋଦାରକୀମ୍ର ପୁତ୍ର, ଯିହୁଦାର ରାଜା ୟିହୋଯାଖୀନକୁ ଓ ଯିହୁଦାର ଅଧିପତିମାନଙ୍କୁ ଶିଳ୍ପକର ଓ କର୍ମକାରମାନଙ୍କ ସହିତ ୟିରୁଶାଲମରୁ ବନ୍ଦୀକରି ବାବିଲକୁ ନଇଗେଲା ଉତ୍ତା ରେ, ସଦାପ୍ରଭୁ ମାେତେ ଏକ ଦର୍ଶନ ଦଖାଇେଲେ। ଆଉ ମୁଁ ଦେଖିଲି, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖ ରେ ଦୁଇ ଡ଼ାଲା ଡ଼ିମ୍ବିରି ଫଳ ରଖା ୟାଇଅଛି।

ଯିରିମିୟ 24:8

ମାତ୍ର ଯିହୁଦାର ରାଜା ସିଦିକିଯ ସହେି ଅତି ମନ୍ଦ ଡ଼ିମ୍ବିରି ଫଳ ସଦୃଶ। ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚଯ ସିଦିକିଯକୁ, ତାହାର ଅଧିପତିଗଣକୁ ଓ ୟିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶ ରେ ଅଛନ୍ତି, ସମାନଙ୍କେୁ ଓ ଯେଉଁମାନେ ମିଶର ଦେଶ ରେ ବାସ କରନ୍ତି, ସମାନଙ୍କେୁ ଆମ୍ଭେ ତ୍ଯାଗ କରିବା।

ଯିରିମିୟ 24:10

ସମାନେେ ସଇେ ଭୂମିରୁ ଉଚ୍ଛିନ୍ନ ହବୋ ପର୍ୟ୍ଯନ୍ତ ଆମ୍ଭେ ସମାନଙ୍କେ ବିପକ୍ଷ ରେ, ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା, ଯେଉଁ ଦେଶ ସମାନଙ୍କେୁ ଓ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଦଇେଥିଲି। ତହିଁରୁ ସମାନଙ୍କେୁ ଉଚ୍ଛନ୍ନ କରିବା।

ଯିରିମିୟ 27:8

ପୁଣି ଯେଉଁ ଦେଶ ଓ ରାଜ୍ଯ ସହେି ବାବିଲର ରାଜା ନବୂଖଦନିତ୍ସରର ଦାସ୍ଯକର୍ମ କରିବେ ନାହିଁ ଓ ବାବିଲ ରାଜାର ୟୁଆଳି ତଳେ ଆପଣା ଆପଣା ବକେ ରଖିବେ ନାହିଁ, ସଦାପ୍ରଭୁ କହନ୍ତି,ଆମ୍ଭେ ସେ ଦେଶକୁ ତାହାର ହସ୍ତ ରେ ସଂହାର ନ କରିବା ପର୍ୟ୍ଯନ୍ତ ଆମ୍ଭର ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ବାରା ଦଣ୍ଡ ଦବୋ।

ଯିରିମିୟ 29:18

ଆମ୍ଭେ ୟିରୁଶାଲମସ୍ଥ ଅବିଷ୍ଟ ଲୋକମାନଙ୍କ ନିମନ୍ତେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ସମାନେେ ଏକ ବସ୍ତୁ ହବେେ, ଯାହାକୁ କି ଦେଶ ଅଭିଶାପର ବୀଭିଷିକାର ଓ ହୀସ୍ ଶବ୍ଦର ବସ୍ତୁରୂପେ ବ୍ଯବହାର କରିବ। ଆଉ ସମାନେେ ପୃଥିବୀବାସୀଙ୍କ ନିକଟରେ ଲଜ୍ଜ୍ଯାର ଏକ ବିଷଯ ହବେେ

ଯିରିମିୟ 34:17

'ଏଣୁ ସଦାପ୍ରଭୁ ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ପ୍ରତିବେଶୀଙ୍କୁ ମୁକ୍ତ ଦବୋ ପାଇଁ' ଆମ୍ଭ ନିଯମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା।

ଯିରିମିୟ 43:11

ପୁଣି ସେ ମିଶର ଦେଶକୁ ଆକ୍ରମଣ କରି ମୃତ୍ଯୁୟୋଗ୍ଯ ଲୋକଙ୍କୁ ମୃତ୍ଯୁ ରେ, ବନ୍ଦୀ ହବୋ ଯୋଗ୍ଯ ଲୋକଙ୍କୁ ବନ୍ଦୀତ୍ବ ରେ ଓ ଖଡ୍ଗୟୋଗ୍ଯ ଲୋକଙ୍କୁ ଖଡ୍ଗ ରେ ସମର୍ପଣ କରିବ।

ଯିରିମିୟ 52:6

ସହେି ବର୍ଷ ଚତୁର୍ଥ ମାସର ନବମ ଦିନ ରେ ନଗର ରେ ମହା ଦୁର୍ଭିକ୍ଷ ଦଖାେ ଦଲୋ। ତହିଁରେ ଦେଶୀଯ ଲୋକମାନଙ୍କ ପାଇଁ କିଛି ଖାଦ୍ୟ ମିଳିଲା ନାହିଁ।

ଯିହିଜିକଲ 5:12

ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ମହାମାରୀ ରେ ଓ ଦୁର୍ଭିକ୍ଷ ରେ ନଗର ମଧିଅରେ ମରିବେ। ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ୟୁଦ୍ଧ ରେ ନଗର ବାହା ରେ ମୃତ୍ଯୁବରଣ କରିବେ ; ଆଉ ଅବଶିଷ୍ଟ ଏକ ତୃତୀଯାଂଶ ଛିନ୍ନଭିନ୍ନ ହବେେ। ଯେ ହତେୁ ଆମ୍ଭେ ଖଡ୍ଗ ନଇେ ଗୋଡ଼ାଇବା।

ଯିହିଜିକଲ 14:12

ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

ଲୂକଲିଖିତ ସୁସମାଚାର 21:11

ଭୟାନକ ଭୂମିକମ୍ପ, ରୋଗ ଓ ଅମଙ୍ଗଳର ବିଷୟ ସବୁ ଅନକେ ସ୍ଥାନ ରେ ଘଟିବ। କେତକେ ସ୍ଥାନ ରେ ମରୁଡି ପଡିବ, ଲୋକେ ଖାଇବାକୁ ପାଇବେ ନାହିଁ। ଭୟଙ୍କର ଘଟଣାମାନ ଘଟିବ। ଲୋକମାନଙ୍କୁ ଚତାବେନୀ ଦବୋ ପାଇଁ ଆକାଶ ରେ ଅନକେ ଆଶ୍ଚର୍ୟ୍ଯ ଜନକ ବିଷୟ ଦଖାୟିବେ।

ଲୂକଲିଖିତ ସୁସମାଚାର 21:23

ଗର୍ଭବତୀ ସ୍ତ୍ରୀ ଓ କୋଳ ରେ େଛାଟ ଶିଶୁ ଥିବା ସ୍ତ୍ରୀମାନଙ୍କ ପାଇଁ ସହେି ଦିନଗୁଡିକ ଅତ୍ଯନ୍ତ ଭୟାନକ ହବେ। କାରଣ ସହେି ଦିନମାନଙ୍କ ରେ ଏହି ଦେଶ ଉପରକୁ ବହୁତ ବିପଦ ମାଡି ଆସିବ। ଏବଂ ଏହି ଲୋକଙ୍କ ଉପରେ ପରମେଶ୍ବର କୋରଧ କରିବେ।

Interlinear

Choose Theme