ଯିହିଜିକଲ 14:12 · ଓଡ଼ିଆ ବାଇବେଲ
ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
Cross references
ଯିରିମିୟ 24:10
ସମାନେେ ସଇେ ଭୂମିରୁ ଉଚ୍ଛିନ୍ନ ହବୋ ପର୍ୟ୍ଯନ୍ତ ଆମ୍ଭେ ସମାନଙ୍କେ ବିପକ୍ଷ ରେ, ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା, ଯେଉଁ ଦେଶ ସମାନଙ୍କେୁ ଓ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଦଇେଥିଲି। ତହିଁରୁ ସମାନଙ୍କେୁ ଉଚ୍ଛନ୍ନ କରିବା।
ଯିରିମିୟ 29:17
ସୈନ୍ଯାଧିପତି ସଦାପ୍ରଭୁ ଏହି କଥା କହନ୍ତି, ୟିରୁଶାଲମ ରେ ଅବଶିଷ୍ଟ ଥିବା ଲୋକମାନଙ୍କ ପାଇଁ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ଆଉ ଘୃଣାଜନକ ଭୋଜନ ଅ ଯୋଗ୍ଯ ମନ୍ଦ ଡ଼ିମ୍ବିରି ଫଳ ତୁଲ୍ଯ ସମାନଙ୍କେୁ କରିବା।